ଯିହିଜିକଲ 27:13 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 27 ଯିହିଜିକଲ 27:13

Ezekiel 27:13
ଗ୍ରୀକ୍, ତୁର୍କ ଓ ମଷେକର ଲୋକମାନେ ବ୍ଯବସାଯୀ ଥିଲେ। ସମାନେେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳ ରେ ବ୍ଯବସାଯ କଲେ।

Ezekiel 27:12Ezekiel 27Ezekiel 27:14

Ezekiel 27:13 in Other Translations

King James Version (KJV)
Javan, Tubal, and Meshech, they were thy merchants: they traded the persons of men and vessels of brass in thy market.

American Standard Version (ASV)
Javan, Tubal, and Meshech, they were thy traffickers; they traded the persons of men and vessels of brass for thy merchandise.

Bible in Basic English (BBE)
Javan, Tubal, and Meshech were your traders; they gave living men and brass vessels for your goods.

Darby English Bible (DBY)
Javan, Tubal, and Meshech, they were thy traffickers: they bartered with thee the persons of men, and vessels of bronze.

World English Bible (WEB)
Javan, Tubal, and Meshech, they were your traffickers; they traded the persons of men and vessels of brass for your merchandise.

Young's Literal Translation (YLT)
Javan, Tubal, and Meshech -- they `are' thy merchants, For persons of men, and vessels of brass, They have given out thy merchandise.

Javan,
יָוָ֤ןyāwānya-VAHN
Tubal,
תֻּבַל֙tubaltoo-VAHL
and
Meshech,
וָמֶ֔שֶׁךְwāmešekva-MEH-shek
they
הֵ֖מָּהhēmmâHAY-ma
merchants:
thy
were
רֹֽכְלָ֑יִךְrōkĕlāyikroh-heh-LA-yeek
they
traded
בְּנֶ֤פֶשׁbĕnepešbeh-NEH-fesh
persons
the
אָדָם֙ʾādāmah-DAHM
of
men
וּכְלֵ֣יûkĕlêoo-heh-LAY
and
vessels
נְחֹ֔שֶׁתnĕḥōšetneh-HOH-shet
brass
of
נָתְנ֖וּnotnûnote-NOO
in
thy
market.
מַעֲרָבֵֽךְ׃maʿărābēkma-uh-ra-VAKE

Cross Reference

ଆଦି ପୁସ୍ତକ 10:2
ଯଫେତ୍ଙ୍କର ପୁତ୍ରମାନେ ହେଲ, ଗୋମର, ମାଗୋଗ୍, ମାଦଯ, ତୁବଲ, ୟବନ, ମେଶକ ଓ ତିରସ।

ଯିଶାଇୟ 66:19
ଆମ୍ଭେ ସମାନଙ୍କେ ମଧିଅରେ ଏକ ସଙ୍କତେ ସ୍ଥାପନ କରିବା ଓ ସମାନଙ୍କେ ମଧ୍ଯରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା - ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ୟବନ ତଥା ଦୂରସ୍ଥ ଦ୍ବୀପଗଣ ଆମ୍ଭର ସୁଖ୍ଯାତି ବିଷଯ ରେ କବେେ ଶୁଣି ନାହାଁନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖିନାହାଁନ୍ତି, ସହେିମାନଙ୍କ ନିକଟକୁ ପ୍ ରରଣେ କରିବା ଓ ସମାନେେ ବିଭିନ୍ନ ଦେଶୀଯମାନଙ୍କ ମଧିଅରେ ଆମ୍ଭର ମହିମା ପ୍ରକାଶ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:13
ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା ; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ଯ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମଷେ, ଘୋଡ଼ା, ରଥ, ଏବଂ ମନୁଷ୍ଯମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ଯବସାଯୀମାନେ କାନ୍ଦିବେ ଓ କହିବେ :

ଯିହିଜିକଲ 39:1
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗୋଗ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ' ହେ ରୋଶ, ମେଶକ ଓ ତୁବଲର ମୁଖ୍ଯ ଅଧିପତି ଗୋଗ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଛି।

ପ୍ରଥମ ବଂଶାବଳୀ 1:5
ଯଫେତ୍ଙ୍କର ପୁତ୍ରମାନେ ଥିଲେ : ଗୋମର, ମା ରୋଗ, ମାଦଯ, ୟବନ, ତୁବଲ, ମେଶକ୍ ଓ ତୀରସ୍।

ଯୋୟେଲ 3:3
ସମାନେେ ଆମ୍ଭ ଲୋକମାନଙ୍କର ଭାଗ୍ଯ ନିର୍ଦ୍ଧାରଣ କରିବାକୁ ଗୁଳାବାଣ୍ଟ କରିଛନ୍ତି। ଗୋଟିଏ ବେଶ୍ଯା ପାଇଁ ସମାନେେ ଗୋଟିଏ ବାଳକ ବିକ୍ରୀ କରିଛନ୍ତି ଓ ସମାନେେ ଦ୍ରାକ୍ଷାରସ ପାନ କରିବା ପାଇଁ ଗୋଟିଏ ବାଳିକା ବିକ୍ରୀ କରିଛନ୍ତି।

ଯିହିଜିକଲ 32:26
ଏବଂ ମଷେକ୍ ଏବଂ ତୁବଲର ଲୋକମାନେ ଅଛନ୍ତି। ସମାନଙ୍କେର ଚତୁର୍ଦ୍ଦିଗ ରେ ସମାନଙ୍କେର କବରସବୁ ଅଛି। ସମାନେେ ସମସ୍ତେ ଅନୁନ୍ନତ ଥିଲେ ଓ ଖଡ୍ଗ ରେ ହତ ହେଲେ। କାରଣ ସମାନେେ ଜୀବିତ ଥିବା ସମୟରେ ଦେଶ ରେ ଲୋକମାନଙ୍କୁ ଭୟ ଦଖାଇେ ଥିଲେ।

ଦାନିଏଲ 11:2
'ବର୍ତ୍ତମାନ, ହେ ଦାନିୟେଲ, ଆମ୍ଭେ ତୁମ୍ଭକୁ ସତ୍ଯ କଥା ଜଣାଇବା। ପାରସ୍ଯର ଆଉ ତିନି ରାଜା ଜନ୍ମ ନବେେ। ତା'ପ ରେ ଚତୁର୍ଥ ରାଜା ଯେ ଆସିବ, ସେ ସବୁଠାରୁ ଅଧିକ ଧନଶାଳୀ ହବେ। ଆଉ ଆପଣା ଧନ ରେ ବଳବାନ ହବେ ଓ ଗ୍ରୀସ ରାଜ୍ଯ ବିରୁଦ୍ଧ ରେ ସମସ୍ତଙ୍କୁ ଉତ୍ତଜେିତ କରିବ।

ଦାନିଏଲ 10:20
ତେଣୁ ସେ କହିଲେ, ' ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ଯର ଅଧିପତି ସଙ୍ଗେ ୟୁଦ୍ଧ କରିବାକୁ ଫରେିୟିବା। ଆଉ ଆମ୍ଭେ ଗଲାପ ରେ ଗ୍ରୀସର ଅଧିପତି ଆସିବ।

ଦାନିଏଲ 8:21
ଆଉ ସେ ଛାଗ ହେଉଛି ୟବନ ଦେଶର ରାଜା। ସହେି ଛାଗର ଦୁଇ ଚକ୍ଷୁ ମଧିଅରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା।

ଯିହିଜିକଲ 38:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଗେଶର, ମେଶକର ଓ ତୁବଲର ମୁଖ୍ଯ ଅଧିପତି ମାଗଗେ ଦେଶୀଯ ଗୋଗ ଆଡ଼େ ମୁଖ ରଖି ତାହା ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ,

ଯିହିଜିକଲ 27:19
ବଦାନ ଓ ୟବନ ଲୋମ ନିର୍ମିତ ସୂତ୍ର ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ। ତୁମ୍ଭ ବାଣିଜ୍ଯ ଦ୍ରବ୍ଯ ମଧିଅରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ଯ ଓ ଆଖୁ ଥିଲା।

ପ୍ରଥମ ବଂଶାବଳୀ 1:7
ୟବନର ପୁତ୍ରମାନେ ଥିଲେ ଇଲୀଶା, ତର୍ଶୀଶ୍, କିତ୍ତୀମ ଓ ଗୋଦାନିମ୍।

ଆଦି ପୁସ୍ତକ 10:4
ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ୟବନର ସନ୍ତାନ ଥିଲେ।