ଯିହିଜିକଲ 22:28 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 22 ଯିହିଜିକଲ 22:28

Ezekiel 22:28
ଭବିଷ୍ଯଦବକ୍ତାମାନେ ଏପରି ଆଚରଣକୁ ଠିକ୍ ବୋଲି ପ୍ରମାଣ କରିବାକୁ କହନ୍ତି। ସମାନେେ ମିଥ୍ଯା ଦର୍ଶନ ପାଆନ୍ତି ଓ ମିଥ୍ଯା ଭବିଷ୍ଯତବାଣୀ କରି କହନ୍ତି, 'ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି,' ଯେତବେେଳେ ସଦାପ୍ରଭୁ କିଛି କହି ନ ଥାନ୍ତି।

Ezekiel 22:27Ezekiel 22Ezekiel 22:29

Ezekiel 22:28 in Other Translations

King James Version (KJV)
And her prophets have daubed them with untempered morter, seeing vanity, and divining lies unto them, saying, Thus saith the Lord GOD, when the LORD hath not spoken.

American Standard Version (ASV)
And her prophets have daubed for them with untempered `mortar', seeing false visions, and divining lies unto them, saying, Thus saith the Lord Jehovah, when Jehovah hath not spoken.

Bible in Basic English (BBE)
And her prophets have been using whitewash, seeing foolish visions and making false use of secret arts, saying, This is what the Lord has said, when the Lord has said nothing.

Darby English Bible (DBY)
And her prophets have daubed for them with untempered [mortar], seeing vanity and divining lies unto them, saying, Thus saith the Lord Jehovah! and Jehovah hath not spoken.

World English Bible (WEB)
Her prophets have daubed for them with whitewash, seeing false visions, and divining lies to them, saying, Thus says the Lord Yahweh, when Yahweh has not spoken.

Young's Literal Translation (YLT)
And its prophets have daubed for them with chalk, Seeing a vain thing, and divining for them a lie, Saying, `Thus said the Lord Jehovah:' And Jehovah hath not spoken.

And
her
prophets
וּנְבִיאֶ֗יהָûnĕbîʾêhāoo-neh-vee-A-ha
have
daubed
טָח֤וּṭāḥûta-HOO
untempered
with
them
לָהֶם֙lāhemla-HEM
morter,
seeing
תָּפֵ֔לtāpēlta-FALE
vanity,
חֹזִ֣יםḥōzîmhoh-ZEEM
and
divining
שָׁ֔וְאšāwĕʾSHA-veh
lies
וְקֹסְמִ֥יםwĕqōsĕmîmveh-koh-seh-MEEM
saying,
them,
unto
לָהֶ֖םlāhemla-HEM
Thus
כָּזָ֑בkāzābka-ZAHV
saith
אֹמְרִ֗יםʾōmĕrîmoh-meh-REEM
the
Lord
כֹּ֤הkoh
God,
אָמַר֙ʾāmarah-MAHR
Lord
the
when
אֲדֹנָ֣יʾădōnāyuh-doh-NAI
hath
not
יְהוִ֔הyĕhwiyeh-VEE
spoken.
וַֽיהוָ֖הwayhwâvai-VA
לֹ֥אlōʾloh
דִבֵּֽר׃dibbērdee-BARE

Cross Reference

ଯିହିଜିକଲ 13:6
ଏହି ଭଣ୍ଡ ଭବିଷ୍ଯଦବକ୍ତାଗଣ ମିଥ୍ଯା ଦର୍ଶନ ପାଆନ୍ତି ଓ ସମାନଙ୍କେର ଅଲୌକିକ ଶକ୍ତି ମିଥ୍ଯା ଅଟେ। ସମାନେେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସମାନଙ୍କେୁ ପଠାଇ ନ ଥିଲେ ଏବଂ ସମାନଙ୍କେ ବାକ୍ଯ ସତ୍ଯ ହବେ ବୋଲି ଲୋକମାନେ ଆଶା କରନ୍ତି।

ଯିରିମିୟ 23:25
ପୁଣି ଏପରି କେତକେ ଭବିଷ୍ଯଦବକ୍ତା ଅଛନ୍ତି, ' ଯେଉଁମାନେ ଆମ୍ଭ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସ୍ବପ୍ନ ଦେଖିଅଛୁ, ଆମ୍ଭେ ସ୍ବପ୍ନ ଦେଖିଅଛୁ' କହନ୍ତି, ସମାନଙ୍କେ କଥା ଆମ୍ଭେ ଶୁଣିଅଛୁ।

ସିଫନିୟ 3:4
ସମାନଙ୍କେର ଭବିଷ୍ଯଦ୍-ବକ୍ତାମାନେ ନଗଣ୍ଯ ଓ ସମାନେେ ବିଶ୍ବାସଘାତକ ଅଟନ୍ତି। ସମାନଙ୍କେର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସମାନେେ ପରମେଶ୍ବରଙ୍କ ଶିକ୍ଷା ବିରୁଦ୍ଧ ରେ କାର୍ୟ୍ଯ କରିଛନ୍ତି।

ଯିହିଜିକଲ 22:25
ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ଯିହିଜିକଲ 21:29
ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ ଓ ତୁମ୍ଭର ମିଥ୍ଯା ମନ୍ତ୍ର ତୁମ୍ଭକୁ ସହାୟ ହବେ ନାହିଁ। ଦୁଷ୍ଟ ଲୋକମାନଙ୍କର ଗଳା ରେ ଖଣ୍ଡାଟିକୁ ରଖାୟିବ, ଯେଉଁମାନେ ହତ ହବୋକୁ ଅଛନ୍ତି, ସହେିମାନଙ୍କ ପାଇଁ ଦଣ୍ଡିତ ହବୋର ଦିନ ପହଞ୍ଚିୟାଇଛି। ଏବଂ ସମାନଙ୍କେର ଦୋଷର ଅବସାନ ଘଟିବ।

ଯିହିଜିକଲ 13:22
କାରଣ ଯେତବେେଳେ ମୁଁ ଧାର୍ମିକମାନଙ୍କୁ ଦଯନୀଯ କରିନାହିଁ, କିନ୍ତୁ ତୁମ୍ଭର ଭବିଷ୍ଯଦବକ୍ତାଗଣ ମିଥ୍ଯା ଦ୍ବାରା ସମାନଙ୍କେୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସମାନଙ୍କେର କୁପଥରୁ ନ ଫରନ୍େତି ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ ଉତ୍ସାହିତ କରିଛ।

ଯିହିଜିକଲ 13:10
ସଠାେ ରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ଯଦବକ୍ତାମାନେ ଆମ୍ଭର ଲୋକମାଙ୍କୁ ଭୁଲବାଟରେ ନଇେଛନ୍ତି, ଯେତବେେଳେ ସଠାେ ରେ ଶାନ୍ତି ନ ଥାଏ। ୟିଏକି ପ୍ରାଚୀର ନିର୍ମାଣକାରୀ, ୟିଏକି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲପେ ଦଇେ ଆଚ୍ଛାଦନ କରିବା ପାଇଁ କବଳେ ଚେଷ୍ଟା କରନ୍ତି।

ଯିରିମିୟଙ୍କ ବିଳାପ 2:14
ତୁମ୍ଭର ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ଯା ରେ ପରିପୂର୍ଣ୍ଣ। ସମାନେେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମାଚେନ ପାଇଁ ପ୍ରଚାର କରିନାହାଁନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହବୋର ଦେଖି ପ୍ରଚାର କରିଅଛନ୍ତି।

ଯିରିମିୟ 37:19
ଆପଣମାନେ ଯେଉଁ ଭବିଷ୍ଯଦବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରି କହିଲେ, 'ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧ ରେ ଓ ଏହି ଦେଶ ବିରୁଦ୍ଧ ରେ ଆସିବେ ନାହିଁ, ସମାନେେ ଏବେ କାହାଁନ୍ତି ?'

ଯିରିମିୟ 29:8
ସୈନ୍ଯଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ତୁମ୍ଭମାନେେ ଭବିଷ୍ଯଦବକ୍ତା ଓ ଗଣକମାନଙ୍କ କଥା ରେ ଭୁଲ ନାହିଁ। ସମାନେେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋୟୋଗ କର ନାହିଁ।

ଯିରିମିୟ 28:15
ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।

ଯିରିମିୟ 28:2
ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କତା କହନ୍ତି, 'ଆମ୍ଭେ ଯିହୁଦା ଉପ ରେ ଥିବା ବାବିଲ ରାଜାର ୟୁଆଳି ଭାଙ୍ଗିଅଛୁ।

ଯିରିମିୟ 23:21
ଆମ୍ଭେ ସହେି ଭବିଷ୍ଯଦବକ୍ତାମାନଙ୍କୁ ପଠାଇ ନ ଥିଲୁ। ତଥାପି ସମାନେେ ଆପେ ଆପେ ଧାଇଁଲେ। ଆମ୍ଭେ ସମାନଙ୍କେୁ କିଛି ବାକ୍ଯ ପ୍ରଦାନ କରି ନ ଥିଲୁ। ମାତ୍ର ସମାନେେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ।

ଯିରିମିୟ 8:10
ତେଣୁ ଆମ୍ଭେ ସମାନଙ୍କେର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦବୋ ଓ ସମାନଙ୍କେର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦବୋ। କାରଣ ଇଶ୍ରାୟେଲ କ୍ଷୁଦ୍ରଠାରୁ ମହାନ୍ ଲୋକ ପର୍ୟ୍ଯନ୍ତ ସମସ୍ତେ ଲୋଭାସକ୍ତ ଆଉ ଭବିଷ୍ଯଦବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ୟ୍ଯନ୍ତ ସମସ୍ତେ ମିଥ୍ଯାଚରଣ କରନ୍ତି।

ଯିଶାଇୟ 30:10
ସମାନେେ ଦର୍ଶକମାନଙ୍କୁ କୁହନ୍ତି, ତୁମ୍ଭମାନେେ ଦର୍ଶନ କର ନାହିଁ ଓ ଭବିଷ୍ଯତ୍ବକ୍ତାମାନଙ୍କୁ କୁହନ୍ତି ତୁମ୍ଭମାନେେ ଆମ୍ଭମାନଙ୍କ ନିକଟରେ ବିଶ୍ବାସ ବାକ୍ଯ ପ୍ରଚାର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ଯ ପ୍ରଚାର କର।