Exodus 26:30
ମୁଁ ପର୍ବତ ଉପରେ ଦଖାଇେଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।
Exodus 26:30 in Other Translations
King James Version (KJV)
And thou shalt rear up the tabernacle according to the fashion thereof which was showed thee in the mount.
American Standard Version (ASV)
And thou shalt rear up the tabernacle according to the fashion thereof which hath been showed thee in the mount.
Bible in Basic English (BBE)
And you are to make the House from the design which you saw on the mountain.
Darby English Bible (DBY)
And thou shalt set up the tabernacle according to its fashion, as hath been shewn thee on the mountain.
Webster's Bible (WBT)
And thou shalt rear up the tabernacle according to the fashion thereof which was shown thee on the mount.
World English Bible (WEB)
You shall set up the tent according to the way that it was shown to you on the mountain.
Young's Literal Translation (YLT)
and thou hast raised up the tabernacle according to its fashion which thou hast been shewn in the mount.
| And thou shalt rear up | וַהֲקֵֽמֹתָ֖ | wahăqēmōtā | va-huh-kay-moh-TA |
| אֶת | ʾet | et | |
| the tabernacle | הַמִּשְׁכָּ֑ן | hammiškān | ha-meesh-KAHN |
| fashion the to according | כְּמִ֨שְׁפָּט֔וֹ | kĕmišpāṭô | keh-MEESH-pa-TOH |
| thereof which | אֲשֶׁ֥ר | ʾăšer | uh-SHER |
| shewed was | הָרְאֵ֖יתָ | horʾêtā | hore-A-ta |
| thee in the mount. | בָּהָֽר׃ | bāhār | ba-HAHR |
Cross Reference
ଯାତ୍ରା ପୁସ୍ତକ 25:40
ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବ ପତ୍ରଗୁଡିକ ତିଆରି କରୁଛ। ଯାହା କି ମୁଁ ତୁମ୍ଭକୁ ପର୍ବତ ଉପରେ ଦଇେଛି।
ଏବ୍ରୀମାନଙ୍କ ନିକଟକୁ ପତ୍ର 8:5
ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତ ରେ ସ୍ବର୍ଗ ରେ ଥିବା କାମଗୁଡ଼ିକର ଛାଯା ଓ ନମୁନା ମାତ୍ର। ସେଥିପାଇଁ ମାଶାେ ତମ୍ମୁ312 ନିର୍ମାଣ କରିବାକୁ ଗଲା ବେଳେ ପରମେଶ୍ବର ତାହାଙ୍କୁ ଚତାବେନୀ ଦଇେ କହିଥିଲେ : ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦଖାଇେ ଥିଲି, ତଦନୁସା ରେ ସମସ୍ତ ନିର୍ମାଣ କର।313
ରେରିତମାନଙ୍କ କାର୍ଯ୍ୟର ବିବରଣ 7:44
ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ଯ ପ୍ରାନ୍ତର ରେ ଥିଲା। ପରମେଶ୍ବର ମାଶାଙ୍କେୁ ଗୋଟିଏ ନକ୍ସା ଦଖାଇେଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ଯ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ।
ଯାତ୍ରା ପୁସ୍ତକ 25:9
ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର। ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦଖାଇବୋ ସହେି ଅନୁସାରେ ତୁମ୍ଭମାନେେ ସବୁ କରିବ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:23
ସ୍ବର୍ଗସ୍ଥ ବିଷୟଗୁଡ଼ିକର ପ୍ରତିକୃତିଗୁଡିକ ପଶୁବଳି ଦ୍ବାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ବର୍ଗସ୍ଥ ବିଷୟ ରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର।
ଏବ୍ରୀମାନଙ୍କ ନିକଟକୁ ପତ୍ର 8:2
ଆମ୍ଭର ମହାୟାଜକ ମହାପବିତ୍ର ସ୍ଥାନ311 ରେ ସବୋ କାର୍ୟ୍ଯ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନ ରେ ନୁହେଁ, ମାତ୍ର ପରମେଶ୍ବରଙ୍କ ଦ୍ବାରା ନିର୍ମିତ ସହେି ଉପାସନା ସ୍ଥଳ ରେ ସବୋ କରନ୍ତି।
ଯିହୋଶୂୟ 18:1
ଇଶ୍ରାୟେଲ ସମସ୍ତ ଲୋକ ଶୀଲୋଠା ରେ ଏକତ୍ରୀତ ହେଲେ। ସମାନେେ ପ୍ରେତ୍ୟକକ ସ୍ଥାନ ରେ ସମାଗମ ତମ୍ବୁ ସ୍ଥାପନ କଲେ। ସମାନଙ୍କେର ଦେଶକକ୍ସ୍ଟ ନିଜ ଅଧିନ ରେ ରଖିପାରିଲେ।
ଗଣନା ପୁସ୍ତକ 10:21
ତା'ପରେ କହାତୀଯଙ୍କ ପରିବାର ପବିତ୍ରସ୍ଥାନର ଭାର ବହନକରି ସହେି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀଯ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।
ଯାତ୍ରା ପୁସ୍ତକ 40:17
ଦ୍ବିତୀୟ ବର୍ଷର ମାସର ପ୍ରଥମ ଦିନ ରେ ପବିତ୍ର ତମ୍ବୁ ସ୍ଥାପିତ ହାଇେଥିଲା।
ଯାତ୍ରା ପୁସ୍ତକ 40:2
ପ୍ରଥମ ମାସର ପ୍ରଥମ ଦିନ ରେ ସମାଗମ ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।
ଯାତ୍ରା ପୁସ୍ତକ 27:8
ତୁମ୍ଭେ ୟଜ୍ଞବଦେୀକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତ ରେ ତୁମ୍ଭକୁ ଯେଉଁ ରୂପେ ଦଖାଇେଥିଲ ସହେିପରି ଭାବରେ ବଦେୀ ନିର୍ମାଣ କରାୟିବା ଉଚିତ୍।