Exodus 2:20
ତେଣୁ ରୂଯଲେ ତାଙ୍କର କନ୍ଯାମାନଙ୍କୁ କହିଲେ, ସହେି ଲୋକଟି କେଉଁଠା ରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡି ଦଲେ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।
Exodus 2:20 in Other Translations
King James Version (KJV)
And he said unto his daughters, And where is he? why is it that ye have left the man? call him, that he may eat bread.
American Standard Version (ASV)
And he said unto his daughters, And where is he? Why is it that ye have left the man? Call him, that he may eat bread.
Bible in Basic English (BBE)
And he said to his daughters, Where is he? why have you let the man go? make him come in and give him a meal.
Darby English Bible (DBY)
And he said to his daughters, And where is he? why then have ye left the man behind? Call him, that he may eat bread.
Webster's Bible (WBT)
And he said to his daughters, And where is he? why is it that ye have left the man? call him, that he may eat bread.
World English Bible (WEB)
He said to his daughters, "Where is he? Why is it that you have left the man? Call him, that he may eat bread."
Young's Literal Translation (YLT)
and he saith unto his daughters, `And where `is' he? why `is' this? -- ye left the man! call for him, and he doth eat bread.'
| And he said | וַיֹּ֥אמֶר | wayyōʾmer | va-YOH-mer |
| unto | אֶל | ʾel | el |
| his daughters, | בְּנֹתָ֖יו | bĕnōtāyw | beh-noh-TAV |
| where And | וְאַיּ֑וֹ | wĕʾayyô | veh-AH-yoh |
| is he? why | לָ֤מָּה | lāmmâ | LA-ma |
| is it | זֶּה֙ | zeh | zeh |
| left have ye that | עֲזַבְתֶּ֣ן | ʿăzabten | uh-zahv-TEN |
| אֶת | ʾet | et | |
| the man? | הָאִ֔ישׁ | hāʾîš | ha-EESH |
| call | קִרְאֶ֥ן | qirʾen | keer-EN |
| eat may he that him, | ל֖וֹ | lô | loh |
| bread. | וְיֹ֥אכַל | wĕyōʾkal | veh-YOH-hahl |
| לָֽחֶם׃ | lāḥem | LA-hem |
Cross Reference
ଆଦି ପୁସ୍ତକ 31:54
ଏହାପରେ ସେ ସହେି ପର୍ବତ ରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡ଼ାକିଲା। ତହିଁରେ ସମାନେେ ଭୋଜନ କରି ପର୍ବତ ରେ ରାତ୍ରିସାରା ରହିଲେ।
ଆଦି ପୁସ୍ତକ 43:25
ଭାଇମାନେ ଶୁଣିବାକୁ ପାଇଲେ ଯେ ସମାନେେ ଯୋଷଫଙ୍କେ ସହିତ ଖାଇବାକୁ ଯାଉଛନ୍ତି। ତେଣୁ ସମାନେେ ତାଙ୍କର ଉପହାର ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଲାଗିଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:2
ନିଜ ଘ ରେ ସ୍ବାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାୟ୍ଯ କରିବା କଥା ମନେ ରଖ। କେତବେେଳେ ଏହିପରି କରି ଅଜାଣତ ରେ ସ୍ବର୍ଗଦୂତମାନଙ୍କୁ ସାହାୟ୍ଯ କରିଛନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:10
ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।
ଆୟୁବ ପୁସ୍ତକ 42:11
ତା'ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା' ଘରକୁ ଆସିଲେ। ସମାନେେ ସମସ୍ତେ ଆୟୁବର ଘ ରେ ଏକ ବଡ଼ ଭୋଜି ରେ ୟୋଗ ଦେଲେ। ସମାନେେ ଆୟୁବକୁ ସାନ୍ତ୍ବନା ଦେଲେ। ସମାନେେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ବର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରେତ୍ୟକକ ବ୍ଯକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।
ଆୟୁବ ପୁସ୍ତକ 31:32
ମାେ ଗୃହ ମଧ୍ଯକୁ ଅଜଣା ଲୋକଙ୍କୁ ସବୁବେଳେ ଆମନ୍ତ୍ରଣ କରି ଆଣିଛି, ଯଭେଳି କି ରାତି ରେ ରାସ୍ତା ରେ ଶାଇେବାକୁ ପଡ଼ିବ ନାହିଁ।
ଆଦି ପୁସ୍ତକ 29:13
ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷଯ ରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚିମ୍ବନ ଦେଲେ। ଏବଂ ତାଙ୍କୁ ତାଙ୍କ ସହିତ ତାଙ୍କ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲା।
ଆଦି ପୁସ୍ତକ 24:31
ଲାବନ କହିଲେ, ଭିତରକୁ ଆସ, ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି। ତୁମ୍ଭର ବାହା ରେ ଠିଆ ହବୋ ଦରକାର ନାହିଁ। ମୁଁ ତୁମ୍ଭ ପାଇଁ ଏବଂ ତୁମ୍ଭର ଓଟ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିଅଛି।
ଆଦି ପୁସ୍ତକ 19:2
ଲୋଟ ସମାନଙ୍କେୁ କହିଲେ, ହେ ମହାଶୟଗଣ ମାରେ ଗୃହକୁ ଆସିବା ହେଉ ଏବଂ ମୁଁ ତୁମ୍ଭମାନଙ୍କର ସବୋ କରିବି। ଆପଣମାନେ ପାଦ ଧୋଇ ମାରେ ଗୃହକୁ ଆସନ୍ତୁ ଏବଂ ଏହିଠା ରେ ରାତ୍ରିୟାପନ କରନ୍ତୁ। ଏହାପରେ ଆସନ୍ତାକାଲି ତୁମ୍ଭମାନେେ ଶିଘ୍ର ଉଠିବ ଏବଂ ତୁମ୍ଭ ୟାତ୍ରା ଚାଲୁ ରଖିବ।
ଆଦି ପୁସ୍ତକ 18:5
ମୁଁ ତୁମ୍ଭକୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦବେି। ତା'ପରେ ତୁମ୍ଭେ ତୁମ୍ଭର ୟାତ୍ରା କରିବ।