ଦାନିଏଲ 9:4 in Oriya

ଓଡିଆ ଓଡିଆ ବାଇବେଲ ଦାନିଏଲ ଦାନିଏଲ 9 ଦାନିଏଲ 9:4

Daniel 9:4
ପୁଣି ମୁଁ ମାରେପରମେଶ୍ବର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମାରେପାପ ସ୍ବୀକାର କରି କହିଲି, ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଓ ଭୟାନକ ପରମେଶ୍ବର। ଯେଉଁମାନେ ତୁମ୍ଭକୁ ପ୍ ରମେ କରନ୍ତିଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସମାନଙ୍କେ ପ୍ରତି ଦୟା ଓ ନିଯମ କରିଥାଅ।

Daniel 9:3Daniel 9Daniel 9:5

Daniel 9:4 in Other Translations

King James Version (KJV)
And I prayed unto the LORD my God, and made my confession, and said, O Lord, the great and dreadful God, keeping the covenant and mercy to them that love him, and to them that keep his commandments;

American Standard Version (ASV)
And I prayed unto Jehovah my God, and made confession, and said, Oh, Lord, the great and dreadful God, who keepeth covenant and lovingkindness with them that love him and keep his commandments,

Bible in Basic English (BBE)
And I made prayer to the Lord my God, putting our sins before him, and said, O Lord, the great God, greatly to be feared. keeping your agreement and mercy with those who have love for you and do your orders;

Darby English Bible (DBY)
and I prayed unto Jehovah my God, and made my confession, and said, Alas Lord! the great and terrible ùGod, keeping covenant and loving-kindness with them that love him, and that keep his commandments:

World English Bible (WEB)
I prayed to Yahweh my God, and made confession, and said, Oh, Lord, the great and dreadful God, who keeps covenant and loving kindness with those who love him and keep his commandments,

Young's Literal Translation (YLT)
And I pray to Jehovah my God, and confess, and say: `I beseech Thee, O Lord God, the great and the fearful, keeping the covenant and the kindness to those loving Him, and to those keeping His commands;

And
I
prayed
וָֽאֶתְפַּֽלְלָ֛הwāʾetpallâva-et-pahl-LA
Lord
the
unto
לַיהוָ֥הlayhwâlai-VA
my
God,
אֱלֹהַ֖יʾĕlōhayay-loh-HAI
confession,
my
made
and
וָאֶתְוַדֶּ֑הwāʾetwaddeva-et-va-DEH
and
said,
וָאֹֽמְרָ֗הwāʾōmĕrâva-oh-meh-RA
O
אָנָּ֤אʾonnāʾoh-NA
Lord,
אֲדֹנָי֙ʾădōnāyuh-doh-NA
the
great
הָאֵ֤לhāʾēlha-ALE
dreadful
and
הַגָּדוֹל֙haggādôlha-ɡa-DOLE
God,
וְהַנּוֹרָ֔אwĕhannôrāʾveh-ha-noh-RA
keeping
שֹׁמֵ֤רšōmērshoh-MARE
the
covenant
הַבְּרִית֙habbĕrîtha-beh-REET
and
mercy
וְֽהַחֶ֔סֶדwĕhaḥesedveh-ha-HEH-sed
love
that
them
to
לְאֹהֲבָ֖יוlĕʾōhăbāywleh-oh-huh-VAV
keep
that
them
to
and
him,
וּלְשֹׁמְרֵ֥יûlĕšōmĕrêoo-leh-shoh-meh-RAY
his
commandments;
מִצְוֹתָֽיו׃miṣwōtāywmee-ts-oh-TAIV

Cross Reference

ନିହିମିୟା 9:32
ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ବର ତୁମ୍ଭେ ନିଯମ ଓ ଦୟା ପାଳନ କରିଥାଅ। ଅଶୂରୀଯ ରାଜଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ଯଦ୍ ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଲେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟି ରେ କ୍ଷୁଦ୍ର ଦଖାେ ନଯାଉ।

ଦିତୀୟ ବିବରଣ 7:9
ତେଣୁ ମନରେଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର କବଳେ ଏକମାତ୍ର ପରମେଶ୍ବର ଅଟନ୍ତି। ସେ ବିଶ୍ବସ୍ତ ଅଟନ୍ତି। ସେ ତାଙ୍କର ନିଯମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ ରମେ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସମାନଙ୍କେ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚକ୍ସ୍ଟକ୍ତି ପ୍ରତି ବିଶ୍ବସନୀଯତା ସହସ୍ର ପୁରୁଷ ପର୍ୟ୍ଯନ୍ତ ଲାଗିରହେ।

ପ୍ରଥମ ରାଜାବଳୀ 8:23
ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ସ୍ବର୍ଗ କି ପୃଥିବୀ ରେ ତୁମ୍ଭ ତୁଲ୍ଯ ସଦାପ୍ରଭୁ କହେି ନାହାଁନ୍ତି। ତୁମ୍ଭେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ସହିତ ଏକ ନିଯମ କରିଥିଲ କାରଣ ତୁମ୍ଭେ ସମାନଙ୍କେୁ ପ୍ ରମେ କର। ତୁମ୍ଭେ ତୁମ୍ଭର ନିଯମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣ ରେ ଅନୁସରଣ କରନ୍ତି ତୁମ୍ଭେ ସମାନଙ୍କେ ପ୍ରତି ଦୟାଳୁ ଓ ବିଶ୍ବସ୍ତ ହାଇେଥାଅ।

ଗଣନା ପୁସ୍ତକ 14:18
'ସଦାପ୍ରଭୁ କୋରଧ ରେ ଧୀର ଓ ଦୟା ରେ ପରିପୂର୍ଣ ଓ ଅପରାଧୀ ଓ ବ୍ଯବସ୍ଥା ଲଘଂନକାରୀର କ୍ଷମାକାରୀ। ତଥାପି ଦୋଷୀର ଦଣ୍ତଦାତା, ପୁଣି ତୃତୀୟ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ସନ୍ତାନଗଣ ଉପରେ ପିତୃଗଣର ଅପରାଧର ଫଳ ସେ ଦଇେଥାନ୍ତି।'

ଦିତୀୟ ବଂଶାବଳୀ 7:14
ସେତବେେଳେ ଯଦି ଆମ୍ଭ ନାମ ରେ ନାମିତ ଲୋକମାନେ ନମ୍ର ହବେେ ଓ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖାଜେିବେ, ଆଉ ସମାନଙ୍କେର ମନ୍ଦ ପଥରୁ ଫରେିଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ମନ୍ଦ ପଥରୁ ଫରେି ଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ପାପସବୁ କ୍ଷମା କରିବା ଓ ଆମ୍ଭେ ସମାନଙ୍କେର ଦେଶକୁ ସୁସ୍ଥ କରିବା।

ନିହିମିୟା 1:5
ତା'ପରେ ମୁଁ ଏହିପରି ପ୍ରାର୍ଥନା କଲି:

ମୀଖା 7:18
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।

ଯାକୁବଙ୍କ ପତ୍ 1:12
ଯେଉଁ ବ୍ଯକ୍ତି ପରୀକ୍ଷିତ ହାଇେ ଦୃଢ଼ ରହି ପା ରେ, ସେ ଖୁସି ହବୋ କଥା। କାରଣ, ସେ ତାହାର ବିଶ୍ବାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ବର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦବେେ। ପରମେଶ୍ବରଙ୍କୁ ପ୍ ରମେ କରୁଥିବା ସବୁ ଲୋକଙ୍କୁ ପରମେଶ୍ବର ଏହି ପ୍ରତିଜ୍ଞା ଦଇେଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 1:8
ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 5:2
ଆମ୍ଭେ ପରମେଶ୍ବରଙ୍କ ସନ୍ତାନମାନଙ୍କୁ ପ୍ ରମେ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ବରଙ୍କୁ ପ୍ ରମେ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ବରଙ୍କ ସନ୍ତାନ ଅଟୁ।

ଯାକୁବଙ୍କ ପତ୍ 2:5
ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ ! ପରମେଶ୍ବର ବିଶ୍ବାସ ରେ ଧନୀ ହବୋ ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ବରଙ୍କୁ ପ୍ ରମେ କରନ୍ତି, ସମାନଙ୍କେୁ ସେ ଯେଉଁ ରାଜ୍ଯ ଦବୋ ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସମାନଙ୍କେୁ ବାଛିଛନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:28
ଆମ୍ଭେ ଜାଣୁ ଯେ, ଯେଉଁ ମାନେ ତାହାଙ୍କୁ ପ୍ ରମେ କରନ୍ତି ସମାନଙ୍କେ ପାଇଁ ପରମେଶ୍ବର ପ୍ରତକେ ବିଷୟ ରେ ମଙ୍ଗଳ ଜନ୍ମାନ୍ତି।ପରମେଶ୍ବର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହାହିଁ ତାଙ୍କର ଯୋଜନା ଥିଲା।

ଲୂକଲିଖିତ ସୁସମାଚାର 1:72
ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦଖାଇବେେ ବୋଲି କହିଥିଲେ ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।

ନାହୂମ 1:2
ସଦାପ୍ରଭୁ ଇର୍ଷାପରାଯଣ ଏବଂ ପ୍ରତିଶାଧେ ପରାଯଣ। ସେ କୋରଧାନ୍ବିତ ହାଇେ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପ ରେ ସେ ପ୍ରତି ଶାଧେ ନିଅନ୍ତି। ସେ ତାଙ୍କର ଶତୃମାନଙ୍କ ଉପ ରେ ରାଗନ୍ତି।

ଯାତ୍ରା ପୁସ୍ତକ 34:6
ସଦାପ୍ରଭୁ ମାଶାଙ୍କେ ସମ୍ମୁଖକୁ ଆସି ଏହା ଘାଷେଣା କଲେ। ୟି ହାବୋ, ୟି ହାବୋ ଦୟାଶୀଳ ପରମେଶ୍ବର, ସେ କୋରଧ ରେ ଧିର। ସେ ଦୟାଳୁ ଓ ସତ୍ଯତା ରେ ପରିପୂର୍ଣ୍ଣ।

ଲେବୀୟ ପୁସ୍ତକ 26:40
ମାତ୍ର ଲୋକମାନେ ସମାନଙ୍କେର ପାପ ସ୍ବକାର କରି ପାରନ୍ତି ଓ ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ଅପରାଧ ସ୍ବୀକାର କରିପାରନ୍ତି ଓ ସମାନେେ ଆମ୍ଭ ବିରୁଦ୍ଧ ରେ ପାପ କରିଛନ୍ତି ବୋଲି ସ୍ବୀକାର କରି ପାରନ୍ତି।

ଦିତୀୟ ବିବରଣ 5:10
କିନ୍ତୁ ଯେଉଁମାନେ ଆମ୍ଭକକ୍ସ୍ଟ ପ୍ ରମେ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସମାନଙ୍କେର ସହସ୍ର ପୁରୁଷ ପର୍ୟ୍ଯନ୍ତ ଦୟା କରିବା।

ଦିତୀୟ ବିବରଣ 7:21
ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟୟକ୍ସ୍ଟକ୍ତ।

ପ୍ରଥମ ରାଜାବଳୀ 8:47
ସହେି ଦୂର ଦେଶ ରେ ବନ୍ଦୀରୂପେ ଥିବା ବେଳେ, ଯଦି ସମାନେେ ସମାନଙ୍କେର କୁକର୍ମ ପାଇଁ ସଠାେରେ ଅନୁତାପ କରନ୍ତି ଏବଂ ସ୍ବୀକାର କରନ୍ତି, 'ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।'

ନିହିମିୟା 9:2
ସହେି ଲୋକମାନଙ୍କ ମଧ୍ଯରୁ ଯେଉଁମାନେ ଇଶ୍ରାୟେଲୀୟ ବଂଶ ସମାନେେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇଶ୍ରାୟେଲୀୟମାନେ ମନ୍ଦିର ରେ ଠିଆ ହାଇେ ନିଜର ପାପ ସ୍ବୀକାର କରିବା ସଙ୍ଗେ ସଙ୍ଗେ ସମାନଙ୍କେ ପୂର୍ବପୁରୁଷଗଣ କରିଥିବା ପାପ ସ୍ବିକାର କଲେ।

ଗୀତସଂହିତା 32:5
କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନଲେି ମାରେ ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମାରେ ସମସ୍ତ ପାପ ବିଷଯରେ କହିଲି। ମାରେ କୌଣସି ପାପ ଲୁଚାଇ ରଖିଲି ନାହିଁ ଓ ତୁମ୍ଭେ ମାେତେ ମାରେ ସମସ୍ତ ପାପରୁ କ୍ଷମା କରିଦଲେ।

ଯିରିମିୟ 3:13
ସଦାପ୍ରଭୁ କହନ୍ତି, ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭେ ଭୁଲ୍ କରିଛ, ତୁମ୍ଭେ ବିଦେଶୀମାନଙ୍କ ପାଖକୁ ୟାଇ ଏବଂ ସମାନଙ୍କେ ସହିତ ପ୍ରେତ୍ୟକକ ହରିତ୍ ବୃକ୍ଷତଳେ ବେଶ୍ଯାବୃତ୍ତି କରି ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛ।' ତୁମ୍ଭେ ମାରେ କଥା ମାନିଲ ନାହିଁ।

ଯିରିମିୟ 32:17
ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ଯ କିଛି ନାହିଁ।

ଦାନିଏଲ 9:5
ମାତ୍ର, ହେ ସଦାପ୍ରଭୁ, ଆମ୍ଭମାନେେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହାଇେଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ଯାଗ କରିଅଛୁ।

ଯାତ୍ରା ପୁସ୍ତକ 20:6
କିନ୍ତୁ ମୁଁ ସହେି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମାରେ ନିଯମ ପାଳନ କରନ୍ତି ଓ ମାେତେ ପ୍ ରମେ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।