Acts 19:1
ଆପଲ୍ଲ କରିନ୍ଥ ରେ ଥିଲେ ବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦଇେ ଯାତ୍ରା କରି ଏଫିସ ରେ ଆସି ପହନ୍ଚିଲେ। ତା'ପରେ ପାଉଲ ସଠାେରେ ସେ ଯୋହନଙ୍କ କେତକେ ଶିଷ୍ଯଙ୍କୁ ଦେଖିଲେ।
Acts 19:1 in Other Translations
King James Version (KJV)
And it came to pass, that, while Apollos was at Corinth, Paul having passed through the upper coasts came to Ephesus: and finding certain disciples,
American Standard Version (ASV)
And it came to pass, that, while Apollos was at Corinth, Paul having passed through the upper country came to Ephesus, and found certain disciples:
Bible in Basic English (BBE)
And it came about that while Apollos was at Corinth, Paul, having gone through the higher country, came to Ephesus, where there were certain disciples:
Darby English Bible (DBY)
And it came to pass, while Apollos was at Corinth, Paul, having passed through the upper districts, came to Ephesus, and finding certain disciples,
World English Bible (WEB)
It happened that, while Apollos was at Corinth, Paul, having passed through the upper country, came to Ephesus, and found certain disciples.
Young's Literal Translation (YLT)
And it came to pass, in Apollos' being in Corinth, Paul having gone through the upper parts, came to Ephesus, and having found certain disciples,
| And | Ἐγένετο | egeneto | ay-GAY-nay-toh |
| it came to pass, | δὲ | de | thay |
| that, | ἐν | en | ane |
| τῷ | tō | toh | |
| while | τὸν | ton | tone |
| Apollos | Ἀπολλῶ | apollō | ah-pole-LOH |
| was | εἶναι | einai | EE-nay |
| at | ἐν | en | ane |
| Corinth, | Κορίνθῳ | korinthō | koh-REEN-thoh |
| Paul | Παῦλον | paulon | PA-lone |
| having passed through | διελθόντα | dielthonta | thee-ale-THONE-ta |
| the | τὰ | ta | ta |
| upper | ἀνωτερικὰ | anōterika | ah-noh-tay-ree-KA |
| coasts | μέρη | merē | MAY-ray |
| came | ἐλθεῖν | elthein | ale-THEEN |
| to | εἰς | eis | ees |
| Ephesus: | Ἔφεσον | epheson | A-fay-sone |
| and | καὶ | kai | kay |
| finding | εὑρών | heurōn | ave-RONE |
| certain | τινας | tinas | tee-nahs |
| disciples, | μαθητάς | mathētas | ma-thay-TAHS |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 18:1
ପାଉଲ କରିନ୍ଥୀ ରେ ପାଉଲ ଆଥୀନୀ ନଗର ଛାଡ଼ି କରିନ୍ଥ ନଗରକୁ ଆସିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:12
ମୁଁ ଏହା କହିବା ଅର୍ଥ : ତୁମ୍ଭମାନଙ୍କ ଭିତରୁ ଜଣେ କୁ ହେ, ମୁଁ ପାଉଲଙ୍କର ଅନୁଗାମୀ, ଆଉଜଣେ କୁ ହେ ମୁଁ ଆପଲ୍ଲଙ୍କର ଅନୁଗାମୀ, ଅନ୍ୟ ଜଣେ କୁ ହେ, ମୁଁ କଫୋଙ୍କର ଅନୁଗାମୀ, ଓ ଅନ୍ୟଜଣେ କୁ ହେ : ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ !
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:12
ଆପଲ୍ଲ ଭାଇଙ୍କ ବିଷୟ ରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ୟିବା ପାଇଁ ମୁଁ ତାହାକୁ ବହୁତ ଅନୁ ରୋଧ କଲି କିନ୍ତୁ ଏବେ ୟିବା ପାଇଁ ସେ ଆଦୌ ଚାହୁଁ ଚାହାଁନ୍ତି। କିନ୍ତୁ ଯେତବେେଳେ ସୁଯୋଗ ହବେ, ସେ ତୁମ୍ଭମାନଙ୍କ ପାଖକୁ ଯିବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:19
ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:23
ସଠାେରେ ପାଉଲ କିଛି ଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଚ଼ାଲିଗଲେ। ସଠାେରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ଯମାନଙ୍କୁ ବଳବାନ୍ କଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:4
ତୁମ୍ଭମାନଙ୍କ ଭିତ ରେ ଜଣେ କହୁଛି, ମୁଁ ପାଉଲଙ୍କ ଅନୁଗାମୀ, ଆଉ ଜଣେ କହୁଛି ମୁଁ ଆପଲ୍ଲଙ୍କ ଅନୁଗାମୀ, ଏଭଳି କହିବା ଦ୍ବାରା ତୁମ୍ଭମାନେେ ଜାଗତିକ ମଣିଷ ଭଳି ଆଚରଣ କରୁଛ।