ରେରିତମାନଙ୍କ କାର୍ଯ୍ୟର ବିବରଣ 18:16 in Oriya

ଓଡିଆ ଓଡିଆ ବାଇବେଲ ରେରିତମାନଙ୍କ କାର୍ଯ୍ୟର ବିବରଣ ରେରିତମାନଙ୍କ କାର୍ଯ୍ୟର ବିବରଣ 18 ରେରିତମାନଙ୍କ କାର୍ଯ୍ୟର ବିବରଣ 18:16

Acts 18:16
ସେ ଏହା କହି ସମାନଙ୍କେୁ ଅଦାଲତରୁ ବାହାର କରି ଦେଲେ।

Acts 18:15Acts 18Acts 18:17

Acts 18:16 in Other Translations

King James Version (KJV)
And he drave them from the judgment seat.

American Standard Version (ASV)
And he drove them from the judgment-seat.

Bible in Basic English (BBE)
And he sent them away from the judge's seat.

Darby English Bible (DBY)
And he drove them from the judgment-seat.

World English Bible (WEB)
He drove them from the judgment seat.

Young's Literal Translation (YLT)
and he drave them from the tribunal;

And
καὶkaikay
he
drave
ἀπήλασενapēlasenah-PAY-la-sane
them
αὐτοὺςautousaf-TOOS
from
ἀπὸapoah-POH
the
τοῦtoutoo
judgment
seat.
βήματοςbēmatosVAY-ma-tose

Cross Reference

ଗୀତସଂହିତା 76:10
ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:3
ଯେଉଁ ମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସମାନଙ୍କେଠା ରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ କାମ କରନ୍ତି ସମାନେେ ଭୟ କରିବାକୁ ବାଧ୍ଯ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:16
କିନ୍ତୁ ପୃଥିବୀ ସହେି ସ୍ତ୍ରୀକୁ ସାହାୟ୍ଯ କଲା। ପୃଥିବୀ ତା'ର ମୁଖ ଖାଲିେଲା ଓ ବିଶାଳ ସାପ ମୁଖରୁ ବାହାରି ଆସୁଥିବା ନଦୀକୁ ଗିଳି ଦଲୋ।