ଯୋହନଙ୍କ ତୃତୀୟ ପତ୍ର 1:1 in Oriya

ଓଡିଆ ଓଡିଆ ବାଇବେଲ ଯୋହନଙ୍କ ତୃତୀୟ ପତ୍ର ଯୋହନଙ୍କ ତୃତୀୟ ପତ୍ର 1 ଯୋହନଙ୍କ ତୃତୀୟ ପତ୍ର 1:1

3 John 1:1
ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।

3 John 13 John 1:2

3 John 1:1 in Other Translations

King James Version (KJV)
The elder unto the wellbeloved Gaius, whom I love in the truth.

American Standard Version (ASV)
The elder unto Gaius the beloved, whom I love in truth.

Bible in Basic English (BBE)
I, a ruler in the church, send word to the well loved Gaius, for whom I have true love.

Darby English Bible (DBY)
The elder to the beloved Gaius, whom I love in truth.

World English Bible (WEB)
The elder to Gaius the beloved, whom I love in truth.

Young's Literal Translation (YLT)
The Elder to Gaius the beloved, whom I love in truth!

The
hooh
elder
πρεσβύτεροςpresbyterosprase-VYOO-tay-rose
unto
the
Γαΐῳgaiōga-EE-oh
wellbeloved
τῷtoh
Gaius,
ἀγαπητῷagapētōah-ga-pay-TOH
whom
ὃνhonone
I
ἐγὼegōay-GOH
love
ἀγαπῶagapōah-ga-POH
in
ἐνenane
the
truth.
ἀληθείᾳalētheiaah-lay-THEE-ah

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:23
ମାେତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ଯ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରମାଣ ଜଣାଉଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:14
ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ଯରୁ ଆଉ କାହାରିକୁ ବାପ୍ତିଜିତ ନ ଦଇେ ଥିବାରୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ।

ଯୋହନଙ୍କ ପ୍ରଥମ ପତ୍ର 3:18
ପ୍ରିୟ ପିଲାମାନେ, ଆମ୍ଭର ପ୍ ରମେ କବଳେ ଶବ୍ଦ ଓ କଥା ମଧିଅରେ ସୀମିତ ରହିବା ଉଚିତ ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:29
ସମ୍ପୂର୍ଣ୍ଣ ସହର ରେ ଚ଼ହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀଯା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନଇେ ସମାନେେ ଖଳେ ପଡ଼ିଆ ଆଡ଼କୁ ଦୌଡ଼ିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:4
ତାହାଙ୍କ ସହିତ ବରଯୋ ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥସେଲନୀକୀୟର ଆରିସ୍ତାର୍ଖ ଓ ସକେୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।

ଯୋହନଙ୍କ ଦିତୀୟ ପତ୍ 1:1
ପ୍ରାଚୀନ ଯେ ମୁଁ, ପରମେଶ୍ବରଙ୍କ ଦ୍ବାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି :