ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:7 in Oriya

ଓଡିଆ ଓଡିଆ ବାଇବେଲ ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:7

2 Timothy 4:7
ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।

2 Timothy 4:62 Timothy 42 Timothy 4:8

2 Timothy 4:7 in Other Translations

King James Version (KJV)
I have fought a good fight, I have finished my course, I have kept the faith:

American Standard Version (ASV)
I have fought the good fight, I have finished the course, I have kept the faith:

Bible in Basic English (BBE)
I have made a good fight, I have come to the end of my journey, I have kept the faith:

Darby English Bible (DBY)
I have combated the good combat, I have finished the race, I have kept the faith.

World English Bible (WEB)
I have fought the good fight. I have finished the course. I have kept the faith.

Young's Literal Translation (YLT)
the good strife I have striven, the course I have finished, the faith I have kept,

my

fight,
τὸνtontone
a
ἀγῶναagōnaah-GOH-na
good
τὸνtontone
fought
καλὸνkalonka-LONE
have
ἠγώνισμαιēgōnismaiay-GOH-nee-smay
I

course,
τὸνtontone
finished
have
δρόμονdromonTHROH-mone
I
τετέλεκαtetelekatay-TAY-lay-ka
the
faith:
I
τὴνtēntane
have
πίστινpistinPEE-steen
kept
τετήρηκα·tetērēkatay-TAY-ray-ka

Cross Reference

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:12
ବିଶ୍ବାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିୟୋଗିତା ଭଳି। କୌଣସି ମତେ ସହେି ପ୍ରତିୟୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡ଼କା ଯାଇଛି। ଅନକେ ଲୋକଙ୍କ ଆଗ ରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ରେ ମହାନ୍ ସତ୍ଯକୁ ସ୍ବୀକାର କରିଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:24
କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:1
ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:18
ତୀମଥି ! ତୁମ୍ଭେ ମାେ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତ ରେ ତୁମ୍ଭ ବିଷୟ ରେ ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସହେି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼ଇେ ଲଢ଼ି ପାରିବ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:13
ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ୟ୍ଯନ୍ତ ସହେି ଲକ୍ଷ୍ଯ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ୟ୍ଯ କରେ : ମୁଁ ଅତୀତର ବିଷୟସବୁ ଭୁଲି, ମାେ ଆଗ ରେ ଥିବା ଲକ୍ଷ୍ଯକୁ ଆଖି ରେ ରଖି ଲକ୍ଷ୍ଯ ସ୍ଥଳ ରେ ପହଁଞ୍ଚିବା ପାଇଁ କଠିନ ପରିଶ୍ରମ କରେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:24
ତୁମ୍ଭମାନେେ ଜାଣ ଯେ ଦୌଡ଼ ପ୍ରତିୟୋଗିତା ରେ ସମସ୍ତେ ଦୌଡ଼ନ୍ତି, କିନ୍ତୁ ତାଙ୍କ ଭିତରୁ ମାତ୍ର ଜଣକୁ ପୁରସ୍କାର ମିଳେ। ତୁମ୍ଭମାନେେ ଯେପରି ଜିତିବ, ସେପ୍ରକାର ଦୌଡ଼।

ହିତୋପଦେଶ 23:23
ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:8
ମୁଁ ତୁମ୍ଭର ସବୁକାର୍ୟ୍ଯ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖ ରେ ଗୋଟିଏ ଦ୍ବାର ଖାେଲା ରଖିଛି। କହେି ତାହାକୁ ବନ୍ଦ କରିପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମାରେ ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମାେ ନାମ ଉଚ୍ଚାରଣ କରିବା ପାଇଁ କବେେ ଭୟ କରିନାହଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:20
ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ ଜ୍ଞାନ ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:25
ଯୋହନ ତାହାଙ୍କ କାର୍ୟ୍ଯ ପୂର୍ଣ୍ଣ କରି କହିଲେ, ' ମାେତେ ତୁମ୍ଭମାନେେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମାରେ ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟଇବୋ ପାଇଁ ମଧ୍ଯ ମୁଁ ଯୋଗ୍ଯ ନୁହେଁ।'

ଯୋହନଲିଖିତ ସୁସମାଚାର 17:6
ତୁମ୍ଭେ ପୃଥିବୀର କେତକେ ଲୋକଙ୍କୁ ମାେତେ ଦଲେ।

ଯୋହନଲିଖିତ ସୁସମାଚାର 4:34
ଯୀଶୁ କହିଲେ, ଯେଉଁ ପରମେଶ୍ବର ମାେତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ୟ୍ଯ ପୂର୍ଣ୍ଣ କରିବା ହେଉଛି ମାରେଆହାର।

ଲୂକଲିଖିତ ସୁସମାଚାର 11:28
କିନ୍ତୁ ଯୀଶୁ କହିଲେ, ପରମେଶ୍ବରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତ ରେ ସହେିମାନେ ହିଁ ଧନ୍ଯ।

ଲୂକଲିଖିତ ସୁସମାଚାର 8:15
ଏବଂ ଯେଉଁ ବୀଜ ଭଲ ମାଟି ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ସ୍ବଚ୍ଛ ଓ ପବିତ୍ର ହୃଦୟ ରେ ଶୁଣନ୍ତି, ତାହା ହୃଦୟ ରେ ଗ୍ରହଣ କରନ୍ତି, କାର୍ୟ୍ଯ ରେ ପାଳନ କରନ୍ତି ଓ ର୍ଧୈୟ୍ଯ ପୂର୍ବକ ଉତ୍ତମ ଫଳ ଫଳନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:10
ତୁମ୍ଭେ ର୍ଧୈୟ୍ଯର ସହିତ ମାରେଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:14
ତୁମ୍ଭକୁ ଯେଉଁ ସତ୍ଯ ପ୍ରଦାନ କରାଯାଇଛି, ତାହାକୁ ରକ୍ଷା କର। ପବିତ୍ର ଆତ୍ମାର ସାହାୟ୍ଯ ରେ ସଗେୁଡ଼ିକୁ ରକ୍ଷା କର। ସହେି ପବିତ୍ର ଆତ୍ମା ଆମ୍ଭ ଭିତ ରେ ରହନ୍ତି।