ଦିତୀୟ ଶାମୁୟେଲ 6

1 ଦାଉଦ ଆଉ ଥରେ ବଛା ବଛା 30,000 ୈସନ୍ଯମାନଙ୍କୁ ଇଶ୍ରାୟେଲ ରେ ଏକତ୍ରୀତ କଲେ।

2 ଦାଉଦ ଏବଂ ତାଙ୍କର ଲୋକମାନେ ୟକ୍ସ୍ଟହକ୍ସ୍ଟଦା ରେ ବାଲିକକ୍ସ୍ଟ ଗଲେ। ସମାନେେ ବାଲିର ୟିହକ୍ସ୍ଟଦାଠାରକ୍ସ୍ଟ ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକ ଯିରୁଶାଲମକୁ ଆଣିବାକକ୍ସ୍ଟ ଗଲେ। ସହେି ପବିତ୍ର ସିନ୍ଦକ୍ସ୍ଟକ ସଦାପ୍ରଭୁଙ୍କର ସିଂହାସନ ତକ୍ସ୍ଟଲ୍ଯ ଥିଲା। ସହେି ପବିତ୍ର ସିନ୍ଦକ୍ସ୍ଟକ ଉପରେ କିରକ୍ସ୍ଟବ ଦୂତମାନଙ୍କର ପ୍ରତିମୂର୍ତ୍ତୀମାନ ଥିଲା ଏବଂ ସଦାପ୍ରଭୁ ସମାନଙ୍କେ ଉପରେ ବସକ୍ସ୍ଟଥିଲେ।

3 ଦାଉଦର ଲୋକମାନେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅବୀନାଦବର ଗୃହରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସଇେ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସମାନେେ ଏହି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଏକ ନୂଆ ଶଗଡ ରେ ଲଦିଲେ ଏବଂ ଅବୀନାଦବର ପକ୍ସ୍ଟତ୍ର ଉଷ ଅହୀୟୋ ସହେି ନୂଆ ଶଗଡକକ୍ସ୍ଟ ଚଲଇେଲେ।

4 ସମାନେେ ପର୍ବତସ୍ଥ ଶିର୍ଷଦେଶ ରେ ଅବୀନାଦବର ଗୃହରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଆଣିଲେ ଓ ଉଷ ପବିତ୍ର ସିନ୍ଦକ୍ସ୍ଟକ ପାଶର୍‌ବ ରେ ଗ୍ଭଲିଲା ଏବଂ ଅହୀୟୋ ପବିତ୍ର ସିନ୍ଦକ୍ସ୍ଟକ ଆଗେ ଆଗେ ଗ୍ଭଲିଲା।

5 ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗ ରେ ଦବଦୋରକ୍ସ୍ଟ କାଠ ରେ ତିଆରି ନାନା ପ୍ରକାର ବାଦ୍ଯୟନ୍ତ୍ର ବୀଣା ଓ ନବେଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନିଚକ୍ସ୍ଟ ଥିଲେ।

6 ସମାନେେ ନାଖାନେ ନାମକ ଶସ୍ଯ ମର୍ଦ୍ଦନ ସ୍ଥାନ ରେ ପହଁଞ୍ଚିଲେ। ବଳଦମାନେ ଅମଣା ହବୋରକ୍ସ୍ଟ ଉଷ ହସ୍ତ ବଢାଇ ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରି ନେଲେ।

7 ଉଷ ସଦାପ୍ରଭୁଙ୍କୁ ଯଥା ସମ୍ମାନ ପ୍ରଦର୍ଶନ ନ କରିବାରକ୍ସ୍ଟ ସଦାପ୍ରଭୁ ତାଙ୍କ ଉପରେ ରାଗିଲେ ଓ ତାଙ୍କୁ ଆଘାତ କଲେ । ଉଷ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ପାଖ ରେ ମୃତକ୍ସ୍ଟ୍ଯବରଣ କଲେ।

8 ସଦାପ୍ରଭୁ ଉଷକକ୍ସ୍ଟ ମାରି ଦଇେଥିବାରକ୍ସ୍ଟ ଦାଉଦ ବ୍ଯତିବ୍ଯସ୍ତ ହେଲ ଓ ସହେି ସ୍ଥାନର ନାମ ପରେସଉଷ ରଖିଲେ। ଆଜି ପର୍ୟ୍ଯନ୍ତ ସହେି ସ୍ଥାନର ନାମ ପରେସ୍ଉଷ ରହିଅଛି।

9 ସହେି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, ମୁ କିପରି ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ମାେ ପାଖକକ୍ସ୍ଟ ଆଣିବି।

10 ତେଣୁ ଦାଉଦ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଦାଉଦ ନଗରକକ୍ସ୍ଟ ଆଣିଲେ ନାହିଁ। ଦାଉଦ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ଗାଥର ଓବଦଇଦେୋମର ଗୃହ ରେ ରଖିଲେ।

11 ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସଠାେରେ ତିନିମାସ ରହିଲା। ସଦାପ୍ରଭୁ ଓବଦଇଦେୋମ ଓ ତାଙ୍କର ପରିବାରକକ୍ସ୍ଟ ଆଶିର୍ବାଦ କଲେ।

12 ତା'ପରେ ଲୋକମାନେ ଦାଉଦକକ୍ସ୍ଟ କହିଲେ, ଓବଦଇଦେୋମ, ତା'ର ପରିବାର ଓ ତା'ର ନିଜର ସବୁକିଛି ସଦାପ୍ରଭୁଙ୍କ ଆଶିର୍ବାଦ ପାଇଛନ୍ତି କାରଣ ସଠାେରେ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଅଛି। ତେଣୁ ଦାଉଦ ଓବଦଇଦେୋମଙ୍କ ଘରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଦାଉଦ ନଗରକକ୍ସ୍ଟ ଆଣିବାକକ୍ସ୍ଟ ଗଲେ। ସେ ଆନନ୍ଦିତ ଓ ଉଲ୍ଲସିତ ହାଇେ ଏହା କଲେ।

13 ଯେଉଁ ଲୋକମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବହିଥିଲେ ସମାନେେ ଛଅ ପାହକ୍ସ୍ଟଣ୍ତ ଆସିଲା ପରେ ସଠାେରେ ଅଟକିଲେ ଓ ଦାଉଦ ସଠାେରେ ଏକ ଗୋରୁ ବଳି ଦେଲେ ଓ ଏକ ମାଟୋ ବାଛକ୍ସ୍ଟରୀ ମଧ୍ଯ ବଳି ଦେଲେ।

14 ଦାଉଦ ଏକ ଶକ୍ସ୍ଟକ୍କ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ତାଙ୍କର ସମସ୍ତ ସାମର୍ଥ୍ଯ ସହ ନାଚକ୍ସ୍ଟଥିଲେ।

15 ଏହିପରି ଭାବରେ ଦାଉଦ ଓ ଇଶ୍ରାୟେଲୀୟମାନେ ଆନନ୍ଦ ଉଲ୍ଲାସ ରେ ଜଯଧ୍ବନୀ କରି ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଗର ମଧ୍ଯକକ୍ସ୍ଟ ନଇେ ଆସିଲେ।

16 ଶାଉଲଙ୍କ ଝିଅ ମୀଖଲ ଝରକା ରେ ଗ୍ଭହିଁ ଥିଲେ। ଯେତବେେଳେ ସେ ଦେଖିଲେ, ପବିତ୍ର ସିନ୍ଦକ୍ସ୍ଟକ ଦାଉଦ ନଗରକକ୍ସ୍ଟ ଆସିଲା, ଏବଂ ସେ ଯେତବେେଳେ ଦେଖିଲେ ଦାଉଦ ନିଜେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ନାଚକ୍ସ୍ଟଛନ୍ତି, ସେ ବ୍ଯତିବ୍ଯସ୍ତ ହେଲେ। ସେ ହୃଦଯ ରେ ତାଙ୍କୁ ତକ୍ସ୍ଟଚ୍ଛ ବୋଲି ଭାବିବାକକ୍ସ୍ଟ ଲାଗିଲେ।

17 ଦାଉଦ ପବିତ୍ର ସିନ୍ଦକ୍ସ୍ଟକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ସହେି ତମ୍ବୁ ମଧିଅରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

18 ଦାଉଦ ହାମବେଳି ଏବଂ ମଙ୍ଗଳାର୍ଥକବଳି ଉତ୍ସର୍ଗ କରି ସାରିଲା ପରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମ ରେ ଲୋକମାନଙ୍କୁ ଆଶୀର୍ବାଦ କଲେ।

19 ଦାଉଦ ମଧ୍ଯ ଇଶ୍ରାୟେଲର ସମସ୍ତ ସ୍ତ୍ରୀ ଓ ପୁରୁଷ ଲୋକମାନଙ୍କୁ ଏକ ଏକ ଖଣ୍ତ ରୋଟୀ, ଏକ ଏକ ଅଂଶ ମାଂସ ଓ ଏକ ଏକ ଶକ୍ସ୍ଟଷ୍କ ଦ୍ରାକ୍ଷା ଦେଲେ ଓ ତା'ପରେ ଲୋକମାନେ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।

20 ଦାଉଦ ଆଶୀର୍ବାଦ ଦବୋକକ୍ସ୍ଟ ନିଜର ଘରକକ୍ସ୍ଟ ଗଲେ, କିନ୍ତୁ ଶାଉଲଙ୍କ କନ୍ଯା ମୀଖଲ ବାହାରକକ୍ସ୍ଟ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, ଆଜି ଇଶ୍ରାୟେଲର ରାଜା ନିଜକକ୍ସ୍ଟ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମକ୍ସ୍ଟଖ ରେ ଲକ୍ସ୍ଟଗା କାଢି ପକାଇଲେ। ତୁମ୍ଭେ ଜଣେ ନିର୍ ବୋଧପରି କାର୍ୟ୍ଯ କଲ, ୟିଏ ନିଜର ବସ୍ତ୍ର ବିନା ଲଜ୍ଜା ରେ କାଢି ପକାଏ।

21 ତା'ପରେ ଦାଉଦ ମୀଖଲକକ୍ସ୍ଟ କହିଲେ, ତାହାତ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହେଲା। ସତେ ତକ୍ସ୍ଟମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇଶ୍ରାୟେଲ ଉପରେ ଅଗ୍ରଣୀ ରୂପେ ନିୟକ୍ସ୍ଟକ୍ତି କରିବାକୁ ମାେତେ ମନୋନୀତ କରିଛନ୍ତି। ଏହି ହତେକ୍ସ୍ଟ ମୁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଆନନ୍ଦ କରିବି।

22 ମୁ ଏପରିକି ଏହାଠାରକ୍ସ୍ଟ ଆହକ୍ସ୍ଟରି ମର୍ୟ୍ଯାଦାହୀନ ଓ ନିଜକକ୍ସ୍ଟ ଅପମାନିତ କରିବି। ତା'ପରେ ତୁମ୍ଭମାନେେ ଯେଉଁ ଦାସୀମାନଙ୍କ ବିଷଯ ରେ କହିଲ, ମାେତେ ସମ୍ମାନ କରିବେ ଓ ମାେ ପାଇଁ ଗର୍ବ ଅନକ୍ସ୍ଟଭବ କରିବେ।

23 ଏହି ଯୋଗୁ ଶାଉଲଙ୍କର କନ୍ଯା ମୀଖଲଙ୍କର କୌଣସି ସନ୍ତାନ ନ ଥିଲା। ସେ ମୃତକ୍ସ୍ଟ୍ଯ ପର୍ୟ୍ଯନ୍ତ ନିସନ୍ତାନ ଥିଲେ।

1 Again, David gathered together all the chosen men of Israel, thirty thousand.

2 And David arose, and went with all the people that were with him from Baale of Judah, to bring up from thence the ark of God, whose name is called by the name of the Lord of hosts that dwelleth between the cherubims.

3 And they set the ark of God upon a new cart, and brought it out of the house of Abinadab that was in Gibeah: and Uzzah and Ahio, the sons of Abinadab, drave the new cart.

4 And they brought it out of the house of Abinadab which was at Gibeah, accompanying the ark of God: and Ahio went before the ark.

5 And David and all the house of Israel played before the Lord on all manner of instruments made of fir wood, even on harps, and on psalteries, and on timbrels, and on cornets, and on cymbals.

6 And when they came to Nachon’s threshingfloor, Uzzah put forth his hand to the ark of God, and took hold of it; for the oxen shook it.

7 And the anger of the Lord was kindled against Uzzah; and God smote him there for his error; and there he died by the ark of God.

8 And David was displeased, because the Lord had made a breach upon Uzzah: and he called the name of the place Perez-uzzah to this day.

9 And David was afraid of the Lord that day, and said, How shall the ark of the Lord come to me?

10 So David would not remove the ark of the Lord unto him into the city of David: but David carried it aside into the house of Obed-edom the Gittite.

11 And the ark of the Lord continued in the house of Obed-edom the Gittite three months: and the Lord blessed Obed-edom, and all his household.

12 And it was told king David, saying, The Lord hath blessed the house of Obed-edom, and all that pertaineth unto him, because of the ark of God. So David went and brought up the ark of God from the house of Obed-edom into the city of David with gladness.

13 And it was so, that when they that bare the ark of the Lord had gone six paces, he sacrificed oxen and fatlings.

14 And David danced before the Lord with all his might; and David was girded with a linen ephod.

15 So David and all the house of Israel brought up the ark of the Lord with shouting, and with the sound of the trumpet.

16 And as the ark of the Lord came into the city of David, Michal Saul’s daughter looked through a window, and saw king David leaping and dancing before the Lord; and she despised him in her heart.

17 And they brought in the ark of the Lord, and set it in his place, in the midst of the tabernacle that David had pitched for it: and David offered burnt offerings and peace offerings before the Lord.

18 And as soon as David had made an end of offering burnt offerings and peace offerings, he blessed the people in the name of the Lord of hosts.

19 And he dealt among all the people, even among the whole multitude of Israel, as well to the women as men, to every one a cake of bread, and a good piece of flesh, and a flagon of wine. So all the people departed every one to his house.

20 Then David returned to bless his household. And Michal the daughter of Saul came out to meet David, and said, How glorious was the king of Israel to day, who uncovered himself to day in the eyes of the handmaids of his servants, as one of the vain fellows shamelessly uncovereth himself!

21 And David said unto Michal, It was before the Lord, which chose me before thy father, and before all his house, to appoint me ruler over the people of the Lord, over Israel: therefore will I play before the Lord.

22 And I will yet be more vile than thus, and will be base in mine own sight: and of the maidservants which thou hast spoken of, of them shall I be had in honour.

23 Therefore Michal the daughter of Saul had no child unto the day of her death.

Tamil Indian Revised Version
கழுதை கர்த்தருடைய தூதனைக்கண்டு, சுவர் ஒரமாக ஒதுங்கி, பிலேயாமின் காலைச் சுவரோடு நெருக்கியது; திரும்பவும் அதை அடித்தான்.

Tamil Easy Reading Version
மீண்டும் அந்தக் கழுதை கர்த்தருடைய தூதனைப் பார்த்தது. எனவே ஒரு சுவரை ஒட்டி நெருக்கமாகச் சென்றது. இதனால் பிலேயாமின் கால் சுவரோடு தேய்த்து உரசியது. ஆகையால் பிலேயாம் மீண்டும் கழுதையை அடித்தான்.

Thiru Viviliam
ஆண்டவரின் தூதரைக் கண்ட கழுதை சுவரில் முட்டிப் பிலயாம் காலைச் சுவரோடு நெருக்கியது; ஆதலால், அதை அவர் மறுபடியும் அடித்தார்.

எண்ணாகமம் 22:24எண்ணாகமம் 22எண்ணாகமம் 22:26

King James Version (KJV)
And when the ass saw the angel of the LORD, she thrust herself unto the wall, and crushed Balaam’s foot against the wall: and he smote her again.

American Standard Version (ASV)
And the ass saw the angel of Jehovah, and she thrust herself unto the wall, and crushed Balaam’s foot against the wall: and he smote her again.

Bible in Basic English (BBE)
And the ass saw the angel of the Lord, and went near the wall, crushing Balaam’s foot against the wall; and he gave her more blows.

Darby English Bible (DBY)
And the ass saw the Angel of Jehovah, and she pressed herself against the wall, and crushed Balaam’s foot against the wall; and he smote her again.

Webster’s Bible (WBT)
And when the ass saw the angel of the LORD, she thrust herself against the wall, and crushed Balaam’s foot against the wall: and he smote her again.

World English Bible (WEB)
The donkey saw the angel of Yahweh, and she thrust herself to the wall, and crushed Balaam’s foot against the wall: and he struck her again.

Young’s Literal Translation (YLT)
and the ass seeth the messenger of Jehovah, and is pressed unto the wall, and presseth Balaam’s foot unto the wall, and he addeth to smite her;

எண்ணாகமம் Numbers 22:25
கழுதை கர்த்தருடைய தூதனைக்கண்டு, சுவர் ஓரமாய் ஒதுங்கி, பிலேயாமின் காலைச் சுவரோடே நெருக்கிற்று; திரும்பவும் அதை அடித்தான்.
And when the ass saw the angel of the LORD, she thrust herself unto the wall, and crushed Balaam's foot against the wall: and he smote her again.

And
when
the
ass
וַתֵּ֨רֶאwattēreʾva-TAY-reh
saw
הָֽאָת֜וֹןhāʾātônha-ah-TONE

אֶתʾetet
the
angel
מַלְאַ֣ךְmalʾakmahl-AK
Lord,
the
of
יְהוָ֗הyĕhwâyeh-VA
she
thrust
herself
וַתִּלָּחֵץ֙wattillāḥēṣva-tee-la-HAYTS
unto
אֶלʾelel
wall,
the
הַקִּ֔ירhaqqîrha-KEER
and
crushed
וַתִּלְחַ֛ץwattilḥaṣva-teel-HAHTS

אֶתʾetet
Balaam's
רֶ֥גֶלregelREH-ɡel
foot
בִּלְעָ֖םbilʿāmbeel-AM
against
אֶלʾelel
wall:
the
הַקִּ֑ירhaqqîrha-KEER
and
he
smote
וַיֹּ֖סֶףwayyōsepva-YOH-sef
her
again.
לְהַכֹּתָֽהּ׃lĕhakkōtāhleh-ha-koh-TA