ଦିତୀୟ ଶାମୁୟେଲ 5:12 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ଶାମୁୟେଲ ଦିତୀୟ ଶାମୁୟେଲ 5 ଦିତୀୟ ଶାମୁୟେଲ 5:12

2 Samuel 5:12
ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲର ରାଜା କଲେ ଓ ତାଙ୍କର ଇଶ୍ରାୟେଲର ଲୋକମାନଙ୍କ ପାଇଁ ରାଜ୍ଯକକ୍ସ୍ଟ ଅତ୍ଯଧିକ କ୍ଷମତା ଦେଲେ। ଏହା ଦାଉଦ ବକ୍ସ୍ଟଝି ପାରିଲେ।

2 Samuel 5:112 Samuel 52 Samuel 5:13

2 Samuel 5:12 in Other Translations

King James Version (KJV)
And David perceived that the LORD had established him king over Israel, and that he had exalted his kingdom for his people Israel's sake.

American Standard Version (ASV)
And David perceived that Jehovah had established him king over Israel, and that he had exalted his kingdom for his people Israel's sake.

Bible in Basic English (BBE)
And David saw that the Lord had made his position safe as king over Israel, and that he had made his kingdom great because of his people Israel.

Darby English Bible (DBY)
And David perceived that Jehovah had established him king over Israel, and that he had exalted his kingdom because of his people Israel.

Webster's Bible (WBT)
And David perceived that the LORD had established him king over Israel, and that he had exalted his kingdom for his people Israel's sake.

World English Bible (WEB)
David perceived that Yahweh had established him king over Israel, and that he had exalted his kingdom for his people Israel's sake.

Young's Literal Translation (YLT)
and David knoweth that Jehovah hath established him for king over Israel, and that He hath lifted up his kingdom, because of His people Israel.

And
David
וַיֵּ֣דַעwayyēdaʿva-YAY-da
perceived
דָּוִ֔דdāwidda-VEED
that
כִּֽיkee
the
Lord
הֱכִינ֧וֹhĕkînôhay-hee-NOH
established
had
יְהוָ֛הyĕhwâyeh-VA
him
king
לְמֶ֖לֶךְlĕmelekleh-MEH-lek
over
עַלʿalal
Israel,
יִשְׂרָאֵ֑לyiśrāʾēlyees-ra-ALE
that
and
וְכִי֙wĕkiyveh-HEE
he
had
exalted
נִשֵּׂ֣אniśśēʾnee-SAY
kingdom
his
מַמְלַכְתּ֔וֹmamlaktômahm-lahk-TOH
for
his
people
בַּֽעֲב֖וּרbaʿăbûrba-uh-VOOR
Israel's
עַמּ֥וֹʿammôAH-moh
sake.
יִשְׂרָאֵֽל׃yiśrāʾēlyees-ra-ALE

Cross Reference

ଦିତୀୟ ଶାମୁୟେଲ 7:16
ତକ୍ସ୍ଟମ୍ଭ ପରିବାର ଓ ତକ୍ସ୍ଟମ୍ଭ ରାଜତ୍ବ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଅନନ୍ତକାଳ ସ୍ଥିରିକୃତ ହବେ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ହବେ।

ପ୍ରଥମ ରାଜାବଳୀ 10:9
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇଶ୍ରାୟେଲର ସିଂହାସନ ରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ବର ଚିରକାଳ ଇଶ୍ରାୟେଲକୁ ପ୍ ରମେ କରନ୍ତି। ତେଣୁ ସେ ଉଚିତ ବିଗ୍ଭର ଓ ନ୍ଯାଯ କରିବାକୁ ଆପଣଙ୍କୁ ରାଜା କଲେ।

ପ୍ରଥମ ବଂଶାବଳୀ 14:2
ଦାଉଦ ଜାଣିପାରିଲେ ଯେ, ସଦାପ୍ରଭୁ ତାଙ୍କୁ ଇଶ୍ରାୟେଲ ଉପରେ ରାଜା କରାଇଛନ୍ତି। ସଦାପ୍ରଭୁ ତାଙ୍କର ଲୋକମାନଙ୍କ, ଇଶ୍ରାୟେଲ ପାଇଁ ଦାଉଦଙ୍କ ରାଜ୍ଯକୁ ଏକ ବିଶାଳ ରାଜ୍ଯ ରେ ପରିଣତ କଲେ।

ଦିତୀୟ ବଂଶାବଳୀ 2:11
ତା'ପରେ ସୋରର ରାଜା ହୂରମ, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସହେି ବାର୍ତ୍ତା ଥିଲା : ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।

ଏଷ୍ଟର ବିବରଣ 4:14
ଯଦି ତୁମ୍ଭେ ଏହି ସମୟରେ ନୀରବ ହାଇେ ରୁହ, ତବେେ ଅନ୍ୟ ଏକ ସ୍ଥାନରୁ ୟିହୁଦୀଯମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହବେ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀଯ ସ୍ଥାନ ପାଇପାର?

ଯିଶାଇୟ 1:25
ଲୋକମନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ଯବହାର କରନ୍ତି। ସହେିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ିନବେି ଓ ତୁମ୍ଭମାନଙ୍କୁ ପବିତ୍ର କରିବି।

ଦାନିଏଲ 2:30
ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମାରେ ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ ବିଷଯ ପରମେଶ୍ବର ମାେ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାୟିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମାେ ପ୍ରତି ପ୍ରକାଶିତ ହାଇେଅଛି।