ଦିତୀୟ ଶାମୁୟେଲ 23:30 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ଶାମୁୟେଲ ଦିତୀୟ ଶାମୁୟେଲ 23 ଦିତୀୟ ଶାମୁୟେଲ 23:30

2 Samuel 23:30
ପିରିଯା ଥୋନୀଯ ବନାଯ, ଗାଶ-ନଦୀତୀର ନିବାସୀ ହିଦ୍ଦଯ,

2 Samuel 23:292 Samuel 232 Samuel 23:31

2 Samuel 23:30 in Other Translations

King James Version (KJV)
Benaiah the Pirathonite, Hiddai of the brooks of Gaash,

American Standard Version (ASV)
Benaiah a Pirathonite, Hiddai of the brooks of Gaash.

Bible in Basic English (BBE)
Benaiah the Pirathonite, Hiddai of the valleys of Gaash,

Darby English Bible (DBY)
Benaiah a Pirathonite, Hiddai of the brooks of Gaash,

Webster's Bible (WBT)
Benaiah the Pirathonite, Hiddai of the brooks of Gaash,

World English Bible (WEB)
Benaiah a Pirathonite, Hiddai of the brooks of Gaash.

Young's Literal Translation (YLT)
Benaiah the Pirathonite, Hiddai of the brooks of Gaash,

Benaiah
בְּנָיָ֙הוּ֙bĕnāyāhûbeh-na-YA-HOO
the
Pirathonite,
פִּרְעָ֣תֹנִ֔יpirʿātōnîpeer-AH-toh-NEE
Hiddai
הִדַּ֖יhiddayhee-DAI
of
the
brooks
מִנַּ֥חֲלֵיminnaḥălêmee-NA-huh-lay
of
Gaash,
גָֽעַשׁ׃gāʿašɡA-ash

Cross Reference

ବିଚାରକର୍ତାମାନଙ୍କ ବିବରଣ 12:15
ଏହାପରେ ସେ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ଅମାଲକେୀଯ ପର୍ବତମଯ ଦେଶ ଅନ୍ତର୍ଗତ ଇଫ୍ରଯିମ ଦେଶସ୍ଥ ଫିରିଯାଥୋନ ରେ କବର ଦିଆଗଲା।

ଯିହୋଶୂୟ 24:30
ଏହାପରେ ଲୋକମାନେ ଗାଶ ପର୍ବତର ଉତ୍ତର ପାଶର୍‌ବ ରେ ଇଫ୍ରଯିମର ପର୍ବତମଯ ଦେଶସ୍ଥ ତିମ୍ନାତ୍- ସରହେ ରେ ତାଙ୍କର ନିଜର ଜମି ମଧିଅରେ ତାଙ୍କୁ କବର ଦେଲେ।

ବିଚାରକର୍ତାମାନଙ୍କ ବିବରଣ 2:9
ଇଶ୍ରାୟେଲର ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କବର ଦେଲେ। ସମାନେେ ଗାଶ ପର୍ବତର ଉତ୍ତର ପାଶର୍‌ବ ରେ ଇଫ୍ରଯିମ ପର୍ବତମଯ ଦେଶସ୍ଥ ତିମ୍ନତ୍ ହରେସ ରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।

ବିଚାରକର୍ତାମାନଙ୍କ ବିବରଣ 12:13
ଏଲୋନଙ୍କର ମୃତକ୍ସ୍ଟ୍ଯପରେ ହିଲ୍ଲଲରେ ପକ୍ସ୍ଟତ୍ର ଅବ୍ଦୋନ୍ ଇଶ୍ରାୟେଲର ବିଗ୍ଭରକ ହେଲେ। ସେ ଫିରିଯାଥୋନ ସହରର ଥିଲେ।

ପ୍ରଥମ ବଂଶାବଳୀ 27:14
ବନାଯ ଏକାଦଶତମ ସନୋଧ୍ଯକ୍ଷ ଥିଲେ। ବନାଯ ଏକାଦଶ ମାସର ସନୋଧ୍ଯକ୍ଷ ଥିଲେ। ବନାଯ ପିରିଯାଥୋରୁ ଆସିଥିଲେ। ବନାଯ ଇଫ୍ରଯିମ ପରିବାରବର୍ଗରୁ ଆସିଥିଲେ। ବନାଯଙ୍କ ଦଳ ରେ 24,000 ଲୋକ ଥିଲେ।

ଦିତୀୟ ବିବରଣ 1:24
ଏହାପରେ ସମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ଇଷ୍କୋଲ ଉପତ୍ଯାକା ରେ ପହଁଞ୍ଚିଲେ ଏବଂ ସହେି ଦେଶ ରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିଲେ।

ପ୍ରଥମ ବଂଶାବଳୀ 11:31
ବିନ୍ଯାମୀନସ୍ଥ ରୀବିଯାର ଗୀବଯଙ୍କ ପୁତ୍ର ଇତ୍ତଯ, ପିରିଯାଥୋନୀଯ ବନାଯ ;