ଦିତୀୟ ରାଜାବଳୀ 7:16 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 7 ଦିତୀୟ ରାଜାବଳୀ 7:16

2 Kings 7:16
ତା'ପରେ ଲୋକମାନେ ନଗର ବାହାରକୁ ଗଲେ ଓ ଅରାମୀଯମାନଙ୍କ ଛାଉଣୀ ରେ ପଶି ସମସ୍ତ ଲୁଣ୍ଠନ କଲେ। ସେଥି ରେ ପ୍ରଚୁର ସାମଗ୍ରୀମାନ ଥିଲା। ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଏକ ଝୁଡି ସରୁ ମଇଦା ଏକ ଶକେଲ ରେ ଓ ଦୁଇ ଝୁଡି ୟବ ଏକ ଶକେଲ ରେ ବିକ୍ରି କରାଗଲା।

2 Kings 7:152 Kings 72 Kings 7:17

2 Kings 7:16 in Other Translations

King James Version (KJV)
And the people went out, and spoiled the tents of the Syrians. So a measure of fine flour was sold for a shekel, and two measures of barley for a shekel, according to the word of the LORD.

American Standard Version (ASV)
And the people went out, and plundered the camp of the Syrians. So a measure of fine flour was `sold' for a shekel, and two measures of barley for a shekel, according to the word of Jehovah.

Bible in Basic English (BBE)
Then the people went out and took the goods from the tents of the Aramaeans. So a measure of good meal was to be had for the price of a shekel, and two measures of barley for a shekel, as the Lord had said.

Darby English Bible (DBY)
And the people went out and plundered the camp of the Syrians; and the measure of fine flour was at a shekel, and two measures of barley at a shekel, according to the word of Jehovah.

Webster's Bible (WBT)
And the people went out, and plundered the tents of the Syrians. So a measure of fine flour was sold for a shekel, and two measures of barley for a shekel, according to the word of the LORD.

World English Bible (WEB)
The people went out, and plundered the camp of the Syrians. So a measure of fine flour was [sold] for a shekel, and two measures of barley for a shekel, according to the word of Yahweh.

Young's Literal Translation (YLT)
And the people go out and spoil the camp of Aram, and there is a measure of fine flour at a shekel, and two measures of barley at a shekel, according to the word of Jehovah.

And
the
people
וַיֵּצֵ֣אwayyēṣēʾva-yay-TSAY
went
out,
הָעָ֔םhāʿāmha-AM
and
spoiled
וַיָּבֹ֕זּוּwayyābōzzûva-ya-VOH-zoo

אֵ֖תʾētate
tents
the
מַֽחֲנֵ֣הmaḥănēma-huh-NAY
of
the
Syrians.
אֲרָ֑םʾărāmuh-RAHM
measure
a
So
וַיְהִ֨יwayhîvai-HEE
of
fine
flour
סְאָהsĕʾâseh-AH
was
סֹ֜לֶתsōletSOH-let
sold
for
a
shekel,
בְּשֶׁ֗קֶלbĕšeqelbeh-SHEH-kel
measures
two
and
וְסָאתַ֧יִםwĕsāʾtayimveh-sa-TA-yeem
of
barley
שְׂעֹרִ֛יםśĕʿōrîmseh-oh-REEM
shekel,
a
for
בְּשֶׁ֖קֶלbĕšeqelbeh-SHEH-kel
according
to
the
word
כִּדְבַ֥רkidbarkeed-VAHR
of
the
Lord.
יְהוָֽה׃yĕhwâyeh-VA

Cross Reference

ଦିତୀୟ ରାଜାବଳୀ 7:1
ଇଲୀଶାୟ କହିଲେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, 'କାଲି ପ୍ରାଯ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହବେ। ଜଣେ ବ୍ଯକ୍ତି ଶମରିଯାର ନଗର ଦ୍ବାର ରେ ଏକ ଶକେଲ ରେ ଏକ ଝୁଡିର ସୁନ୍ଦର ମଇଦା ଓ ସହେି ମୂଲ୍ଯ ରେ ଦୁଇ ଝୁଡି ୟବ କିଣିବ।'

ଯିଶାଇୟ 33:23
ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦବେେ। ଏପରିକି େଛାଟ ଲୋକ ମଧ୍ଯ ଲୁଟିତ ସମ୍ପଦ ପାଇବ।

ଯିଶାଇୟ 33:4
ପତଙ୍କ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହିତ ହବେ। ଯେପରି ପତଙ୍ଗମାନେ ଡ଼ିଆଁ ମାରନ୍ତି, ସହେିପରି ବହୁଲୋକ ତା ଉପ ରେ ଡ଼ିଆଁ ମାରିବେ।

ମାଥିଉଲିଖିତ ସୁସମାଚାର 24:35
ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।

ଯିଶାଇୟ 44:26
ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।

ଯିଶାଇୟ 33:1
ଦେଖ, ତୁମ୍ଭମାନେେ ଲୁଟିତ ନ ହାଇେ ମଧ୍ଯ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା ନ କଲେ ମଧ୍ଯ ତୁମ୍ଭମାନେେ ଅନ୍ୟମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛ। ତେଣୁ ତୁମ୍ଭମାନେେ ସନ୍ତାପର ପାତ୍ର। କାରଣ ତୁମ୍ଭମାନେେ ଲୁଟିବା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭମାନେେ ବିଶ୍ବାସଘାତକତା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭପ୍ରତି ବିଶ୍ବାସଘାତକତା କରିବେ।

ଗୀତସଂହିତା 68:12
ବଳଶାଳୀ ରାଜାମାନଙ୍କର ସୈନ୍ଯମାନେ ଏଣତେଣେେ ଦୌଡ଼ି ପଳାଇଲେ। ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ଯମାନଙ୍କର ଅତ୍ଯାଚାର ସହିଲେ।

ଆୟୁବ ପୁସ୍ତକ 27:16
ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।

ଦିତୀୟ ବଂଶାବଳୀ 20:25
ୟିହୋଶାଫଟ୍ ଓ ତାଙ୍କର ସୈନ୍ଯଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ପଦାର୍ଥସବୁ ଲୁଟି ନବୋକୁ ଆସିଲେ। ସମାନେେ ଅନକେ ବହୁମୂଲ୍ଯ ଦ୍ରବ୍ଯ ପାଇଲେ। ଯିହାଶାଫେଟ୍ ଓ ତାଙ୍କର ସୈନ୍ଯଦଳ ସହେି ଦ୍ରବ୍ଯଗୁଡ଼ିକୁ ନିଜ ନିମନ୍ତେ ନେଲେ। ସହେି ଦ୍ରବ୍ଯଗୁଡ଼ିକ ଯିହାଶାଫେଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ଯଠାରୁ ୟଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସହେି ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ କାଢିବା ନିମନ୍ତେ ସମାନଙ୍କେୁ ତିନିଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା।

ଦିତୀୟ ବଂଶାବଳୀ 14:12
ଏହାପରେ ସଦାପ୍ରଭୁ ଇଥିଓପିଯ ସୈନ୍ଯଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ଯଦଳକୁ ବ୍ଯବହାର କଲେ। ଆଉ ଇଥିଓପିଯ ସୈନ୍ଯଦଳ ଦୌଡ଼ି ପଳାଇଗଲେ।

ପ୍ରଥମ ଶାମୁୟେଲ 17:53
ଇଶ୍ରାୟେଲର ପଲେଷ୍ଟୀୟମାନଙ୍କ ପେଛ ପେଛ ଗୋଡ଼ାଇବାରକ୍ସ୍ଟ ଲେଉଟି ଆସି ସମାନଙ୍କେ ଛାଉଣୀ ଲକ୍ସ୍ଟଟ୍ କଲେ।

ଗଣନା ପୁସ୍ତକ 23:19
ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!