2 Kings 4:23
ଏଥି ରେ ତା'ର ସ୍ବାମୀ କହିଲା, ତୁମ୍ଭେ କାହିଁକି ଆଜି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ୟିବ? ଆଜିତ ଅମାବାସ୍ଯା ନୁହେଁ କି ବିଶ୍ରାମବାର ନୁହେଁ।
2 Kings 4:23 in Other Translations
King James Version (KJV)
And he said, Wherefore wilt thou go to him to day? it is neither new moon, nor sabbath. And she said, It shall be well.
American Standard Version (ASV)
And he said, Wherefore wilt thou go to him to-day? it is neither new moon nor sabbath. And she said, It shall be well.
Bible in Basic English (BBE)
And he said, Why are you going to him today? it is not a new moon or a Sabbath. But she said, It is well.
Darby English Bible (DBY)
And he said, Why wilt thou go to him to-day? It is neither new moon nor sabbath. And she said, [It is] well.
Webster's Bible (WBT)
And he said, Why wilt thou go to him to-day? it is neither new-moon, nor sabbath. And she said, It shall be well.
World English Bible (WEB)
He said, Why will you go to him today? it is neither new moon nor Sabbath. She said, It shall be well.
Young's Literal Translation (YLT)
And he saith, `Wherefore art thou going unto him to-day? -- neither new moon nor sabbath!' and she saith, `Peace `to thee'!'
| And he said, | וַיֹּ֗אמֶר | wayyōʾmer | va-YOH-mer |
| Wherefore | מַ֠דּוּעַ | maddûaʿ | MA-doo-ah |
| wilt thou | אַ֣תְּי | ʾattĕy | AH-teh |
| go | הֹלֶ֤כֶתי | hōlekety | hoh-LEH-het-y |
| to | אֵלָיו֙ | ʾēlāyw | ay-lav |
| him to day? | הַיּ֔וֹם | hayyôm | HA-yome |
| neither is it | לֹא | lōʾ | loh |
| new moon, | חֹ֖דֶשׁ | ḥōdeš | HOH-desh |
| nor | וְלֹ֣א | wĕlōʾ | veh-LOH |
| sabbath. | שַׁבָּ֑ת | šabbāt | sha-BAHT |
| said, she And | וַתֹּ֖אמֶר | wattōʾmer | va-TOH-mer |
| It shall be well. | שָׁלֽוֹם׃ | šālôm | sha-LOME |
Cross Reference
ଗଣନା ପୁସ୍ତକ 10:10
ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
ଗଣନା ପୁସ୍ତକ 28:11
ଆଉ ପ୍ରତିମାସର ପ୍ରଥମ ଦିନ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହୋମ ନିମନ୍ତେ ଦୁଇଟି ଷଣ୍ତ,ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ବିଶଷେ ହାମବେଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହାଇେ ଥିବେ।
ପ୍ରଥମ ବଂଶାବଳୀ 23:31
ବିଶଷେ ବିଶ୍ରାମବାର, ଅମାବାସ୍ଯାର ଉତ୍ସବ ଓ ସମସ୍ତ ବିଶଷେ ରୋଟୀମାନଙ୍କ ରେ ଲବେୀୟମାନେ ସବୁପ୍ରକାର ହାମବେଳି ପ୍ରସ୍ତୁତ କରୁଥିଲେ। ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରତିଦିନ ସବୋକର୍ୟ୍ଯ କରୁଥିଲେ। ପ୍ରତିଥର କେତଜେଣ ଲବେୀୟ ସବୋକର୍ୟ୍ଯ କରିବେ, ଏଥି ନିମନ୍ତେ ବିଶଷେ ନିଯମମାନ ଥିଲା।
ଯିଶାଇୟ 1:13
ତୁମ୍ଭମାନେେ ମାେତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ଯା, ସ୍ବତନ୍ତ୍ର ପର୍ବ ଓ ବିଶ୍ରାମଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭମାନେେ ପବିତ୍ର ମହାସଭା ରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ।