ଦିତୀୟ ରାଜାବଳୀ 19:21 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 19 ଦିତୀୟ ରାଜାବଳୀ 19:21

2 Kings 19:21
ଏହା ହେଉଛି ସନ୍ ହରେୀବ୍ ବିଷଯ ରେ ସଦାପ୍ରଭୁଙ୍କ ବାର୍ତ୍ତା:

2 Kings 19:202 Kings 192 Kings 19:22

2 Kings 19:21 in Other Translations

King James Version (KJV)
This is the word that the LORD hath spoken concerning him; The virgin the daughter of Zion hath despised thee, and laughed thee to scorn; the daughter of Jerusalem hath shaken her head at thee.

American Standard Version (ASV)
This is the word that Jehovah hath spoken concerning him: The virgin daughter of Zion hath despised thee and laughed thee to scorn; the daughter of Jerusalem hath shaken her head at thee.

Bible in Basic English (BBE)
This is the word which the Lord has said about him: In the eyes of the virgin daughter of Zion you are shamed and laughed at; the daughter of Jerusalem has made sport of you.

Darby English Bible (DBY)
This is the word that Jehovah has spoken against him: The virgin-daughter of Zion despiseth thee, laugheth thee to scorn; The daughter of Jerusalem shaketh her head at thee.

Webster's Bible (WBT)
This is the word that the LORD hath spoken concerning him; The virgin the daughter of Zion hath despised thee, and laughed thee to scorn; the daughter of Jerusalem hath shaken her head at thee.

World English Bible (WEB)
This is the word that Yahweh has spoken concerning him: The virgin daughter of Zion has despised you and ridiculed you; the daughter of Jerusalem has shaken her head at you.

Young's Literal Translation (YLT)
this `is' the word that Jehovah spake concerning him: `Trampled on thee -- laughed at thee, Hath the virgin daughter of Zion Behind thee shaken the head -- Hath the daughter of Jerusalem?

This
זֶ֣הzezeh
is
the
word
הַדָּבָ֔רhaddābārha-da-VAHR
that
אֲשֶׁרʾăšeruh-SHER
the
Lord
דִּבֶּ֥רdibberdee-BER
hath
spoken
יְהוָ֖הyĕhwâyeh-VA
concerning
עָלָ֑יוʿālāywah-LAV
him;
The
virgin
בָּזָ֨הbāzâba-ZA
the
daughter
לְךָ֜lĕkāleh-HA
of
Zion
לָֽעֲגָ֣הlāʿăgâla-uh-ɡA
despised
hath
לְךָ֗lĕkāleh-HA
thee,
and
laughed
thee
to
scorn;
בְּתוּלַת֙bĕtûlatbeh-too-LAHT
daughter
the
בַּתbatbaht
of
Jerusalem
צִיּ֔וֹןṣiyyônTSEE-yone
hath
shaken
אַֽחֲרֶ֙יךָ֙ʾaḥărêkāah-huh-RAY-HA
her
head
רֹ֣אשׁrōšrohsh
at
thee.
הֵנִ֔יעָהhēnîʿâhay-NEE-ah
בַּ֖תbatbaht
יְרֽוּשָׁלִָֽם׃yĕrûšāloimyeh-ROO-sha-loh-EEM

Cross Reference

ଯିରିମିୟଙ୍କ ବିଳାପ 2:13
ଆଗୋ ସିୟୋନ କନ୍ଯ, ମୁଁ ତୁମ୍ଭ ଆଗ ରେ କି ସାକ୍ଷ୍ଯ ଦବେି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ଯ, ମୁଁ ତୁମ୍ଭକୁ ସାନ୍ତ୍ବନା ଦବୋପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି ? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରିପାରିବା ପାଇଁ ସକ୍ଷମ ହବେ?

ଯିରିମିୟ 14:17
ହେ ଇଫ୍ରଯିମ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, 'ଆମ୍ଭ ଚକ୍ଷୁରୁ ଦିବାରାତ୍ର ଲୋତକ ବହିବ, ତାହା କବେେ ନିବୃତ୍ତ ହବେ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ଯା ପାଇଁ ଆମ୍ଭ ହୃଦଯ କାନ୍ଦିବ। ଯେ ହତେୁ ତାହା ମହାଭଙ୍ଗ ରେ ଓ ମହା ଦୁଃଖଦାୟକ କ୍ଷତ ରେ ଭଗ୍ନ ହାଇେଅଛି।

ଆୟୁବ ପୁସ୍ତକ 16:4
ମୁଁ ମଧ୍ଯ ସହେିଭଳି କଥା ତୁମ୍ଭକୁ କହିପା ରେ, ଯଦି ତୁମ୍ଭର ମାେଭଳି ବିପଦ ପଡ଼ିଥାନ୍ତା। ମୁଁ ମଧ୍ଯ ତୁମ୍ଭ ବିରୁଦ୍ଧ ରେ ବୁଦ୍ଧିମାନର ବାକ୍ଯ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମାେ ମୁଣ୍ଡ ହଲାଇ ପାରନ୍ତି।

ଗୀତସଂହିତା 22:7
ପ୍ରେତ୍ୟକକ ୟିଏ ମାେତେ ଦେଖେ ସମାନେେ ମାରେ ପରିହାସ କରନ୍ତି। ସମାନେେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।

ଗୀତସଂହିତା 109:25
ମନ୍ଦ ଲୋକମାନେ ମାେତେ ଅପମାନିତ କରୁଛନ୍ତି। ସମାନେେ ମାେତେ ଦେଖି ମୁଣ୍ଡ ହଲାଉଛନ୍ତି।

ଯିରିମିୟଙ୍କ ବିଳାପ 2:15
ପଥିକମାନେ ତୁମ୍ଭର ଦୁରାବସ୍ଥା ରେ ହାତତାଳି ଦିଅନ୍ତି। ସମାନେେ ଗ୍ରୀସ୍ ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, ଏ କ'ଣ ସହେି ନଗରୀ ଯାହାକୁ ଲୋକମାନେ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' ବୋଲି କହୁଥିଲେ ?

ମାଥିଉଲିଖିତ ସୁସମାଚାର 27:39
ସହେି ପାଖ ଦଇେ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସମାନେେ ସମେମାନଙ୍କ ମୁଣ୍ଡ ହଲଇେ କହୁଥିଲେ,

ଯିଖରିୟ 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

ମୀଖା 4:8
ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ଯା, ପର୍ବତ ରେ ତୁମ୍ଭେ ପୁନର୍ବାର ଶାସନ ଗାଦି ରେ ରହିବ। ଆଉ ଅତୀତ ପରି ୟିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ଯ ହବେ।

ଆମୋଷ 5:2
ଇଶ୍ରାୟେଲର କୁମାରୀ ପଡିୟାଇଛି ଏବଂ ସେ ଆଉ ଉଠିପାରିବ ନାହିଁ। ସେ ଏକାକିନୀ ପଡି ରହିଛି। ସହେି ମଇଳାରୁ ତାକୁ ଉଠାଇବାକୁ କହେି ନାହିଁ।

ଯିରିମିୟଙ୍କ ବିଳାପ 4:21
ହେ ଇଦୋମର କନ୍ଯ ଓ ଉଷ ଦେଶ ନିବାସିନୀ, ତୁମ୍ଭମାନେେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସହେି କୋରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍ଭମାନେେ ତାହା ପାନ କରି ମତ୍ତ ହବେ ଓ ଉଲଗ୍ନା ହବେ।

ଯିରିମିୟଙ୍କ ବିଳାପ 1:15
ସଦାପ୍ରଭୁ ମଝି ରେ ଛିଡ଼ା ହାଇେଥିବା ଯୋଦ୍ଧାମାନଙ୍କୁ ପଠଇେ ଦଇେଛନ୍ତି। ସଦାପ୍ରଭୁ ମାରେ ୟୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡ ରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପଷେଣ କରିଅଛନ୍ତି।

ଯିରିମିୟ 46:11
ହେ ମିଶରର ଅନୂଢ଼ା କନ୍ଯା, ତୁମ୍ଭେ ଗିଲିଯଦଠାରୁ ଔଷଧ ନିଅ। ମାତ୍ର ତୁମ୍ଭେ ଯାହା ଔଷଧ ନେଲେ ମଧ୍ଯ ତାହା ବ୍ଯର୍ଥ ହବେ, ତୁମ୍ଭେ ଆରୋଗ୍ୟ ହବେ ନାହିଁ।

ଗୀତସଂହିତା 137:8
ହେ ବାବିଲୋନ, ତୁମ୍ଭେ ଧ୍ବଂସ ହବେ! ମୁଁ ୟେ କୌଣସି ଲୋକକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭକୁ ପ୍ରତିଦାନ ଦବେ, ୟାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।

ଯିଶାଇୟ 1:8
ସିୟୋନର କନ୍ଯା ପରିତ୍ଯକ୍ତ ଦ୍ରାକ୍ଷା କ୍ଷେତ୍ର ରେ ଗୋଟିଏ କୁଡ଼ିଆ ସଦୃଶ ଦଖାଯାେଉଛି। ଏକ ପରିତ୍ଯକ୍ତ କାକୁଡ଼ିକ୍ଷେତ୍ର ସଦୃଶ ପରି। ଆଉ ଏହା ଶତ୍ରୁମାନଙ୍କ ଦ୍ବାରା ଅବରୋଧିତ ନଗର ସଦୃଶ ହାଇେଅଛି।'

ଯିଶାଇୟ 23:10
ହେ ତର୍ଶୀଶର କନ୍ଯାଗଣ, ତୁମ୍ଭେ ଫରେି ୟାଅ ଏବଂ ନିଜର ଜମି ରେ ଚାଷ କର, କାରଣ ତୁମ୍ଭର ଆଶ୍ରଯସ୍ଥଳ ଧ୍ବଂସ ପାଇୟାଇଛି।

ଯିଶାଇୟ 23:12
ସଦାପ୍ରଭୁ କୁହନ୍ତି, ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ଯା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ବଂସ ହବେ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ଯ, ସଠାେ ରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।'

ଯିଶାଇୟ 37:21
ତା'ପ ରେ ଆମାେସଙ୍କ ପୁତ୍ର ଯିଶାଇୟ ହିଜକିଯ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କୁହନ୍ତି, 'ତୁମ୍ଭେ ଅଶୂରର ରାଜା ସନ୍ ହରେୀବ ବିରୁଦ୍ଧ ରେ ଆମ୍ଭ ନିକଟରେ ପ୍ରାର୍ଥନା କର।'

ଯିଶାଇୟ 47:1
ଆଗୋ ବାବିଲର ଅନୁଢ଼ା କନ୍ଯ, ତଳକୁ ଓହ୍ଲାଇ ଆସି ଧୂଳି ରେ ବସ ; ଆଗୋ କଲଦୀଯର କନ୍ଯ, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭମାନେେ ଆଉ କୋମଳ ଓ କୁଆଁରୀକନ୍ଯା ବୋଲି ଖ୍ଯାତ ହାଇବେ ନାହିଁ।

ଯିଶାଇୟ 47:5
ଆଗୋ କଲଦୀଯ କନ୍ଯାଗଣ, ତୁମ୍ଭମାନେେ ଅନ୍ଧାରକୁ ୟାଇ ନୀରବ ରେ ବସ। କାରଣ ତୁମ୍ଭମାନେେ 'ରାଜ୍ଯର ଆଉ ରାଣୀ' ବୋଲି କଥିତ ହବେ ନାହିଁ।

ଯିରିମିୟ 18:13
ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଏବେ ନାନା ଦେଶୀଯ ଲୋକମାନଙ୍କୁ ପ୍ରଚାର କର। 'କିନ୍ତୁ ଏହା କିଏ ଶୁଣୁଅଛି। ଇଶ୍ରାୟେଲର କୁମାରୀ କନ୍ଯାଗଣ ଅତ୍ଯନ୍ତ ମର୍ମନ୍ତୁଦ କାର୍ୟ୍ଯ କରିଅଛନ୍ତି।'

ଯିରିମିୟ 31:4
ହେ ଇଶ୍ରାୟେଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହବେ। ତୁମ୍ଭେ ପୁଣି ଆପଣା ତବଲା ରେ ବିଭୂଷିତା ହାଇେ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ଯ କରି ଗମନ କରିବ।

ଗୀତସଂହିତା 9:14
ତା'ପରେ ୟିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ଯନ୍ତ ଆନନ୍ଦିତ କାରଣ ତୁମ୍ଭେ ମାେତେ ରକ୍ଷା କରିଛ।