Index
Full Screen ?
 

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:20

2 Corinthians 8:20 ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:20
ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା'ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟ ରେ ଆମ୍ଭେ ସାବଧାନ ଅଛୁ।

Avoiding
στελλόμενοιstellomenoistale-LOH-may-noo
this,
τοῦτοtoutoTOO-toh
that
no
μήmay
man
τιςtistees
should
blame
ἡμᾶςhēmasay-MAHS
us
μωμήσηταιmōmēsētaimoh-MAY-say-tay
in
ἐνenane
this
τῇtay

ἁδρότητιhadrotētia-THROH-tay-tee
abundance
ταύτῃtautēTAF-tay
which
τῇtay
is
administered
διακονουμένῃdiakonoumenēthee-ah-koh-noo-MAY-nay
by
ὑφ'hyphyoof
us:
ἡμῶν·hēmōnay-MONE

Cross Reference

ମାଥିଉଲିଖିତ ସୁସମାଚାର 10:16
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:16
ତୁମ୍ଭ ଦ୍ବାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:3
ସଠାେରେ ପହଞ୍ଚିଲା ପରେ, ତୁମ୍ଭମାନେେ ଯେଉଁ ବ୍ଯକ୍ତିମାନଙ୍କୁ ବାଛିବ, ମୁଁ ସମାନଙ୍କେର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ୟିରୁଶାଲମକୁ ପଠାଇ ଦବେି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 11:12
ମୁଁ ଯାହା କରୁଛି, ତାହା କରି ଚାଲି ଥିବି। ସହେି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଚାଲିଥିବି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:15
ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:22
ସମସ୍ତ ପ୍ରକାରର ମନ୍ଦଠାରୁ ଦୂର ରେ ରୁହ।

Chords Index for Keyboard Guitar