2 Corinthians 6:3
ଆମ୍ଭ କାମ ରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଚା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ।
2 Corinthians 6:3 in Other Translations
King James Version (KJV)
Giving no offence in any thing, that the ministry be not blamed:
American Standard Version (ASV)
giving no occasion of stumbling in anything, that our ministration be not blamed;
Bible in Basic English (BBE)
Giving no cause for trouble in anything, so that no one may be able to say anything against our work;
Darby English Bible (DBY)
giving no manner of offence in anything, that the ministry be not blamed;
World English Bible (WEB)
We give no occasion of stumbling in anything, that our service may not be blamed,
Young's Literal Translation (YLT)
in nothing giving any cause of offence, that the ministration may be not blamed,
| Giving | μηδεμίαν | mēdemian | may-thay-MEE-an |
| no | ἐν | en | ane |
| offence | μηδενὶ | mēdeni | may-thay-NEE |
| in | διδόντες | didontes | thee-THONE-tase |
| any thing, | προσκοπήν | proskopēn | prose-koh-PANE |
| that | ἵνα | hina | EE-na |
| the | μὴ | mē | may |
| ministry be | μωμηθῇ | mōmēthē | moh-may-THAY |
| not | ἡ | hē | ay |
| blamed: | διακονία | diakonia | thee-ah-koh-NEE-ah |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:12
ଯଦି ଅନ୍ୟମାନଙ୍କର ତୁମ୍ଭଠା ରେ ଏହି ଦାବୀ ଅଛି, ତବେେ ଆମ୍ଭର କ'ଣ ଏଥି ରେ ଅଧିକ ଦାବୀ ନାହିଁ ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରଯୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଚାର କାର୍ୟ୍ଯ କାଳେ ବାଧାପ୍ରାପ୍ତ ହବେ, ଏଥିପାଇଁ ଆମ୍ଭେ ସହ୍ଯ କରିଅଛୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:13
ତା ହେଲେ ଆମ୍ଭେ ଏକା ରକେକୁ ଦୋଷ ଦବୋ ବନ୍ଦ କରିବା ଉଚିତ। ଆମ୍ଭେ ଏପରି ସଂକଳ୍ପ ନବୋ ଦରକାର, ଯେପରି ଆମ୍ଭର କାର୍ୟ୍ଯ ଦ୍ବାରା ନିଜ ଭାଇ କି ଭଉଣୀ ପାପରେ ପଡିବେ ନାହିଁ।
ମାଥିଉଲିଖିତ ସୁସମାଚାର 17:27
କିନ୍ତୁ ଏହି କର ଆଦାୟକାରୀଙ୍କୁ ଆମ୍ଭେ କୋର୍ଧିତ କରିବନାହିଁ। ତେଣୁ କର ଏହିଭଳି ଭାବରେ ଦଇଦେିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ। ତାର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଚ଼ାରିଟି ରେ ୗପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମାେପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦଇଦେିଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:20
ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା'ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟ ରେ ଆମ୍ଭେ ସାବଧାନ ଅଛୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:12
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:32
ଏଭଳି କୌଣସି କାମ କର ନାହିଁ, ଯାହା ଦ୍ବାରା ୟିହୁଦୀ ବା ଅଣୟିହୁଦୀ ଲୋକେ ବା ପରମେଶ୍ବରଙ୍କ ମଣ୍ଡଳୀ ବାଧା ପାଇବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:23
ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ ସବୁ ବିଷୟ ଭଲ ନୁହେଁ। ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ କେତକେ ବିଷୟ ଅନ୍ୟମାନଙ୍କ ବିଶ୍ବାସକୁ ଦୃଢ଼ କରିବା ରେ ସାହାୟ୍ଯ କରେ ନହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:22
ଯେଉଁମାନେ ଦୁର୍ବଳ ସହେି ଦୂର୍ବଳମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ମଧ୍ଯ ଦୂର୍ବଳ ହଲିେ। ଯେ ହତେୁ ଯେଉଁ ଉପାୟ ରେ ହେଉ ପେଛ ମୁଁ ଯେପରି ଅନକେ ଲୋକଙ୍କୁ ଉଦ୍ଧାର କରିପାରିବି ସେଥିପାଇଁ ପ୍ରେତ୍ୟକକ ପ୍ରକାରର ଲୋକମାନଙ୍କ ପାଇଁ ମୁଁ ସହେି ପ୍ରକାରର ହଲିେ।
ମାଥିଉଲିଖିତ ସୁସମାଚାର 18:6
କିନ୍ତୁ ମାଠାେ ରେ ବିଶ୍ବାସ ରଖିଥିବା ଏହି ନମ୍ର େଛାଟ ପିଲାମାନଙ୍କ ମଧ୍ଯରୁ କାହାରିକୁ ପାପ ପଥରେ ଯଦି କହେି ଟାଣିନିଏ, ତାହା ହେଲେ ସହେି ଲୋକର ବକରେେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ର ରେ ତାକୁ ବୁଡ଼ଇେ ଦିଆୟିବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:9
କିନ୍ତୁ ନିଜର ସ୍ବାଧୀନତା ବିଷୟ ରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ବାଧୀନତା, ଦୁର୍ବଳ ବିଶ୍ବାସୀମାନଙ୍କୁ ପାପରେ ନ ପକାଉ।