2 Corinthians 11:2
ମୁଁ ତୁମ୍ଭ ପ୍ରତି ଇର୍ଷା କରିଲି, ଏହା ପରମେଶ୍ବରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ଯା ହବୋ ପାଇଁ ତାହାଙ୍କଠା ରେ ସମର୍ପିତ କରିବି।
2 Corinthians 11:2 in Other Translations
King James Version (KJV)
For I am jealous over you with godly jealousy: for I have espoused you to one husband, that I may present you as a chaste virgin to Christ.
American Standard Version (ASV)
For I am jealous over you with a godly jealousy: for I espoused you to one husband, that I might present you `as' a pure virgin to Christ.
Bible in Basic English (BBE)
For I have a very great care for you: because you have been married by me to one husband, and it is my desire to give you completely holy to Christ.
Darby English Bible (DBY)
For I am jealous as to you with a jealousy [which is] of God; for I have espoused you unto one man, to present [you] a chaste virgin to Christ.
World English Bible (WEB)
For I am jealous over you with a godly jealousy. For I married you to one husband, that I might present you as a pure virgin to Christ.
Young's Literal Translation (YLT)
for I am zealous for you with zeal of God, for I did betroth you to one husband, a pure virgin, to present to Christ,
| For | ζηλῶ | zēlō | zay-LOH |
| I am jealous | γὰρ | gar | gahr |
| over you | ὑμᾶς | hymas | yoo-MAHS |
| godly with | θεοῦ | theou | thay-OO |
| jealousy: | ζήλῳ | zēlō | ZAY-loh |
| for | ἡρμοσάμην | hērmosamēn | are-moh-SA-mane |
| I have espoused | γὰρ | gar | gahr |
| you | ὑμᾶς | hymas | yoo-MAHS |
| one to | ἑνὶ | heni | ane-EE |
| husband, | ἀνδρὶ | andri | an-THREE |
| that I may present | παρθένον | parthenon | pahr-THAY-none |
| chaste a as you | ἁγνὴν | hagnēn | a-GNANE |
| virgin | παραστῆσαι | parastēsai | pa-ra-STAY-say |
| to | τῷ | tō | toh |
| Christ. | Χριστῷ· | christō | hree-STOH |
Cross Reference
ହୋଶେୟ 2:19
ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ ରମେ, ସାଧୁତା, ନ୍ଯାଯ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା।
ଯିଶାଇୟ 54:5
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:26
ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।
ଯୋହନଲିଖିତ ସୁସମାଚାର 3:29
କନ୍ଯା କବଳେ ବରର। ବରକୁ ସାହାୟ୍ଯ କରୁଥିବା ବନ୍ଧୁ ବର ଆସିବା ପର୍ୟ୍ଯନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ବର ଶୁଣି ସହେି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସହେି ଭଳି ଆନନ୍ଦ ପାଉଛି। ଏହା ମାରେ ଆନନ୍ଦର ସମୟ।
ଯିହିଜିକଲ 44:22
ପୁଣି ସମାନେେ ବିଧବା କିମ୍ବା ସ୍ବାମୀ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସମାନେେ ଇଶ୍ରାୟେଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ।
ଯିଶାଇୟ 62:4
ତୁମ୍ଭର 'ଦେଶ ପରିତ୍ଯକ୍ତା ବୋଲି' ନାମିତ ହବେ ନାହିଁ ; କିମ୍ବା ତୁମ୍ଭର ଦେଶକୁ କହେି ଅନାଥିନୀ' ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ 'ପରମେଶ୍ବରଙ୍କ କନ୍ଯା' ରୂପେ ବିବଚେିତ ହବେ ଏବଂ ମାରେ ଉଲ୍ଲାସ ତାହାର ମଧ୍ଯ ହାଇେଅଛି' କାରଣ ସଦାପ୍ରଭୁ ତୁମ୍ଭ ଉପ ରେ ସନ୍ତାଷେ ଅଛନ୍ତି।
ଲେବୀୟ ପୁସ୍ତକ 21:13
ଜଣେ ମହାୟଜକ କବଳେ ଜଣ ଅନୁଢାକୁ ବା କୁମାରୀକୁ ବିବାହ କରିବ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:11
ତୁମ୍ଭମାନେେ ଓ ପରମେଶ୍ବର ମଧ୍ଯ ଜାଣନ୍ତି ଯେ, ଏହା ସତ୍ଯ। ପିତା ନିଜ ସନ୍ତାନମାନଙ୍କୁ ସ୍ନହେ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନହପେୂର୍ବକ ବ୍ଯବହାର କରିଛୁ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:28
ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକଙ୍କୁ କହି ଚାଲିଛୁ। ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଇଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠା ରେ ଆଧ୍ଯାତ୍ମିକ ଭାବରେ ପରିପୂର୍ଣ୍ଣ ହାଇେ ପରମେଶ୍ବରଙ୍କ ଆଗ ରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:8
ପରମେଶ୍ବର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟଯୀଶୁଙ୍କର ସ୍ନହପେୂର୍ଣ୍ଣ କରୁଣା ରେ ମୁଁ ତୁମ୍ଭମାନଙ୍କୁ ପ୍ ରମେ କରେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:17
ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦଖାେଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ଯ ରେ ନୁହେଁ। କାରଣ, ତାହାଦ୍ବାରା ସମାନେେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂ ରଇେ ନବୋକୁ ଇଚ୍ଛା କରନ୍ତି ଓ ସମାନଙ୍କେ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:11
ତୁମ୍ଭମାନଙ୍କ ପାଇଁ ଯେଉଁ ସବୁ ଚେଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡ଼ରୁଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:14
କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁର ପୁନରୁତ୍ଥିତ କଲେ, ସେ ଆମ୍ଭକୁ ମଧ୍ଯ ଯୀଶୁଙ୍କ ସହ ପୁନରୁତ୍ଥିତ କରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:15
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନକେ ପିତା ନାହାଁନ୍ତି, ସୁସମାଚାର ଦ୍ବାରା ଖ୍ରୀଷ୍ଟଯୀଶୁଙ୍କ ସକାେଶ ମୁଁ ତୁମ୍ଭମାନଙ୍କର ପିତା ହାଇେଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:4
ଠିକ୍ ସହେି ଭଳି, ମାେ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ଯକ୍ତିତ୍ବ ମରିଯାଇଛି ଓ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଶରୀର ମାଧ୍ଯମ ରେ ବ୍ଯବସ୍ଥାରୁ ମୁକ୍ତ ହାଇଯୋଇଛ। ଏବେ ତୁମ୍ଭମାନେେ ଅନ୍ୟ ଜଣକର ଅଟ। ତୁମ୍ଭମାନେେ ମୃତ୍ଯୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ବରଙ୍କ ସବୋ ରେ ନିଯୋଜିତ ହାଇେ ପାରିବା।
ଗୀତସଂହିତା 45:10
ହେ ରାଜକୁମାରୀ, ଶୁଣ। ୟଦି ତୁମ୍ଭେ ମନଦଇେ ଶୁଣ ସବୁ ବୁଝିପାରିବ ଓ ତୁମ୍ଭର ପରିବାରକୁ ଭୁଲିୟାଅ।
ଆଦି ପୁସ୍ତକ 24:58
ସମାନେେ ରିବିକାକୁ ଡ଼ାକି ପଚାରିଲେ, ତୁମ୍ଭେ ଏହି ଲୋକ ସହିତ ବର୍ତ୍ତମାନ ୟିବାକୁ ଚାହଁ କି?
ଆଦି ପୁସ୍ତକ 24:2
ଅବ୍ରହାମଙ୍କର ପୁରୁଣା ଚାକର ଅବ୍ରହାମଙ୍କର ପ୍ରେତ୍ୟକକ ଦ୍ରବ୍ଯର ଦାଯିତ୍ବ ରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, ମାରେ ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।