କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:9
ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା ବୋଧ କରେ ନାହିଁ। ମୁଁ ମାେ ପତ୍ରଗୁଡ଼ିକ ମାଧ୍ଯମ ରେ ତୁମ୍ଭମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ତୁମ୍ଭମାନେେ ଭାବ ନାହିଁ
That | ἵνα | hina | EE-na |
I may not | μὴ | mē | may |
seem | δόξω | doxō | THOH-ksoh |
as | ὡς | hōs | ose |
if | ἂν | an | an |
I would terrify | ἐκφοβεῖν | ekphobein | ake-foh-VEEN |
you | ὑμᾶς | hymas | yoo-MAHS |
by | διὰ | dia | thee-AH |
τῶν | tōn | tone | |
letters. | ἐπιστολῶν· | epistolōn | ay-pee-stoh-LONE |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:19
କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ଓ ଅହଂକାର କରୁଥିବା ଲୋକମାନେ କଣ ଅଧିକ କାର୍ୟ୍ଯକ କରୁଛନ୍ତି ତାହା ମୁଁ ଦେଖିବାକୁ ଚା ହେଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:10
କେତକେ ଲୋକ କୁହନ୍ତି ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ବପୂର୍ଣ୍ଣ କିନ୍ତୁ ଯେତବେେଳେ ସେ ଆମ୍ଭ ସହିତ ଥାଆନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।