କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:18 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:18

2 Corinthians 10:18
କାରଣ ଯେଉଁ ଲୋକ, ପ୍ରଭୁଙ୍କଦ୍ବାରା ଭଲ ବୋଲି ଗୃହୀତ ହୁଏ, ସହେି ଲୋକ ଭଲ ବୋଲି ସ୍ବୀକୃତ ହୁଏ, କିନ୍ତୁ ୟିଏ ନିଜେ ନିଜକୁ ଭଲ ବୋଲି ମନେ କରେ, ସେ ଲୋକ ଭଲ ବୋଲି ସ୍ବୀକୃତ ହୁଏ ନାହିଁ।

2 Corinthians 10:172 Corinthians 10

2 Corinthians 10:18 in Other Translations

King James Version (KJV)
For not he that commendeth himself is approved, but whom the Lord commendeth.

American Standard Version (ASV)
For not he that commendeth himself is approved, but whom the Lord commendeth.

Bible in Basic English (BBE)
For the Lord's approval of a man is not dependent on his opinion of himself, but on the Lord's opinion of him.

Darby English Bible (DBY)
For not *he* that commends himself is approved, but whom the Lord commends.

World English Bible (WEB)
For it isn't he who commends himself who is approved, but whom the Lord commends.

Young's Literal Translation (YLT)
for not he who is commending himself is approved, but he whom the Lord doth commend.

For
οὐouoo
not
γὰρgargahr
he
that
hooh
commendeth
ἑαυτὸνheautonay-af-TONE

συνίστωνsynistōnsyoon-EE-stone
himself
ἐκεῖνόςekeinosake-EE-NOSE
is
ἐστινestinay-steen
approved,
δόκιμοςdokimosTHOH-kee-mose
but
ἀλλ'allal
whom
ὃνhonone
the
hooh
Lord
κύριοςkyriosKYOO-ree-ose
commendeth.
συνίστησινsynistēsinsyoon-EE-stay-seen

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:12
ଯେଉଁମାନେ ନିଜକୁ ବହୁତ ବଡ଼ ମନେ କରୁଛନ୍ତି, ସହେି ଲୋକମାନଙ୍କ ସହିତ ସମାନ ସ୍ତର ରେ ନିଜକୁ ସ୍ଥାପନ କରିବା ପାଇଁ ବା ତୁଳନା କରିବା ପାଇଁ ଆମ୍ଭେ ସାହସ କରୁ ନାହୁଁ। ସମାନେେ ନିଜକୁ ତୁଳନାର ମାନଦଣ୍ଡ ଭଳି ବ୍ଯବହାର କରି ଅନ୍ୟକୁ ନିଜ ସହ ତୁଳନା କରନ୍ତି ଓ ବିଚାର କରନ୍ତି, ଏତଦ୍ଦ୍ବାରା ସମାନେେ ଯେ କେତେ ମୂର୍ଖ, ଜଣାପଡ଼େ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:29
ଜଣେ ଲୋକ ଯଦି ପ୍ରକୃତ ରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟ ରେ ହିଁ କରା ଯାଇଥାଏ। ଏହା ଆତ୍ମା ଦ୍ବାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟ ରେ ଆତ୍ମା ଦ୍ବାରା ସୁନ୍ନତ ହାଇେଥାଏ ସେ ପରମେଶ୍ବରଙ୍କ ଠାରୁ ପ୍ରଶଂସା ପାଏ, ମଣିଷମାନଙ୍କ ଠାରୁ ନୁହେଁ।

ହିତୋପଦେଶ 27:2
ନିଜକୁ ପ୍ରଶଂସା କର ନାହିଁ, ଅନ୍ୟମାନେ ତୁମ୍ଭକୁ ପ୍ରଶଂସା କରନ୍ତୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:4
ବରଂ ପରମେଶ୍ବରଙ୍କ ସବେକ ରୂପରେ ଆମ୍ଭମାନେେ ପ୍ରେତ୍ୟକକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ଯା ମଧିଅରେ ଅନକେ କଠାେର ତଥା ର୍ଧୈୟ୍ଯପୂର୍ବକ ସହୁ।

ପିତରଙ୍କ ପ୍ରଥମ ପତ୍ 1:7
ଏହି ସମସ୍ଯାଗୁଡ଼ିକ କାହିଁକି ହୁଏ ? କବଳେ ତୁମ୍ଭର ବିଶ୍ବାସର ସତ୍ଯତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ବାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ଯବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ବାସର ପବିତ୍ରତା ହତେୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:15
ପରମେଶ୍ବରଙ୍କ ସୁଗ୍ରାହ୍ଯ ବ୍ଯକ୍ତି ହବୋ ଲାଗି ଯଥାସାଧ୍ଯ ଚେଷ୍ଟା କର। ନିଜକୁ ତାହାଙ୍କଠା ରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସବେକ ହୁଅ ୟିଏ ସତ୍ ଶିକ୍ଷା ଠିକ୍ ଭାବରେ କାମ ରେ ଲଗାଉଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:7
ଆମ୍ଭେ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ କିଛି ଭୁଲ କାମ କରିବ ନାହିଁ। ଆମ୍ଭେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହାଇେଛୁ, ଏ କଥା ଲୋକମାନେ ଦେଖିବା ରେ କିଛି ଲାଭ ନାହିଁ। ପରୀକ୍ଷା ରେ ଆମ୍ଭମାନେେ ବିଫଳ ହାଇେଛୁ ବୋଲି ଯଦି ଲୋକଙ୍କୁ ଦଖାଯାେଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷ ରେ ଅଧିକ ଗୁରୁତ୍ବପୂର୍ଣ୍ଣ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:12
ଆମ୍ଭେ ତୁମ୍ଭମାନଙ୍କ ଆଗ ରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭମାନେେ ଗର୍ବ ଅନୁଭବ କରି ପାରିବ। ତା' ହେଲେ ପ୍ରତ୍ଯକ୍ଷ ଦିଶୁଥିବା ବିଷୟଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭମାନେେ ଉତ୍ତର ଦଇେ ପାରିବ। ସେ ଲୋକମାନେ ଜଣକର ହୃଦୟ ରେ କ'ଣ ଅଛି, ତହିଁ ପାଇଁ ସମାନେେ ମନୋୟୋଗ କରନ୍ତି ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 3:1
ଆମ୍ଭେ କ'ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ ? ଆମ୍ଭେ କ'ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନବୋ ଦରକାର କି ? କେତକେ ଲୋକ ଏପରି କରନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:19
କେତକୋଂଶ ରେ ମୁଁ ଏହାକୁ ବିଶ୍ବାସ କରେ। ତୁମ୍ଭମାନଙ୍କ ମଧିଅରେ ମତଭଦେ ହବୋ ଆବଶ୍ଯକ କାରଣ ଏହା ଦ୍ବାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାୟିବ।

ମାଥିଉଲିଖିତ ସୁସମାଚାର 25:20
ଯେଉଁ ଚାକରଟି ପାଞ୍ଚ ତୋଡା ରୂପା ଟଙ୍କା ପାଇଥିଲା, ସେ ମାଲିକ ପାଖକୁ ଆଉ ଅଧିକ ପାଞ୍ଚ ତୋଡ଼ା ଆଣି ଦଲୋ, ଚ଼ାକରଟି କହି 'ଆପଣ ମାେତେ ପାଞ୍ଚ ତୋଡ଼ା ରୂପା ଟଙ୍କା ଦଇେଥିଲେ। ମୁଁ ତା' ଦ୍ବାରା ଆଉ ପାଞ୍ଚ ତୋଡ଼ା ରୂପା ଟଙ୍କା ରୋଜଗାର କରିଛ।'

ଲୂକଲିଖିତ ସୁସମାଚାର 16:15
ଯୀଶୁ ଫାରୂଶୀମାନଙ୍କୁ କହିଲେ, ଲୋକଙ୍କ ଆଗ ରେ ତୁମ୍ଭମାନେେ ନିଜକୁ ଭଲ ବୋଲି ଦେଖଇେ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟ ରେ ପ୍ରକୃତ ରେ କ'ଣ ଅଛି, ତାହା ପରମେଶ୍ବର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ଯବାନ ବୋଲି ମନେ କରିଥାନ୍ତି, ତାହା ପରମେଶ୍ବରଙ୍କ ଦୃଷ୍ଟି ରେ ମୂଲ୍ଯ ହୀନ।

ଲୂକଲିଖିତ ସୁସମାଚାର 18:10
ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସହେି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ।

ଯୋହନଲିଖିତ ସୁସମାଚାର 5:42
କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟ ରେ ପରମେଶ୍ବରଙ୍କ ପ୍ ରମେ ନାହିଁ।

ଯୋହନଲିଖିତ ସୁସମାଚାର 12:43
ସେ ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:22
ହେ ଇଶ୍ରାୟେଲର ଲୋକମାନେ, ଏହି ସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ଯକ୍ତି ଥିଲେ। ଯାହାଙ୍କୁ ଈଶ୍ବର ପଠାଇ ଥିଲେ। ଯୀଶୁ ଯେଉଁ ସବୁ ଶକ୍ତିଶାଳୀ କାର୍ୟ୍ଯ ଏବଂ ଆଶ୍ଚର୍ୟ୍ଯ ଘଟଣା ସବୁ କରିଥିଲେ, ତାହାଦ୍ବାରା ପରମେଶ୍ବର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:18
ଯେଉଁ ମାନେ ଖ୍ରୀଷ୍ଟଙ୍କ ସବୋ ରେ ରହି ଏହିପ୍ରକାର ଜୀବନଯାପନ କରୁଛନ୍ତି, ସମାନେେ ପରମେଶ୍ବରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ଯ ସହେି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:10
ଆପେଲ୍ଲଙ୍କୁ ମାରେ ନମସ୍କାର, ୟିଏ ଖ୍ରୀଷ୍ଟଙ୍କ ସବୋ ରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମାରେ ନମସ୍କାର।

ହିତୋପଦେଶ 21:2
ମନୁଷ୍ଯ ଯାହା କର୍ମ କରେ ତାହା ତା'ର ଦୃଷ୍ଟି ରେ ଠିକ୍ ଅଟେ। ମାତ୍ର ସଦାପ୍ରଭୁ ହୃଦଯ ସବୁ ତୌଲନ୍ତି।