Index
Full Screen ?
 

ଦିତୀୟ ବଂଶାବଳୀ 4:1

੨ ਤਵਾਰੀਖ਼ 4:1 ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 4

ଦିତୀୟ ବଂଶାବଳୀ 4:1
ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।

Moreover
he
made
וַיַּ֙עַשׂ֙wayyaʿaśva-YA-AS
an
altar
מִזְבַּ֣חmizbaḥmeez-BAHK
brass,
of
נְחֹ֔שֶׁתnĕḥōšetneh-HOH-shet
twenty
עֶשְׂרִ֤יםʿeśrîmes-REEM
cubits
אַמָּה֙ʾammāhah-MA
the
length
אָרְכּ֔וֹʾorkôore-KOH
twenty
and
thereof,
וְעֶשְׂרִ֥יםwĕʿeśrîmveh-es-REEM
cubits
אַמָּ֖הʾammâah-MA
the
breadth
רָחְבּ֑וֹroḥbôroke-BOH
ten
and
thereof,
וְעֶ֥שֶׂרwĕʿeśerveh-EH-ser
cubits
אַמּ֖וֹתʾammôtAH-mote
the
height
קֽוֹמָתֽוֹ׃qômātôKOH-ma-TOH

Cross Reference

ପ୍ରଥମ ରାଜାବଳୀ 8:64
ଆଉ ମଧ୍ଯ ସହେିଦିନ ରାଜା ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣ ପବିତ୍ର କଲେ; କାରଣ ସଠାେରେ ସେ ହାମବେଳି, ଶସ୍ଯ ନବୈେଦ୍ଯ ଓ ସହଭାଗିତାର ବଳିର ମଦେ ଉତ୍ସର୍ଗ କଲେ। ଯେ ହତେୁ ହାମବେଳି, ଭକ୍ଷ୍ଯ ନବୈେଦ୍ଯ ଓ ମଙ୍ଗଳାର୍ଥକ ବଳିର ମଦେ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ୟଜ୍ଞବଦେୀ ଅତି େଛାଟ ଥିଲା।

ଯିହିଜିକଲ 43:13
ଦୀର୍ଘ ହାତର ମାପ ବ୍ଯବହାର କରି ଏଗୁଡ଼ିକ ୟଜ୍ଞବଦେୀର ମାପ। ପ୍ରତିହାତ ଏକ ହାତ ଚାରି ଅଙ୍ଗୁଳି ପରିମାଣ ବଦେୀର ମୂଳ ଏକ ହାତ ଗଭୀର ଓ ପ୍ରସ୍ଥ ଏକ ହାତ। ଆଉ ଚତୁର୍ଦ୍ଦିଗ ରେ ତହିଁର ପ୍ରାନ୍ତ ଧାର ଏକ ଚାଖଣ୍ଡ ପରିମିତ ହବେ। ଏହା ୟଜ୍ଞବଦେୀର ଉଚ୍ଚତା ଅଟେ।

ଯାତ୍ରା ପୁସ୍ତକ 27:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ଯବହାର କର। ଏହା ଏକ ବର୍ଗ କ୍ଷେତ୍ର ହବୋ ଉଚିତ୍। ଏହାର ର୍ଦୈଘ୍ଯ ଓ ପ୍ରସ୍ଥ ପାଞ୍ଚ ହାତ ଲଖାଏଁେ ହବୋ ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହବୋ ଉଚିତ୍।

ପ୍ରଥମ ରାଜାବଳୀ 8:22
ତା'ପରେ ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀ ସମ୍ମୁଖ ରେ ଛିଡା ହେଲେ ଓ ଇଶ୍ରାୟେଲର ସମଗ୍ର ସମାଜ ତାଙ୍କ ସମ୍ମୁଖ ରେ ଛିଡା ହେଲେ। ସେ ସ୍ବର୍ଗଆଡେ ଆପଣା ହସ୍ତ ବିସ୍ତାର କଲେ।

ପ୍ରଥମ ରାଜାବଳୀ 9:25
ପୁଣି ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସହେି ୟଜ୍ଞବଦେୀ ଉପରେ ସେ ବର୍ଷ ରେ ତିନିଥର ଧୂପ ଜଳାଇଲେ, ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

ଦିତୀୟ ରାଜାବଳୀ 16:14
ଆଉସସ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ୟଜ୍ଞବଲଦୀ ଆଣିଲଲସଯଉଁଟାକି ଆହାସ୍ ୟଜ୍ଞବଲଦୀ ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ଯସ୍ଥଳସର ଥିଲା ଓ ଏହା ତାଙ୍କର ୟଜ୍ଞବଲଦୀର ଉତ୍ତର ପାଶର୍‌ବସର ରଖିଲଲ।

ଦିତୀୟ ବଂଶାବଳୀ 1:5
ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।

Chords Index for Keyboard Guitar