2 Chronicles 35:2
ଯୋଶିୟ ଯାଜକମାନଙ୍କୁ ସମାନଙ୍କେ କାର୍ୟ୍ଯ କରିବା ନିମନ୍ତେ ମନୋନୀତ କଲେ। ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ସବୋକାର୍ୟ୍ଯ କରୁଥିବା ସମୟରେ ସେ ସମାନଙ୍କେୁ ଉତ୍ସାହ ପ୍ରଦାନ କଲେ।
2 Chronicles 35:2 in Other Translations
King James Version (KJV)
And he set the priests in their charges, and encouraged them to the service of the house of the LORD,
American Standard Version (ASV)
And he set the priests in their offices, and encouraged them to the service of the house of Jehovah.
Bible in Basic English (BBE)
And he gave the priests their places, making them strong for the work of the house of God.
Darby English Bible (DBY)
And he set the priests in their charges, and encouraged them to the service of the house of Jehovah.
Webster's Bible (WBT)
And he set the priests in their charges, and encouraged them to the service of the house of the LORD,
World English Bible (WEB)
He set the priests in their offices, and encouraged them to the service of the house of Yahweh.
Young's Literal Translation (YLT)
and he stationeth the priests over their charges, and strengtheneth them for the service of the house of Jehovah,
| And he set | וַיַּֽעֲמֵ֥ד | wayyaʿămēd | va-ya-uh-MADE |
| the priests | הַכֹּֽהֲנִ֖ים | hakkōhănîm | ha-koh-huh-NEEM |
| in | עַל | ʿal | al |
| charges, their | מִשְׁמְרוֹתָ֑ם | mišmĕrôtām | meesh-meh-roh-TAHM |
| and encouraged | וַֽיְחַזְּקֵ֔ם | wayḥazzĕqēm | va-ha-zeh-KAME |
| service the to them | לַֽעֲבוֹדַ֖ת | laʿăbôdat | la-uh-voh-DAHT |
| of the house | בֵּ֥ית | bêt | bate |
| of the Lord, | יְהוָֽה׃ | yĕhwâ | yeh-VA |
Cross Reference
ଦିତୀୟ ବଂଶାବଳୀ 31:2
ରାଜା ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ସମାନଙ୍କେର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରେତ୍ୟକକ ଦଳର ନିଜସ୍ବ ବିଶଷେ କାର୍ୟ୍ଯ ରହିଥିଲା। ତେଣୁ ଯାଜକମାନେ ଓ ଲବେୀୟମାନେ ପୁନର୍ବାର ହାମବେଳି ଉପହାର ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବାର କାର୍ୟ୍ଯ କଲେ। ଆଉ ମଧ୍ଯ ପରମେଶ୍ବର ମନ୍ଦିର ରେ ସବୋକାର୍ୟ୍ଯ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ବାରଗୁଡ଼ିକ ନିକଟରେ ପ୍ରଶଂସାଗାନ କରିବା କାର୍ୟ୍ଯ ସମାନଙ୍କେର ଥିଲା।
ଗଣନା ପୁସ୍ତକ 18:5
ପୁଣି ଇଶ୍ରାୟେଲ ଲୋକମାନଙ୍କ ପ୍ରତି ଆମ୍ଭର କୋରଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭମାନେେ ପବିତ୍ରସ୍ଥାନର ଓ ୟଜ୍ଞବଦେୀର ସୁରକ୍ଷାର ଦାଯିତ୍ବ ନବେ।
ପ୍ରଥମ ବଂଶାବଳୀ 22:19
ବର୍ତ୍ତମାନ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦଯ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠା ରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ବରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହାପରେ, ନିଯମସିନ୍ଦୁକ ଓ ଅନ୍ଯାନ୍ଯ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ଯକୁ ଆଣ।
ପ୍ରଥମ ବଂଶାବଳୀ 24:1
ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।
ଦିତୀୟ ବଂଶାବଳୀ 23:8
ୟିହୋଯାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲବେୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ୟିହୋଯାଦା, ଯାଜକ ଦଳର କୌଣସି ବ୍ଯକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରେତ୍ୟକକ କପ୍ତାନ ଓ ତାଙ୍କର ସବୁ ଲୋକ ସମାନଙ୍କେୁ ଯାହା କୁହାଗଲା ତାହା କଲେ, ସମାନେେ ସହେି ସପ୍ତାହ ରେ କାର୍ୟ୍ଯ ରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ।
ଦିତୀୟ ବଂଶାବଳୀ 23:18
ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନବୋ ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସହେି ଯାଜକମାନେ ଲବେୀୟ ଥିଲେ ଓ ଦାଉଦ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ୟ୍ଯର ଦାଯିତ୍ବ ଦଇେଥିଲେ। ସହେି ଲୋକମାନେ ମାଶାଙ୍କେ ନିଯମର ଆଦେଶ ଅନୁୟାଯୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନିଦଗ୍ଧ, ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସମାନେେ ସହେି ପ୍ରକା ରେ ଆନନ୍ଦ ଓ ପ୍ରଶଂସାଗାନ ସହକା ରେ ସହେି ଉପହାର ବଳିଦାନ କଲେ।
ଦିତୀୟ ବଂଶାବଳୀ 29:5
ହିଜକିଯ ସମାନଙ୍କେୁ କହିଲେ, ହେ ଲବେୀୟମାନେ, ମାେ' କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ମନ୍ଦିର ରେ ସବୋ କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ।
ଏଜ୍ରା 6:18
ସମାନେେ ମାଶାେ ପୁସ୍ତକର ଲିଖନ ପ୍ରମାଣେ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରର ସବୋପାଇଁ ଯାଜକମାନଙ୍କୁ ସମାନଙ୍କେର ଦଳ ଅନୁସାରେ ଓ ଲବେୀୟମାନଙ୍କୁ ସମାନଙ୍କେ ଦଳ ଅନୁସାରେ ନିୟୁକ୍ତି କଲେ।