ଦିତୀୟ ବଂଶାବଳୀ 20:4 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 20 ଦିତୀୟ ବଂଶାବଳୀ 20:4

2 Chronicles 20:4
ଯିହୁଦାର ଲୋକମାନେ ସଦାପ୍ରଭୁଙ୍କଠାରୁ ସାହାୟ୍ଯ ମାଗିବା ନିମନ୍ତେ ଏକତ୍ର ହେଲେ। ସମାନେେ ସଦାପ୍ରଭୁଙ୍କଠାରୁ ସାହାୟ୍ଯ ଲୋଡ଼ିବାକୁ ଯିହୁଦାର ସବୁ ସହରରୁ ବାହାରି ଆସିଲେ।

2 Chronicles 20:32 Chronicles 202 Chronicles 20:5

2 Chronicles 20:4 in Other Translations

King James Version (KJV)
And Judah gathered themselves together, to ask help of the LORD: even out of all the cities of Judah they came to seek the LORD.

American Standard Version (ASV)
And Judah gathered themselves together, to seek `help' of Jehovah: even out of all the cities of Judah they came to seek Jehovah.

Bible in Basic English (BBE)
And Judah came together to make prayer for help from the Lord; from every town of Judah they came to give worship to the Lord.

Darby English Bible (DBY)
And Judah gathered themselves together to ask [help] of Jehovah: even out of all the cities of Judah they came to seek Jehovah.

Webster's Bible (WBT)
And Judah assembled, to ask help of the LORD: even from all the cities of Judah they came to seek the LORD.

World English Bible (WEB)
Judah gathered themselves together, to seek [help] of Yahweh: even out of all the cities of Judah they came to seek Yahweh.

Young's Literal Translation (YLT)
and Judah is gathered to inquire of Jehovah; also, from all the cities of Judah they have come in to seek Jehovah.

And
Judah
וַיִּקָּֽבְצ֣וּwayyiqqābĕṣûva-yee-ka-veh-TSOO
gathered
themselves
together,
יְהוּדָ֔הyĕhûdâyeh-hoo-DA
ask
to
לְבַקֵּ֖שׁlĕbaqqēšleh-va-KAYSH
help
of
the
Lord:
מֵֽיְהוָ֑הmēyĕhwâmay-yeh-VA
even
גַּ֚םgamɡahm
all
of
out
מִכָּלmikkālmee-KAHL
the
cities
עָרֵ֣יʿārêah-RAY
of
Judah
יְהוּדָ֔הyĕhûdâyeh-hoo-DA
came
they
בָּ֖אוּbāʾûBA-oo
to
seek
לְבַקֵּ֥שׁlĕbaqqēšleh-va-KAYSH

אֶתʾetet
the
Lord.
יְהוָֽה׃yĕhwâyeh-VA

Cross Reference

ଦିତୀୟ ବଂଶାବଳୀ 19:5
ଯିହାଶାଫେଟ୍ ଯିହୁଦାର ସମସ୍ତ ନଗର ରେ ବିଚାରକର୍ତ୍ତାମାନଙ୍କୁ ନିୟୁକ୍ତ କଲେ। ଯିହୁଦାର ପ୍ରତିଟି ସୁଦୃଢ଼ ଦୁର୍ଗ ରେ ରହିବା ନିମନ୍ତେ ସେ ବିଚାରକର୍ତ୍ତାମାନଙ୍କୁ ନିୟୁକ୍ତ କଲେ।

ଗୀତସଂହିତା 34:5
ପରମେଶ୍ବରଙ୍କ ନିକଟରେ ସାହାୟ୍ଯ ପ୍ରାର୍ଥନା କର। ତୁମ୍ଭର ପ୍ରାର୍ଥନା ସ୍ବୀକାର କରାୟିବ। ଏଥିରେ ଲଜ୍ଜିତ ହବୋର କିଛି ନାହିଁ।

ଗୀତସଂହିତା 50:15
ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।

ଗୀତସଂହିତା 60:10
କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ଯାଖ୍ଯାନ କରିଛ। ପରମେଶ୍ବର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ୟାଅ ନାହିଁ।

ଗୀତସଂହିତା 69:35
ସଦାପ୍ରଭୁ ସିଯୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ। ତାଙ୍କର ଲୋକମାନେ ସଠାେରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହବେ।