ଦିତୀୟ ବଂଶାବଳୀ 12:10 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 12 ଦିତୀୟ ବଂଶାବଳୀ 12:10

2 Chronicles 12:10
ରାଜା ରିହବିଯାମ୍ ସହେି ସୁବର୍ଣ୍ଣ ଢ଼ାଲ ରଖିବା ସ୍ଥାନ ରେ ପିତ୍ତଳର ଢ଼ାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ବାରକୁ ଜଗିବା ନିମନ୍ତେ ନିୟୁକ୍ତ ହାଇେଥିବା ସନୋଧ୍ଯକ୍ଷମାନଙ୍କୁ ରିହବିଯାମ୍ ସହେି ପିତ୍ତଳ ଢ଼ାଲମାନ ଦେଲେ।

2 Chronicles 12:92 Chronicles 122 Chronicles 12:11

2 Chronicles 12:10 in Other Translations

King James Version (KJV)
Instead of which king Rehoboam made shields of brass, and committed them to the hands of the chief of the guard, that kept the entrance of the king's house.

American Standard Version (ASV)
And king Rehoboam made in their stead shields of brass, and committed them to the hands of the captains of the guard, that kept the door of the king's house.

Bible in Basic English (BBE)
And in their place King Rehoboam had other body-covers made of brass and gave them into the care of the captains of the armed men who were stationed at the door of the king's house.

Darby English Bible (DBY)
And king Rehoboam made in their stead shields of bronze, and committed them to the hands of the chief of the couriers who kept the entrance of the king's house.

Webster's Bible (WBT)
Instead of which, king Rehoboam made shields of brass, and committed them to the hands of the chief of the guard, that kept the entrance of the king's house.

World English Bible (WEB)
King Rehoboam made in their place shields of brass, and committed them to the hands of the captains of the guard, who kept the door of the king's house.

Young's Literal Translation (YLT)
and king Rehoboam maketh in their stead shields of brass, and hath given `them' a charge on the hand of the heads of the runners who are keeping the opening of the house of the king;

them
made
וַיַּ֨עַשׂwayyaʿaśva-YA-as
which
king
הַמֶּ֤לֶךְhammelekha-MEH-lek
Rehoboam
רְחַבְעָם֙rĕḥabʿāmreh-hahv-AM
Instead
תַּחְתֵּיהֶ֔םtaḥtêhemtahk-tay-HEM
of
מָֽגִנֵּ֖יmāginnêma-ɡee-NAY
shields
brass,
נְחֹ֑שֶׁתnĕḥōšetneh-HOH-shet
of
and
וְהִפְקִ֗ידwĕhipqîdveh-heef-KEED
committed
to
עַלʿalal
hands
the
יַד֙yadyahd
of
the
chief
שָׂרֵ֣יśārêsa-RAY
of
the
guard,
הָֽרָצִ֔יםhārāṣîmha-ra-TSEEM
kept
that
הַשֹּׁ֣מְרִ֔יםhaššōmĕrîmha-SHOH-meh-REEM
the
entrance
פֶּ֖תַחpetaḥPEH-tahk
house.
of
the
בֵּ֥יתbêtbate
king's
הַמֶּֽלֶךְ׃hammelekha-MEH-lek

Cross Reference

ଦିତୀୟ ଶାମୁୟେଲ 8:18
ଯିହାୟୋଦାରଦାର ପକ୍ସ୍ଟତ୍ର ବନାଯ କରେଥୀଯ ଓ ପଲେଥୀଯମାନଙ୍କ ଦାଯିତ୍ବ ରେ ଥିଲେ। ଏବଂ ଦାଉଦଙ୍କର ପକ୍ସ୍ଟତ୍ରମାନେ ମହତ୍ବପୂର୍ଣ୍ଣ ନତେୃବର୍ଗ ଥିଲେ।

ଦିତୀୟ ଶାମୁୟେଲ 23:23
ବନାଯ ତିରିଶ ଜଣ ବୀର ଅପେକ୍ଷା ଅଧିକ ବିଖ୍ଯାତ ଥିଲା। ତଥାପି ସେ ପ୍ରଥମ ତିନିଜଣ ବୀରଙ୍କ ତକ୍ସ୍ଟଲ୍ଯ ନଥିଲା। ଆଉ ଦାଉଦ ତାକକ୍ସ୍ଟ ନିଜର ପ୍ରହରୀ ଦଳ ଉପରେ ନିୟକ୍ସ୍ଟକ୍ତି କଲେ।

ପ୍ରଥମ ରାଜାବଳୀ 14:27
ତେଣୁ ରିହବିଯାମ ସୁବର୍ଣ୍ଣ ଢାଲ ବଦଳ ରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ବାରପାଳ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ।

ପ୍ରଥମ ବଂଶାବଳୀ 11:25
ବନାଯ ତିରିଶ ଜଣ ବୀରଙ୍କଠାରୁ ମଧ୍ଯ ବିଖ୍ଯାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ଯରୁ ଜଣେ ନ ଥିଲେ। ଦାଉଦ ବନାଯଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।

ପରମଗୀତ 3:7
ଦେଖ, ତାହା ଶଲୋମନଙ୍କର ଘାଡ଼ୋ ଗାଡ଼ି। ସଠାେ ରେ ଷାଠିଏ ଜଣ ଇଶ୍ରାୟେଲୀୟ ରଥକୁ ଘରେି ଅଛନ୍ତି।

ଯିରିମିୟଙ୍କ ବିଳାପ 4:1
ଦେଖ, ସୁବର୍ଣ୍ଣ କିପରି ମଳିନ ହାଇେଅଛି। ଅତ୍ଯନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହାଇେଅଛି। ପବିତ୍ର ସ୍ଥାନର ରତ୍ନସବୁ ରାଜ ରାସ୍ତା ରେ ବିକ୍ଷିପ୍ତ ହାଇେ ପଡ଼ିଅଛି।