2 Samuel 3:36
ସମସ୍ତ ଲୋକ ଏକଥା ବକ୍ସ୍ଟଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟି ରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦଯଙ୍ଗମ କଲେ।
2 Samuel 3:36 in Other Translations
King James Version (KJV)
And all the people took notice of it, and it pleased them: as whatsoever the king did pleased all the people.
American Standard Version (ASV)
And all the people took notice of it, and it pleased them; as whatsoever the king did pleased all the people.
Bible in Basic English (BBE)
And all the people took note of it and were pleased: like everything the king did, it was pleasing to the people.
Darby English Bible (DBY)
And all the people remarked it, and it pleased them; as whatever the king did pleased all the people.
Webster's Bible (WBT)
And all the people took notice of it, and it pleased them: as what ever the king did pleased all the people.
World English Bible (WEB)
All the people took notice of it, and it pleased them; as whatever the king did pleased all the people.
Young's Literal Translation (YLT)
And all the people have discerned `it', and it is good in their eyes, as all that the king hath done is good in the eyes of all the people;
| And all | וְכָל | wĕkāl | veh-HAHL |
| the people | הָעָ֣ם | hāʿām | ha-AM |
| notice took | הִכִּ֔ירוּ | hikkîrû | hee-KEE-roo |
| of it, and it pleased | וַיִּיטַ֖ב | wayyîṭab | va-yee-TAHV |
| them: | בְּעֵֽינֵיהֶ֑ם | bĕʿênêhem | beh-ay-nay-HEM |
| as whatsoever | כְּכֹל֙ | kĕkōl | keh-HOLE |
| אֲשֶׁ֣ר | ʾăšer | uh-SHER | |
| the king | עָשָׂ֣ה | ʿāśâ | ah-SA |
| did | הַמֶּ֔לֶךְ | hammelek | ha-MEH-lek |
| pleased | בְּעֵינֵ֥י | bĕʿênê | beh-ay-NAY |
| כָל | kāl | hahl | |
| all | הָעָ֖ם | hāʿām | ha-AM |
| the people. | טֽוֹב׃ | ṭôb | tove |
Cross Reference
ଦିତୀୟ ଶାମୁୟେଲ 15:6
ଇଶ୍ରାୟେଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକକ୍ସ୍ଟ ଆସନ୍ତି, ଅବଶା ଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ଯବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇଶ୍ରାୟେଲ ଲୋକମାନଙ୍କର ହୃଦଯକକ୍ସ୍ଟ ଜଯ କଲେ।
ଦିତୀୟ ଶାମୁୟେଲ 15:13
ଏହାପରେ ଜଣେ ଦୂତ ଦାଉଦଙ୍କ ନିକଟକକ୍ସ୍ଟ ଆସି କହିଲା, ଇଶ୍ରାୟେଲ ଲୋକମାନଙ୍କର ମନ ଅବଶା ଲୋମଙ୍କ ଉପରେ ଅଛି।
ଗୀତସଂହିତା 62:9
ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
ମାର୍କଲିଖିତ ସୁସମାଚାର 7:37
ଲୋକମାନେ ବାସ୍ତବ ରେ ଆଶ୍ଚର୍ୟ୍ଯ ହାଇେ ଯାଇଥିଲେ। ସମାନେେ କହୁଥିଲେ, ଯୀଶୁ ସବୁ କିଛି ସୁସ୍ଥ କରୁଛନ୍ତି, ଏପରିକୁ ସେ ବଧିରକୁ ଶ୍ରବଣ -ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି।
ମାର୍କଲିଖିତ ସୁସମାଚାର 15:11
କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।