କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:7 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:7

2 Corinthians 9:7
ପ୍ରେତ୍ୟକକ ଲୋକ ଆପଣା ହୃଦୟ ରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନ ରେ କୌଣସି ଦୁଃଖ ରଖି ବା ବାଧ୍ଯବାଧକତା ରେ ଦାନ ନ ଦେଉ, ଆନନ୍ଦିତ ମନ ରେ ଦାନ କରିଥିବା ଲୋକକୁ ପରମେଶ୍ବର ଭଲ ପାଆନ୍ତି।

2 Corinthians 9:62 Corinthians 92 Corinthians 9:8

2 Corinthians 9:7 in Other Translations

King James Version (KJV)
Every man according as he purposeth in his heart, so let him give; not grudgingly, or of necessity: for God loveth a cheerful giver.

American Standard Version (ASV)
`Let' each man `do' according as he hath purposed in his heart: not grudgingly, or of necessity: for God loveth a cheerful giver.

Bible in Basic English (BBE)
Let every man do after the purpose of his heart; not giving with grief, or by force: for God takes pleasure in a ready giver.

Darby English Bible (DBY)
each according as he is purposed in his heart; not grievingly, or of necessity; for God loves a cheerful giver.

World English Bible (WEB)
Let each man give according as he has determined in his heart; not grudgingly, or under compulsion; for God loves a cheerful giver.

Young's Literal Translation (YLT)
each one, according as he doth purpose in heart, not out of sorrow or out of necessity, for a cheerful giver doth God love,

Every
man
ἕκαστοςhekastosAKE-ah-stose
according
as
καθὼςkathōska-THOSE
he
purposeth
προαιρεῖταιproaireitaiproh-ay-REE-tay

his
in
τῇtay
heart,
καρδίᾳkardiakahr-THEE-ah
not
give;
him
let
so
μὴmay
grudgingly,
ἐκekake

λύπηςlypēsLYOO-pase
or
ēay
of
ἐξexayks
necessity:
ἀνάγκης·anankēsah-NAHNG-kase
for
ἱλαρὸνhilaronee-la-RONE
God

γὰρgargahr

δότηνdotēnTHOH-tane
loveth
ἀγαπᾷagapaah-ga-PA
a
cheerful
hooh
giver.
θεόςtheosthay-OSE

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:12
ଯଦି ତୁମ୍ଭମାନଙ୍କର ଦାନ ଦବୋର ଇଚ୍ଛା ଅଛି, ତା' ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସହେି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ ରେ ଯାହା ନାହିଁ, ସେ ଅନୁସାରେ ନୁହେଁ।

ଯାତ୍ରା ପୁସ୍ତକ 25:2
ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ମାେ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରେତ୍ୟକକ ଲୋକ ତା'ର ହୃଦଯ ରେ ନିଷ୍ପତ୍ତି ନବୋ ଉଚିତ୍, ସେ ମାେ ପାଇଁ ଯାହା ଉପହାର ଦବୋ ଉଚିତ୍। ମାେ ପାଇଁ ସହେି ଦ୍ରବ୍ଯ ସଂଗ୍ରହ କର।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:8
ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ବନା ଦବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ଲୋକମାନଙ୍କୁ ସାନ୍ତ୍ବନା ଦେଉ। ଯଦି କାହାକୁ ଦାନ ଦବୋ ଅନୁଗ୍ରହ ଦାନ ମିଳିଛ ତା' ହେଲେ ସେ ଖାେଲା ମନ ରେ ଦାନ କରୁ। ଯଦି କାହାକୁ ନତେୃତ୍ବ ନବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ମନ ପ୍ରାଣ ଢାଳି ନତେୃତ୍ବ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦଖାଇବୋ ଅନୁଗ୍ରହ ଦାନ ମିଳିଛି ତା' ହେଲେ ସେ ଆନନ୍ଦ ମନ ରେ ଦୟା ଦଖାେଉ।

ପ୍ରଥମ ବଂଶାବଳୀ 29:17
ହେ ମାରେ ପରମେଶ୍ବର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ବସ୍ତ ହୃଦଯ ରେ, ଆନନ୍ଦିତ ମନ ରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠା ରେ ଏକତ୍ରୀତ ହବୋର ଦେଖୁଅଛି। ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଆନନ୍ଦିତ ମନ ରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:35
ମାରେ ସମସ୍ତ କାର୍ୟ୍ଯ ଦ୍ବାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦଖାଇେଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାୟ୍ଯ କରିବା ଉଚ଼ିତ। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ଯ ମନେ ରଖିବା ଉଚ଼ିତ ଯେ, 'ଗ୍ରହଣ କରିବା ଅପେକ୍ଷା ଦାନ ଦବୋ ଅଧିକ ଶ୍ ରେଷ୍ଠ ଅଟେ।'

ଦିତୀୟ ବିବରଣ 15:7
ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ବାସ କରିବ, ସେତବେେଳେ ତୁମ୍ଭମାନଙ୍କ ମଧିଅରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭମାନେେ ସ୍ବାର୍ଥପର ହବେ ନାହିଁ। ତୁମ୍ଭମାନେେ ସମାନଙ୍କେୁ ସାହାୟ୍ଯ କରିବାକୁ ମନା କରିବ ନାହିଁ।

ପିତରଙ୍କ ପ୍ରଥମ ପତ୍ 4:9
ପ୍ ରମେ ଅନକେ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ବାଗତ ଜଣାଅ।

ଯାକୁବଙ୍କ ପତ୍ 5:9
ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧ ରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଚାରିତ ହବେ। ବିଚାରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।

ଯିଶାଇୟ 32:8
ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସହେି ଉତ୍ତମ ଆଚରଣ ରେ ସେ ସ୍ଥିର ରହେ।

ଯିଶାଇୟ 32:5
ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହବେେ ନାହିଁ।

ହିତୋପଦେଶ 23:6
ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ୟିଏ କୃପଣ ଏବଂ ତାହାର ସୁସ୍ବାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ।

ହିତୋପଦେଶ 22:9
ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେ ହତେୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।

ହିତୋପଦେଶ 11:25
ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସମାନେେ ଉନ୍ନତି କରିବେ ଏବଂ ସେ ୟିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା'ର ଶୋଷ ମେଣ୍ଟା ହବେ।

ଦିତୀୟ ବିବରଣ 15:14
ତୁମ୍ଭମାନେେ ସମାନଙ୍କେୁ ତୁମ୍ଭମାନଙ୍କର ପଶକ୍ସ୍ଟ ମଧ୍ଯରକ୍ସ୍ଟ କିଛି, କିଛି ଶସ୍ଯ ଏବଂ କିଛି ଦ୍ରାକ୍ଷାରସ ସମାନଙ୍କେୁ ଦବୋ ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ଯରକ୍ସ୍ଟ କିଛି ନିଶ୍ଚିତ ଭାବରେ ସମାନଙ୍କେୁ ଦବୋ ଉଚିତ୍।

ଯାତ୍ରା ପୁସ୍ତକ 35:5
ତୁମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ବିଶଷେ ଉପହାର ସଂଗ୍ରହ କର। ପ୍ରେତ୍ୟକକ ତାଙ୍କର ଇଚ୍ଛା ମତେ ଉପହାର ଦବେେ। ଏବଂ ଏହାପରେ ସହେି ଉପହାରଗୁଡିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।