2 Corinthians 5:21
ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।
2 Corinthians 5:21 in Other Translations
King James Version (KJV)
For he hath made him to be sin for us, who knew no sin; that we might be made the righteousness of God in him.
American Standard Version (ASV)
Him who knew no sin he made `to be' sin on our behalf; that we might become the righteousness of God in him.
Bible in Basic English (BBE)
For him who had no knowledge of sin God made to be sin for us; so that we might become the righteousness of God in him.
Darby English Bible (DBY)
Him who knew not sin he has made sin for us, that *we* might become God's righteousness in him.
World English Bible (WEB)
For him who knew no sin he made to be sin on our behalf; so that in him we might become the righteousness of God.
Young's Literal Translation (YLT)
for him who did not know sin, in our behalf He did make sin, that we may become the righteousness of God in him.
| τὸν | ton | tone | |
| For | γὰρ | gar | gahr |
| he hath made him | μὴ | mē | may |
| sin be to | γνόντα | gnonta | GNONE-ta |
| for | ἁμαρτίαν | hamartian | a-mahr-TEE-an |
| us, | ὑπὲρ | hyper | yoo-PARE |
| who knew | ἡμῶν | hēmōn | ay-MONE |
| no | ἁμαρτίαν | hamartian | a-mahr-TEE-an |
| sin; | ἐποίησεν | epoiēsen | ay-POO-ay-sane |
| that | ἵνα | hina | EE-na |
| we | ἡμεῖς | hēmeis | ay-MEES |
| might be made | γινώμεθα | ginōmetha | gee-NOH-may-tha |
| righteousness the | δικαιοσύνη | dikaiosynē | thee-kay-oh-SYOO-nay |
| of God | θεοῦ | theou | thay-OO |
| in | ἐν | en | ane |
| him. | αὐτῷ | autō | af-TOH |
Cross Reference
ପିତରଙ୍କ ପ୍ରଥମ ପତ୍ 3:18
ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,
ପିତରଙ୍କ ପ୍ରଥମ ପତ୍ 2:22
ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9
ଯୋହନଙ୍କ ପ୍ରଥମ ପତ୍ର 3:5
ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତ ରେ କୌଣସି ପାପ ନାହିଁ।
ଯିଶାଇୟ 53:4
ମାତ୍ର ସେ ଆମ୍ଭର ଦୁଃଖ ୟାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ଯଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭମାନେେ ତାଙ୍କୁ ପରମେଶ୍ବରଙ୍କ ଦ୍ବାରା ନିର୍ୟ୍ଯାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:30
କବଳେ ପରମେଶ୍ବର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତା ରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ପରମଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହାଇେଛୁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:13
ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:19
ଜଣେ ଲୋକ ପରମେଶ୍ବରଙ୍କୁ ଅବଜ୍ଞା କଲା ଓ ଅନକେ ଲୋକ ପାପୀ ହାଇେ ଗଲେ। କିନ୍ତୁ ସହେିପରି ଜଣେ ଲୋକ ପରମେଶ୍ବରଙ୍କୁ ମାନିଲା ଓ ଅନକେ ଲୋକ ଧାର୍ମିକ ହାଇେ ଯିବେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:15
ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:9
ଏହା ମାେତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠା ରେ ରହିବାକୁ ସାହାୟ୍ଯ କରେ। ଖ୍ରୀଷ୍ଟଙ୍କ ସହଭାଗିତା ରେ ମୁଁ ପରମେଶ୍ବରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ଯବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ପରମେଶ୍ବରଙ୍କଠାରୁ ଆ ସେ। ପରମେଶ୍ବର ତାହାଙ୍କ ପ୍ରତି ମାେତେ ସିଦ୍ଧ କରିବାରୁ ଖ୍ରୀଷ୍ଟଙ୍କଠା ରେ ମାରେ ବିଶ୍ବାସକୁ ବ୍ଯବହାର କରନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:17
ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କ ଠା ରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହାଇେ ଅଛି। ପୁରୁଣା ବିଷୟ ସମସ୍ତ ଚାଲି ଯାଇଅଛି, ଓ ପ୍ରେତ୍ୟକକ ବିଷୟ ନୂଆ ହାଇେ ଯାଇଛି।
ଯିଶାଇୟ 53:9
ସେ ମୃତ୍ଯୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ଯା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ଯ କରାଗଲା।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:3
ସମାନେେ ଜାଣି ନଥିଲେ ଯେ, ପରମେଶ୍ବର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କହନ୍ତି। ସମାନେେ ଧାର୍ମିକ ହବୋ ପାଇଁ ନିଜର ଉପାୟ ଦ୍ବାରା ଚେଷ୍ଟା କଲେ। ଅତଏବ ସମାନେେ ଧାର୍ମିକତା ବୋଲି ଗଣିତ ପରମେଶ୍ବରଙ୍କ ମାର୍ଗର ଅନୁ ସରଣ କଲେ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:1
ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛନ୍ତି, ସମାନେେ ଦଷେୀ ବୋଲି ବିଚାରିତ ହୁଅନ୍ତି ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:25
ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ଯୁ ନିମନ୍ତେ ସମର୍ପିତ କରା ହେଲା। ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହେଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:21
କିନ୍ତୁ ବିନା ବ୍ଯବସ୍ଥା ରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ବରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସହେି ନୂତନ ପଥ ଦଖାଇେ ଦଇେଛନ୍ତି। ଏହି ନୂତନ ପଥ ବିଷୟ ରେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତା ଆମ୍ଭକୁ କହୁଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:17
ପରମେଶ୍ବର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ବାସ ରେ ଶଷେ ହୁଏ। ଯେପରି ଧର୍ମଶାସ୍ତ୍ର ରେ କୁହା ଯାଇଛି, ବିଶ୍ବାସ ଦ୍ବାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।
ଯୋହନଙ୍କ ପ୍ରଥମ ପତ୍ର 2:1
ମାରେପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭମାନେେ ପାପ ନ କର। କିନ୍ତୁ ଯଦି କହେି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ୟିଏ କି ଧାର୍ମିକ ଓ ୟିଏ ପିତାଙ୍କ ଛାମୁ ରେ ଆମ୍ଭମାନଙ୍କର ସପକ୍ଷବାଦୀ ; ସେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:26
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:2
ପ୍ ରମେପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ ରମେ କରିଛନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଅନ୍ୟମାନଙ୍କୁ ପ୍ ରମେ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ନିକଟରେ ମଧୁର-ସୁଗନ୍ଧି-ୟୁକ୍ତ ଭଟେି ଓ ପରମେଶ୍ବରଙ୍କ ବଳି ସ୍ବରୂପ ଅଟନ୍ତି।
ଯିଖରିୟ 13:7
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ହେ ଖଡ୍ଗ, ୟାଅ! ଏବଂ ମଷେପାଳକ ଆମ୍ଭର ଘନିଷ୍ଠ ବନ୍ଧୁଙ୍କୁ ଆଘାତ କର। ମଷେପାଳକଙ୍କୁ ଆଘାତ କର, ଯେପରି ମଷେପଲ ପଳାଯନ କରିବେ। ଆମ୍ଭେ ଆପଣା ହସ୍ତ ସହେି କ୍ଷୁଦ୍ରମାନଙ୍କ ବିରୁଦ୍ଧ ରେ ଉଠାଇବା।
ଯିରିମିୟ 33:16
ସହେି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ୟିରୁଶାଲମ ନିରାପଦ ରେ ବାସ କରିବ। ଆଉ 'ସଦାପ୍ରଭୁ ଆମ୍ଭମାନଙ୍କର ପରିଚାଳକ ହବେେ, ସଦାପ୍ରଭୁ ଆମ୍ଭର ନ୍ଯାଯବାନ।'