ଦିତୀୟ ବଂଶାବଳୀ 9:17 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 9 ଦିତୀୟ ବଂଶାବଳୀ 9:17

2 Chronicles 9:17
ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ଯବହାର କଲେ। ସେ ସହେି ସିଂହାସନକୁ ଖାଣ୍ଟି ସୁନା ଦ୍ବାରା ଆବୃତ କଲେ।

2 Chronicles 9:162 Chronicles 92 Chronicles 9:18

2 Chronicles 9:17 in Other Translations

King James Version (KJV)
Moreover the king made a great throne of ivory, and overlaid it with pure gold.

American Standard Version (ASV)
Moreover the king made a great throne of ivory, and overlaid it with pure gold.

Bible in Basic English (BBE)
Then the king made a great ivory seat, plated with the best gold.

Darby English Bible (DBY)
And the king made a great throne of ivory, and overlaid it with pure gold;

Webster's Bible (WBT)
Moreover, the king made a great throne of ivory, and overlaid it with pure gold.

World English Bible (WEB)
Moreover the king made a great throne of ivory, and overlaid it with pure gold.

Young's Literal Translation (YLT)
And the king maketh a great throne of ivory, and overlayeth it with pure gold;

Moreover
the
king
וַיַּ֧עַשׂwayyaʿaśva-YA-as
made
הַמֶּ֛לֶךְhammelekha-MEH-lek
a
great
כִּסֵּאkissēʾkee-SAY
throne
שֵׁ֖ןšēnshane
ivory,
of
גָּד֑וֹלgādôlɡa-DOLE
and
overlaid
וַיְצַפֵּ֖הוּwayṣappēhûvai-tsa-PAY-hoo
it
with
pure
זָהָ֥בzāhābza-HAHV
gold.
טָהֽוֹר׃ṭāhôrta-HORE

Cross Reference

ପ୍ରଥମ ରାଜାବଳୀ 10:18
ଆଉ ମଧ୍ଯ ରାଜା ହାତୀ ଦାନ୍ତ ରେ ଏକ ବଡ ସିଂହାସନ ନିର୍ମାଣ କରି ତାକୁ ଶୁଦ୍ଧ ସୁବର୍ଣ୍ଣ ରେ ଛାଉଣୀ କଲେ।

ଗୀତସଂହିତା 45:8
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିୟୁକ୍ତ ଅଗୁରୁ ଡ଼ାଲଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:11
ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।