ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:4 in Oriya

ଓଡିଆ ଓଡିଆ ବାଇବେଲ ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:4

1 Timothy 4:4
ପରମେଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ବରଙ୍କୁ ଧନ୍ଯବାଦ ଦଲୋ ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁହେଁ।

1 Timothy 4:31 Timothy 41 Timothy 4:5

1 Timothy 4:4 in Other Translations

King James Version (KJV)
For every creature of God is good, and nothing to be refused, if it be received with thanksgiving:

American Standard Version (ASV)
For every creature of God is good, and nothing is to be rejected, if it be received with thanksgiving:

Bible in Basic English (BBE)
Because everything which God has made is good, and nothing is evil, if it is taken with praise:

Darby English Bible (DBY)
For every creature of God [is] good, and nothing [is] to be rejected, being received with thanksgiving;

World English Bible (WEB)
For every creature of God is good, and nothing is to be rejected, if it is received with thanksgiving.

Young's Literal Translation (YLT)
because every creature of God `is' good, and nothing `is' to be rejected, with thanksgiving being received,

For
ὅτιhotiOH-tee
every
πᾶνpanpahn
creature
κτίσμαktismak-TEE-sma
of
God
θεοῦtheouthay-OO
good,
is
καλόνkalonka-LONE
and
καὶkaikay
nothing
οὐδὲνoudenoo-THANE
refused,
be
to
ἀπόβλητονapoblētonah-POH-vlay-tone
if
it
be
received
μετὰmetamay-TA
with
εὐχαριστίαςeucharistiasafe-ha-ree-STEE-as
thanksgiving:
λαμβανόμενον·lambanomenonlahm-va-NOH-may-none

Cross Reference

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:3
ସମାନେେ ଲୋକମାନଙ୍କୁ ବିବାହ କରିବା ଅନୁଚିତ ବୋଲି କହନ୍ତି। ସମାନେେ ଲୋକମାନଙ୍କୁ ଏ କଥା ମଧ୍ଯ କୁହନ୍ତି ଯେ କେତକେ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ବର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ବାସୀ ଏବଂ ସତ୍ଯକୁ ଜାଣନ୍ତି, ସମାନେେ ପରମେଶ୍ବରଙ୍କୁ ଧନ୍ଯବାଦ ଦଇେ ସହେି ଖାଦ୍ୟ ଖାଇ ପାରିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:20
ଖାଦ୍ୟ ଯେପରି ପରମେଶ୍ବରଙ୍କ କାମକୁ ନଷ୍ଟ ନ କରେ। ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ଯ। କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍ , ଯଦି ତାହା ଅନ୍ୟ ଜଣକୁ ପାପରେ ପଡିୟିବାର କାରଣ ହାଇେଥାଏ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:14
ମୁଁ ପ୍ରଭୁ ଯୀଶୁଙ୍କଠା ରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ୟଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ବାସ କରେ, ସହେି ଖାଦ୍ୟ ତା ପାଇଁ ଅଶୁଚି ହୁଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:25
ଆମ୍ଭେ ଅଣଯିହୂଦୀ ବିଶ୍ବାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସମାନଙ୍କେୁ ଲେଖିସାରିଛୁ:

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:25
ବଜାର ରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବକେ ସକାେଶ ଏହି ମାଂସ ଖାଇବା ଉଚିତ କି ନୁହେଁ, ସେ ବିଷୟ ରେ କୌଣସି ପ୍ରଶ୍ନ ପଚାର ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:23
ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ ସବୁ ବିଷୟ ଭଲ ନୁହେଁ। ଆମ୍ଭେ ସବୁ କରିବା ପାଇଁ ସ୍ବାଧୀନତା ପାଇଛୁ। କିନ୍ତୁ କେତକେ ବିଷୟ ଅନ୍ୟମାନଙ୍କ ବିଶ୍ବାସକୁ ଦୃଢ଼ କରିବା ରେ ସାହାୟ୍ଯ କରେ ନହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:29
ତୁମ୍ଭମାନେେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ। ତୁମ୍ଭମାନେେ ରକ୍ତ ଖାଇବ ନାହିଁ। ତଣ୍ଟି ଚ଼ିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭମାନେେ ଖାଇବ ନାହିଁ। ତୁମ୍ଭମାନେେ ୟୌନ ପାପସବୁ କରିବନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:20
ଏହା ବଦଳ ରେ ଆମ୍ଭେ ସମାନଙ୍କେୁ ଲେଖିବା ଉଚ଼ିତ ଯେ:

ରେରିତମାନଙ୍କ କାର୍ଯ୍ୟର ବିବରଣ 11:7
ତା'ପରେ ମୁଁ ଗୋଟିଏ ସ୍ବର ଶୁଣିଲି, 'ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।'

ଦିତୀୟ ବିବରଣ 32:4
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।

ଆଦି ପୁସ୍ତକ 1:31
ପରମେଶ୍ବର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।