1 Timothy 3:8
ସହେିପରି ମଣ୍ଡଳୀ ରେ ନିୟୁକ୍ତି ପାଇଥିବା ସ୍ବତନ୍ତ୍ର ସବେକଗଣ ଏଭଳି ଲୋକ ହାଇେଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସମାନେେ ଯାହା କହନ୍ତି, ତାହା ବିଶ୍ବାସ ଯୋଗ୍ଯ ହବୋ ଉଚିତ। ଅଧିକ ଦ୍ରାକ୍ଷାରସ ପିଇବା ରେ ନିଜ ସମୟ କାଟିବା ଉଚିତ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହବୋକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସମାନେେ ହାଇେ ନ ଥିବେ।
1 Timothy 3:8 in Other Translations
King James Version (KJV)
Likewise must the deacons be grave, not doubletongued, not given to much wine, not greedy of filthy lucre;
American Standard Version (ASV)
Deacons in like manner `must be' grave, not double-tongued, not given to much wine, not greedy of filthy lucre;
Bible in Basic English (BBE)
Deacons, in the same way, are to be serious in their behaviour, not false in word, not given to taking much wine or greatly desiring the wealth of this world;
Darby English Bible (DBY)
Ministers, in like manner, grave, not double-tongued, not given to much wine, not seeking gain by base means,
World English Bible (WEB)
Deacons{The word for "deacons" literally means "servants."}, in the same way, must be reverent, not double-tongued, not addicted to much wine, not greedy for money;
Young's Literal Translation (YLT)
Ministrants -- in like manner grave, not double-tongued, not given to much wine, not given to filthy lucre,
| Likewise | Διακόνους | diakonous | thee-ah-KOH-noos |
| must the deacons | ὡσαύτως | hōsautōs | oh-SAF-tose |
| grave, be | σεμνούς | semnous | same-NOOS |
| not | μὴ | mē | may |
| doubletongued, | διλόγους | dilogous | thee-LOH-goos |
| not | μὴ | mē | may |
| to given | οἴνῳ | oinō | OO-noh |
| much | πολλῷ | pollō | pole-LOH |
| wine, | προσέχοντας | prosechontas | prose-A-hone-tahs |
| not | μὴ | mē | may |
| greedy of filthy lucre; | αἰσχροκερδεῖς | aischrokerdeis | aysk-roh-kare-THEES |
Cross Reference
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:1
ଯୀଶୁ ଖ୍ରୀଷ୍ଟଙ୍କ ସବେକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ286 ଏବଂ ବିଶଷେ ସବେକମାନଙ୍କୁ ପତ୍ର।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:3
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:23
ତୀମଥି, ତୁମ୍ଭେ କବଳେ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ଯ ପିଅ। ଏହା ତୁମ୍ଭ ପଟେ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବମାରେ ପଡ଼ିବ ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:3
ସେ ଅତ୍ଯଧିକ ମଦ୍ଯପାନ କରିବା ଉଚିତ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହାଇେଥିବା କଥା। ସେ ନମ୍ର ଓ ଶାନ୍ତ ହବୋ ଦରକାର।
ରେରିତମାନଙ୍କ କାର୍ଯ୍ୟର ବିବରଣ 6:3
ଏଥିପାଇଁ ହେ ଭାଇମାନେ, ତୁମ୍ଭମାନେେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସମାନେେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ର ଆତ୍ମା ଓ ଜ୍ଞାନ ରେ ପୂର୍ଣ୍ଣ ହାଇେଥିବେ। ଆମ୍ଭମାନେେ ସମାନଙ୍କେୁ ଏହି କାମ କରିବାପାଇଁ ଦବେୁ।
ଗୀତସଂହିତା 12:2
ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।
ଲେବୀୟ ପୁସ୍ତକ 10:9
ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତବେେଳେ ସମାଗମ ତମ୍ବୁ ରେ ପ୍ରବେଶ କରିବେ ତୁମ୍ଭମାନେେ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବ ନାହିଁ। ଯଦି ତାହା ତୁମ୍ଭମାନେେ କର ତବେେ ତୁମ୍ଭମାନେେ ମରିବ। ଏହି ବ୍ଯବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ୟ୍ଯନ୍ତ ପାଳିତ ହବେ।
ପିତରଙ୍କ ପ୍ରଥମ ପତ୍ 5:2
ମୁଁ ତୁମ୍ଭକୁ ଅନୁ ରୋଧ କରେ ଯେ, ପରମେଶ୍ବରଙ୍କ ଯେଉଁ ମଷଗେଣର ଦାଯିତ୍ବ ରେ ତୁମ୍ଭେ ରହିଛ, ସହେି ମଷେ ସମୂହର ତୁମ୍ଭେ ଯତ୍ନ ନବୋ ଉଚିତ। ସମାନେେ ପରମେଶ୍ବରଙ୍କ ମଷେପଲ। ତୁମ୍ଭେ ବାଧ୍ଯବାଧକତା ରେ ନୁହେଁ, ମାତ୍ର ସ୍ବଇଚ୍ଛା ରେ ପ୍ରତିପାଳନ କର। ପରମେଶ୍ବର ତାହାହିଁ ଚାହାଁନ୍ତି। ତୁମ୍ଭେ ସବୋ କରିବା ରେ ଆନନ୍ଦ ପାଉଛ ବୋଲି ସପରେି କର, ଧନ ଲୋଭ ରେ ତାହା କର ନାହିଁ।
ଯାକୁବଙ୍କ ପତ୍ 3:10
ଗୁଣଗାନ ଓ ଅଭିଶାପ ସହେି ଗୋଟିଏ ମୁହଁରୁ ବାହା ରେ ! ମାେ ଭାଇ ଓ ଭଉଣୀମାନେ, ଏଭଳି ହବୋ ଉଚିତ ନୁହେଁ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:7
ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ବରଙ୍କ କାମର ଯତ୍ନ ନବୋ, ଅତଏବ ସେ ନିର୍ଦ୍ ଦୋଷ ହବୋ କଥା। ସେ ଗର୍ବୀ, ସ୍ବାର୍ଥୀ ଓ ଶୀଘ୍ର କୋରଧୀ ହାଇେ ନ ଥିବେ। ସେ ଅତ୍ଯଧିକ ମଦ୍ଯ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହାଇେ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହବୋ ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:12
ଯେଉଁମାନେ ବିଶଷେ ସବେକ ହବେେ, ସମାନଙ୍କେର କବଳେ ଗୋଟିଏ ପତ୍ନୀ ଥିବ। ସମାନେେ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନତେୃତ୍ବ ଦଇପୋରୁଥିବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:13
ମଣିଷମାନଙ୍କର ମୁହଁ ଖାେଲା କବର ଭଳି ଅଟେ, ସମାନେେ ମିଛ ପାଇଁ ତାଙ୍କ ଜିହ୍ବାକୁ ବ୍ଯବହାର କରନ୍ତି। ଗୀତସଂହିତା 5:9
ଯିହିଜିକଲ 44:21
କୌଣସି ଯାଜକ ଭିତର ପ୍ରାଙ୍ଗଣ ରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ।
ଗୀତସଂହିତା 52:2
ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !
ଗୀତସଂହିତା 50:19
ତୁମ୍ଭମାନେେ ସର୍ବଦା ମନ୍ଦକାର୍ୟ୍ଯ କର ଓ ମିଥ୍ଯା କୁହ।
ଗୀତସଂହିତା 5:9
ସହେି ଲୋକମାନେ କବେେ ସତ୍ଯ କଥା କହନ୍ତି ନାହିଁ। ସମାନେେ ସବୁ ମିଥ୍ଯାବାଦୀ, ସତ୍ଯକୁ ଗୋପନ ରଖନ୍ତି। ସମାନଙ୍କେର ପାଟି ଏକ କବର ସ୍ବରୂପ। ସମାନେେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି ଓ ସମାନଙ୍କେ ଉଦ୍ଦେଶ୍ଯ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା।