ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:5 in Oriya

ଓଡିଆ ଓଡିଆ ବାଇବେଲ ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:5

1 Timothy 2:5
କବଳେ ଜଣେ ମାତ୍ର ପରମେଶ୍ବର ଅଛନ୍ତି। ମଣିଷ ପାଇଁ ପରମେଶ୍ବରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ଯସ୍ଥ ଅଛନ୍ତି। ସହେି ମଧ୍ଯସ୍ଥ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ।

1 Timothy 2:41 Timothy 21 Timothy 2:6

1 Timothy 2:5 in Other Translations

King James Version (KJV)
For there is one God, and one mediator between God and men, the man Christ Jesus;

American Standard Version (ASV)
For there is one God, one mediator also between God and men, `himself' man, Christ Jesus,

Bible in Basic English (BBE)
For there is one God and one peacemaker between God and men, the man Christ Jesus,

Darby English Bible (DBY)
For God is one, and [the] mediator of God and men one, [the] man Christ Jesus,

World English Bible (WEB)
For there is one God, and one mediator between God and men, the man Christ Jesus,

Young's Literal Translation (YLT)
for one `is' God, one also `is' mediator of God and of men, the man Christ Jesus,

For
εἷςheisees
there
is
one
γὰρgargahr
God,
θεόςtheosthay-OSE
and
εἷςheisees
one
καὶkaikay
mediator
μεσίτηςmesitēsmay-SEE-tase
God
between
θεοῦtheouthay-OO
and
καὶkaikay
men,
ἀνθρώπωνanthrōpōnan-THROH-pone
the
man
ἄνθρωποςanthrōposAN-throh-pose
Christ
Χριστὸςchristoshree-STOSE
Jesus;
Ἰησοῦςiēsousee-ay-SOOS

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:20
ଗୋଟିଏ ପଟ ଥିଲେ, ମଧ୍ଯସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ବର ହେଉଛନ୍ତି ମାତ୍ର ଜଣେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:6
କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ବର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆ ସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କବଳେ ଜଣେ। ସେ ଯୀଶୁଖ୍ରୀଷ୍ଟ ଅଟନ୍ତି। ପ୍ରେତ୍ୟକକ ବିଷୟ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦଇେଛନ୍ତି।

ଯିଶାଇୟ 44:6
ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 7:25
ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।

ଦିତୀୟ ବିବରଣ 6:4
ହେ, ଇଶ୍ରାୟେଲ ଶକ୍ସ୍ଟଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏକମାତ୍ର ସଦାପ୍ରଭୁ ଅଟନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:29
ପରମେଶ୍ବର କବଳେ ଯିହୂଦୀମାନଙ୍କର ପରମେଶ୍ବର ନୁହଁନ୍ତି। ଅଣଯିହୂଦୀମାନଙ୍କର ମଧ୍ଯ ସେ ପରମେଶ୍ବର ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:13
ସହେି ସାତାଟେି ସୁନାର ଦୀପରୁଖା ମଝି ରେ: ମନୁଷ୍ଯ ପୁତ୍ରଙ୍କ ପରି ଜଣେ ଠିଆ ହାଇେଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତି ରେ ଗୋଟିଏ ସୁନାର ପଟୁକା ପିନ୍ଧିଲେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 9:15
ଅତଏବ, ପରମେଶ୍ବରଙ୍କ ପାଖରୁ ଯୀଶୁଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ଯ ଯେପରି ପରମେଶ୍ବରଙ୍କ ଦ୍ବାରା ଆହୂତ ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହବେେ। ସମାନେେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳ ରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିବାଦ ରେ ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:4
ଅତଏବ ମାଂସ ଖାଇବା ବିଷୟ ରେ ମୁଁ ଏହା କ ହେ ଯେ, ଆମ୍ଭେ ଜାଣୁ ଯେ ଜଗତ ରେ ପ୍ରକୃତ ରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ବର ଅଛନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:12
ଏଠା ରେ ୟିଏ ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତ ରେ ଭଦେ ନଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ବାସ କରନ୍ତି, ପରମେଶ୍ବର ସମାନଙ୍କେୁ ଅନକେ ଆଶୀର୍ବାଦ କରନ୍ତି।

ଯୋହନଲିଖିତ ସୁସମାଚାର 1:14
ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।

ଲୂକଲିଖିତ ସୁସମାଚାର 2:10
ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।

ମାର୍କଲିଖିତ ସୁସମାଚାର 12:29
ଯୀଶୁ ଉତ୍ତର ଦେଲେ, ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ' ହେ ଇସ୍ରାଯଲେ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ବର ଏକମାତ୍ର ପ୍ରଭୁ।

ମାଥିଉଲିଖିତ ସୁସମାଚାର 1:23
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)

ଯୋହନଲିଖିତ ସୁସମାଚାର 17:3
ମ୍ଭେ ଯେ ଏକମାତ୍ର ସତ୍ଯ ପରମେଶ୍ବର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସହେି ଯୀଶୁଖ୍ରୀଷ୍ଟଙ୍କୁ ଜାଣିବାହିଁ ଅନନ୍ତଜୀବନ ଅଟେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:45
ଶାସ୍ତ୍ର ରେ ଲଖାେ ଅଛି : ପ୍ରଥମ ମନୁଷ୍ଯ (ଆଦମ) ସଜୀବ ପ୍ରାଣୀ, କିନ୍ତୁ ଶଷେ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:6
ପରମେଶ୍ବର ଜଣେ ଓ ସେ ହେଉଛନ୍ତି ପ୍ରେତ୍ୟକକ ବିଷୟର ପିତା। ସେ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ବାମୀ ଅଟନ୍ତି। ସେ ସବୁଠା ରେ ଓ ସମସ୍ତଙ୍କ ଅନ୍ତର ରେ ଅଛନ୍ତି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:6
ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ବରଙ୍କ ସାଦୃଶ୍ଯ ଥିଲେ। ପରମେଶ୍ବରଙ୍କ ସହିତ ସମାନ ହାଇେ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 2:6
ଶାସ୍ତ୍ର ରେ କୌଣସି ସ୍ଥାନ ରେ ଏପରି ଲଖାେ ଅଛି :

ଏବ୍ରୀମାନଙ୍କ ନିକଟକୁ ପତ୍ର 8:6
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:24
ତୁମ୍ଭମାନେେ, ପରମେଶ୍ବରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭମାନେେ ହବେଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ଯ କହି ପାରୁଥିବା ରକ୍ତ ସଚେନ326 ନିକଟକୁ ଆସିଛ।

ଆୟୁବ ପୁସ୍ତକ 9:33
ମୁଁ ଚା ହେଁ କିଏ ମଧ୍ଯସ୍ଥ ହୁଅନ୍ତା, ୟିଏ ଦୁଇପକ୍ଷର କଥା ଶୁଣି ଏବଂ ଆମ୍ଭକୁ ଏକତ୍ର ଆଣନ୍ତା, କିନ୍ତୁ କହେି ନାହିଁ।