ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:8 in Oriya

ଓଡିଆ ଓଡିଆ ବାଇବେଲ ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1 ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:8

1 Timothy 1:8
ଆମ୍ଭେ ଜାଣୁ ଯେ, ବ୍ଯବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ଯବହାର କରନ୍ତି।

1 Timothy 1:71 Timothy 11 Timothy 1:9

1 Timothy 1:8 in Other Translations

King James Version (KJV)
But we know that the law is good, if a man use it lawfully;

American Standard Version (ASV)
But we know that the law is good, if a man use it lawfully,

Bible in Basic English (BBE)
We are conscious that the law is good, if a man makes a right use of it,

Darby English Bible (DBY)
Now we know that the law [is] good if any one uses it lawfully,

World English Bible (WEB)
But we know that the law is good, if a man uses it lawfully,

Young's Literal Translation (YLT)
and we have known that the law `is' good, if any one may use it lawfully;

But
ΟἴδαμενoidamenOO-tha-mane
we
know
δὲdethay
that
ὅτιhotiOH-tee
the
καλὸςkaloska-LOSE
law
hooh
good,
is
νόμοςnomosNOH-mose
if
ἐάνeanay-AN
a
man
τιςtistees
use
αὐτῷautōaf-TOH
it
νομίμωςnomimōsnoh-MEE-mose
lawfully;
χρῆταιchrētaiHRAY-tay

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:16
ଯେଉଁ କାମ କରିବାକୁ ଚା ହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ଯବସ୍ଥା ଭଲ ବୋଲି ସମର୍ଥନ କରେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:12
ଅତଏବ ବ୍ଯବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ଯ ପବିତ୍ର, ଠିକ୍ ଓ ଉତ୍ତମ।

ଗୀତସଂହିତା 119:96
ମୁଁ ଦେଖିଅଛି ଯେ, ସବୁ ଜିନିଷର ତା'ର ସୀମା ରହିଅଛି, ତୁମ୍ଭର ବ୍ଯବସ୍ଥା ଛଡ଼ା।

ଗୀତସଂହିତା 19:7
ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:5
ଜଣେ ଖଳୋଳୀ ପୁରସ୍କାର ଜିଣିବା ପାଇଁ ଦୌଡ଼ର ସମସ୍ତ ନିୟମପାଳନ କରିବା ଦରକାର।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:21
ଏହାର ଅର୍ଥ କ'ଣ ଏହା ଯେ ବ୍ଯବସ୍ଥା ପରମେଶ୍ବରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତ ରେ ଜୀବନ ଭଳି ବ୍ଯବସ୍ଥା ଯଦି ଦିଆଯାଇ ପାରିଥାଆନ୍ତା, ତବେେ ସହେି ବ୍ଯବସ୍ଥା ଦ୍ବାରା ପରମେଶ୍ବରଙ୍କ ସହିତ ଆମ୍ଭେ ପ୍ରକୃତ ରେ ଧାର୍ମିକ ହାଇେ ପାରିଥାଆନ୍ତୁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:2
ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:22
ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:18
ମୁଁ ଏହା ଜାଣେ ଯେ ମାେ ଭିତ ରେ କିଛି ଭଲ ନାହିଁ। ମାେ କହିବା ଅର୍ଥ ଯେ, ମାରେଶରୀର ରେ କୌଣସି ଭଲ ବିଷୟ ନାହିଁ।

ଗୀତସଂହିତା 119:127
ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନହେ କରେ।

ନିହିମିୟା 9:13
ତୁମ୍ଭେ ସୀନଯ ପର୍ବତକୁ ଓହ୍ଲାଇ ଆସିଲ। ସ୍ବର୍ଗରୁ ସମାନଙ୍କେ ସହିତ କଥାବାର୍ତ୍ତା କଲ। ସମାନଙ୍କେୁ ଯଥାର୍ଥ ଶାସନ ଓ ସତ୍ଯ ବ୍ଯବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।

ଦିତୀୟ ବିବରଣ 4:6
ତେଣୁ ଏହି ବ୍ଯବସ୍ଥାସବୁ ପାଳନ କର ଏବଂ ସଗେକ୍ସ୍ଟଡିକ ଅଭ୍ଯାସ କର କାରଣ ବହକ୍ସ୍ଟତ ଦେଶମାନଙ୍କ ମଧିଅରେ ଏହା ତୁମ୍ଭର ଜ୍ଞାନ ଓ ବକ୍ସ୍ଟଝାମଣା ହବେ। ଏହି ବ୍ଯବସ୍ଥା ଶକ୍ସ୍ଟଣିଲାପରେ ସମାନେେ କହିବେ ଯେ, 'ଇଶ୍ରାୟେଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବକ୍ସ୍ଟଝାମଣା ଶକ୍ତି ଅଛି।'