1 Timothy 1:7
ସହେି ଲୋକମାନେ ବ୍ଯବସ୍ଥାର292 ଶିକ୍ଷାଦାତା ହବୋକୁ ଚାହାଁନ୍ତି। କିନ୍ତୁ ସମାନେେ କ'ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସମାନେେ ଯେଉଁ ବିଷୟଗୁଡ଼ିକୁ ନିଶ୍ଚତ ଭାବେ ଜାଣିବା ଭଳି ଜାରେ ଦଇେ କହୁଛନ୍ତି, ସହେି ଶିକ୍ଷାଗୁଡ଼ିକୁ ସମାନେେ ନିଜେ ମଧ୍ଯ ବୁଝି ନ ଥାନ୍ତି।
1 Timothy 1:7 in Other Translations
King James Version (KJV)
Desiring to be teachers of the law; understanding neither what they say, nor whereof they affirm.
American Standard Version (ASV)
desiring to be teachers of the law, though they understand neither what they say, nor whereof they confidently affirm.
Bible in Basic English (BBE)
Desiring to be teachers of the law, though they have no knowledge of what they say or of the statements which they make so certainly.
Darby English Bible (DBY)
desiring to be law-teachers, not understanding either what they say or concerning what they [so] strenuously affirm.
World English Bible (WEB)
desiring to be teachers of the law, though they understand neither what they say, nor about what they strongly affirm.
Young's Literal Translation (YLT)
willing to be teachers of law, not understanding either the things they say, nor concerning what they asseverate,
| Desiring | θέλοντες | thelontes | THAY-lone-tase |
| to be | εἶναι | einai | EE-nay |
| teachers of the law; | νομοδιδάσκαλοι | nomodidaskaloi | noh-moh-thee-THA-ska-loo |
| μὴ | mē | may | |
| understanding | νοοῦντες | noountes | noh-OON-tase |
| neither | μήτε | mēte | MAY-tay |
| what | ἃ | ha | a |
| they say, | λέγουσιν | legousin | LAY-goo-seen |
| nor | μήτε | mēte | MAY-tay |
| whereof | περὶ | peri | pay-REE |
| τίνων | tinōn | TEE-none | |
| they affirm. | διαβεβαιοῦνται | diabebaiountai | thee-ah-vay-vay-OON-tay |
Cross Reference
ପିତରଙ୍କ ଦିତୀୟ ପତ୍ର 2:12
କିନ୍ତୁ ଏହି ଭଣ୍ଡ ଶିକ୍ଷକମାନ ନିଜେ ବୁଝି ନ ଥିବା ବିଷୟଗୁଡ଼ିକ ସମ୍ବନ୍ଧ ରେ ମନ୍ଦକଥା କୁହନ୍ତି। ଏହି ଭଣ୍ଡ ଶିକ୍ଷକମାନେ ଚିନ୍ତା କରିବାର ଶକ୍ତି ନ ଥିବା ପଶୁ ଭଳି ଆଚରଣ କରନ୍ତି, ପୁଣି ବନ୍ଯ ପଶୁମାନଙ୍କ ପରି ଧରାଯାଇ ମରା ୟିବା ନିମନ୍ତେ ଜନ୍ମ ହାଇେଛନ୍ତି। ସହେି ପଶୁମାନଙ୍କ ଭଳି ଏହି ଭଣ୍ଡଶିକ୍ଷକମାନେ ମଧ୍ଯ ନଷ୍ଟ ହବେେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:22
ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତ ରେ ସମାନେେ ମୂର୍ଖ ହାଇଗେଲେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:4
ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସହେି ଲୋକ ଶବ୍ଦର ଅର୍ଥକୁ ନଇେ ୟୁକ୍ତି ତର୍କ କରିବା ପାଇଁ ଅତ୍ଯଧିକ ଆଗ୍ରହୀ ହାଇେଥାଏ ଓ ସେ ବାଗ୍ୟୁଦ୍ଧ କରେ। ଏଗୁଡ଼ିକ ଦ୍ବାରା କଳି, ଇର୍ଷା, ଅପମାନ ଓ ସନ୍ଦହେ ଆସିଥାଏ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:10
ଅନକେ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ ବାଟରେ ପରିଚାଳିତ କରନ୍ତି। ମୁଁ ବିଶଷେ ଭାବରେ ସେ ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହବୋପାଇଁ କହନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:7
ସହେି ସ୍ତ୍ରୀମାନେ ନୂତନ ଶିକ୍ଷାଗୁଡ଼ିକୁ ଶିଖିବାକୁ ସର୍ବଦା ଚେଷ୍ଟା କରନ୍ତି, କିନ୍ତୁ ସମାନେେ କବେେ ହେଲେ ସତ୍ଯକୁ ପୂର୍ଣ୍ଣ ଭାବରେ ବୁଝି ପାରନ୍ତି ନାହିଁ। ୟନ୍ନୀସ୍ ଓ ୟମ୍ବୀସ୍ କଥା ମନେପକାଅ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:3
ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି : ଯଦି ଜଣେ କହେି ସୁନ୍ନତକୁ ଗ୍ରହଣ କରିବ, ତା' ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ଯବସ୍ଥା ପାଳନ କରିବାକୁ ବାଧ୍ଯ ହବେ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:21
ଏବେ ମଧ୍ଯ ତୁମ୍ଭମାନଙ୍କ ଭିତରୁ କେତକେ ବ୍ଯବସ୍ଥା ଅଧିନ ରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭମାନେେ ଜାଣ କି ବ୍ଯବସ୍ଥା କ'ଣ କୁ ହେ ?
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:5
ସେ ସବୁ ବିଫଳ ହାଇେ ନାହିଁ। ତୁମ୍ଭମାନେେ ବ୍ଯବସ୍ଥା ପାଳନ କର ବୋଲି କ'ଣ ପରମେଶ୍ବର ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧିଅରେ ପରମେଶ୍ବର ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି, ତାହା କଣ ବ୍ଯବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭମାନେେ ସୁସମାଚାର ଶୁଣି ସଗେୁଡ଼ିକରେ ବିଶ୍ବାସ କଲ ବୋଲି, ପରମେଶ୍ବର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧିଅରେ ଆଶ୍ଚର୍ୟ୍ଯଜନକ କର୍ମମାନ କରିଛନ୍ତି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:2
ତୁମ୍ଭମାନେେ ମାେତେ ଗୋଟିଏ କଥା କୁହ : ତୁମ୍ଭମାନେେ ପବିତ୍ର ଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ ? କ'ଣ ତୁମ୍ଭମାନେେ ବ୍ଯବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ ? ନା! ତୁମ୍ଭମାନେେ ସୁସମାଚାର ଶୁଣି ଓ ବିଶ୍ବାସ କରି ପବିତ୍ର ଆତ୍ମାଙ୍କୁ ସ୍ବୀକାର କରିଥିଲ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:19
ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ଯ ମାର୍ଗ ବିଷୟ ରେ ଜାଣନ୍ତି ନାହିଁ, ତୁମ୍ଭେ ସମାନଙ୍କେର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାର ରେ ଅଛନ୍ତି ସମାନଙ୍କେ ପାଇଁ ତୁମ୍ଭେ ଆଲୁଅ ସଦୃଶ।
ରେରିତମାନଙ୍କ କାର୍ଯ୍ୟର ବିବରଣ 15:1
କେତକେ ଲୋକ ୟିହୂଦାରୁ ଆନ୍ତିୟଖିଆକୁ ଆସିଲେ। ସମାନେେ ଭାଇମାନଙ୍କୁ ଏହି ଶିକ୍ଷା ଦେଲେ, ତୁମ୍ଭମାନେେ ଯଦି ମାଶାଙ୍କେର ବ୍ଯବସ୍ଥା ଅନୁସାରେ ସୁନ୍ନତ ନହୁଅ, ତବେେ ତୁମ୍ଭମାନେେ ପରିତ୍ରାଣ ପାଇପାରିବ ନାହିଁ।
ଯୋହନଲିଖିତ ସୁସମାଚାର 9:40
ଯୀଶୁଙ୍କ ପାଖ ରେ କେତକେ ଫାରୂଶୀ ଥିଲେ। ସମାନେେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସମାନେେ ପଚାରିଲେ, କ'ଣ? ତା ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ଯ ଅନ୍ଧ?
ଯୋହନଲିଖିତ ସୁସମାଚାର 3:9
ନୀକଦୀମ ପଚାରିଲେ, ଏସବୁ କିପରି ସମ୍ଭବ ହାଇେ ପାରିବ?
ମାଥିଉଲିଖିତ ସୁସମାଚାର 23:16
ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କହେି ଲୋକ ଉପାସନା ମନ୍ଦିର ନାମ ରେ ରାଣ ପକାଇ ଶପଥ କରିଥାଏ ତବେେ ତାକୁ ସହେି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମ ରେ ରାଣ ପକାଇ ଶପଥ କରେ, ତବେେ ସେ ନିଶ୍ଚୟ ସହେି ଶପଥ ରକ୍ଷା କରିବ।
ମାଥିଉଲିଖିତ ସୁସମାଚାର 15:14
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।
ଯିରିମିୟ 8:8
ତୁମ୍ଭମାନେେ କହୁଛ ଯେ, 'ଆମ୍ଭମାନେେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ଯବସ୍ଥା ଆମ୍ଭମାନଙ୍କଠା ରେ ଅଛି।' ମାତ୍ର ଏହା ସତ୍ଯ ନୁହେଁ। କାରଣ ଅଧ୍ଯାପକଗଣଙ୍କ ମିଥ୍ଯା ଲେଖନୀ ମିଥ୍ଯା ଲେଖିଅଛି।
ଯିଶାଇୟ 29:13
ମାରେ ପ୍ରଭୁ କୁହନ୍ତି, ସମାନଙ୍କେର ମୁଖ ସହିତ ଏହି ଲୋକମାନେ ମାେ ପାଖକୁ ଆସନ୍ତି। ସମାନେେ ନିଜର ଓଷ୍ଠାଧାର ରେ ମାରେ ସମ୍ମାନ କରନ୍ତି। ମାତ୍ର ପ୍ରକୃ ରେ ସମାନେେ ମାଠାରୁେ ବହୁତ ଦୂ ରଇେ ରହନ୍ତି। ମାେ ପ୍ରତି ସମାନଙ୍କେର ଭୟ ଓ ପ୍ ରମେ ଅନ୍ୟ କିଛି ନୁହେଁ, କିନ୍ତୁ କବଳେ ମାନବିକ ଶିକ୍ଷା ଓ େ ବେଳବେଳେ ଉପଦେଶ।