ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:2 in Oriya

ଓଡିଆ ଓଡିଆ ବାଇବେଲ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1 ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:2

1 Thessalonians 1:2
ପ୍ରାର୍ଥନା କଲା ବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉ।

1 Thessalonians 1:11 Thessalonians 11 Thessalonians 1:3

1 Thessalonians 1:2 in Other Translations

King James Version (KJV)
We give thanks to God always for you all, making mention of you in our prayers;

American Standard Version (ASV)
We give thanks to God always for you all, making mention `of you' in our prayers;

Bible in Basic English (BBE)
We give praise to God at all times for you, keeping you in memory in our prayers;

Darby English Bible (DBY)
We give thanks to God always for you all, making mention of you at our prayers,

World English Bible (WEB)
We always give thanks to God for all of you, mentioning you in our prayers,

Young's Literal Translation (YLT)
We give thanks to God always for you all, making mention of you in our prayers,

We
give
thanks
Εὐχαριστοῦμενeucharistoumenafe-ha-ree-STOO-mane
to

τῷtoh
God
θεῷtheōthay-OH
always
πάντοτεpantotePAHN-toh-tay
for
περὶperipay-REE
you
πάντωνpantōnPAHN-tone
all,
ὑμῶνhymōnyoo-MONE
making
μνείανmneianm-NEE-an
mention
ὑμῶν,hymōnyoo-MONE
of
you
ποιούμενοιpoioumenoipoo-OO-may-noo
in
ἐπὶepiay-PEE
our
τῶνtōntone

προσευχῶνproseuchōnprose-afe-HONE
prayers;
ἡμῶνhēmōnay-MONE

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:8
ସର୍ବପ୍ରଥମେ ମୁଁ କହିବାକୁ ଚା ହେଁ ଯେ ତୁମ୍ଭ ସମସ୍ତଙ୍କ ପାଇଁ ମୁଁ ମାରେ ପରମେଶ୍ବରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଧନ୍ଯବାଦ ଦେଉଛି। ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ବାସ ବିଷୟ ରେ ସାରା ସଂସାର ଚର୍ଚ୍ଚା କରୁଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:4
ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାେଶ ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:15
ସେଥିପାଇଁ ମୁଁ ଯେତବେେଳେ ପ୍ରଭୁ ଯୀଶୁଙ୍କଠା ରେ ତୁମ୍ଭମାନଙ୍କ ବିଶ୍ବାସ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭମାନଙ୍କର ପ୍ ରମେ ବିଷୟ ରେ ଶୁଣିଲି, ମୁଁ ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ନିରନ୍ତର ଧନ୍ଯବାଦ ଅର୍ପଣ କଲି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:3
ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ,

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:3
ଆମ୍ଭ ପ୍ରାର୍ଥନା ରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛୁ।

ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର 1:4
ମାେ ପ୍ରାର୍ଥନାମାନଙ୍କ ରେ ମୁଁ ତୁମ୍ଭକୁ ସ୍ମରଣ କରେ। ତୁମ୍ଭ ପାଇଁ ସର୍ବଦା ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:17
ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭମାନେେ ସମସ୍ତ ହୃଦୟର ସହିତ ପାଳନ କଲ।