ପ୍ରଥମ ଶାମୁୟେଲ 7

1 ଅନନ୍ତର କିରିଯଥ-ୟିଯାରୀମୀଯ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ। ସମାନେେ ପର୍ବତସ୍ଥିତ ଅବୀନାଦବର ଗୃହକକ୍ସ୍ଟ ତାହା ଆଗିଲେ। ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ଜଗିବାକକ୍ସ୍ଟ ତା'ର ପକ୍ସ୍ଟତ୍ର ଇଲିଯାସରକକ୍ସ୍ଟ ବିଶଷେ ଉତ୍ସବ ମାଧ୍ଯମ ରେ ପବିତ୍ର କଲେ।

2 ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ କିରିଯଥ୍-ୟିଯାରୀମ ରେ କୋଡିଏ ବର୍ଷ ରହିଲା।

3 ତା'ପରେ ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ପ୍ରକୃତ ରେ ତୁମ୍ଭମାନେେ ଯଦି ହୃଦଯର ସହିତ ସଦାପ୍ରଭୁଙ୍କ ପାଖକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିଛ, ତବେେ ତୁମ୍ଭମାନେେ ବିଦେଶୀ ପ୍ରତିମାଗୁଡିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କବଳେ ତାଙ୍କୁ ହିଁ ସବୋ କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।

4 ଇଶ୍ରାୟେଲୀୟମାନେ ସମାନଙ୍କେର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକକ୍ସ୍ଟ ଫିଙ୍ଗି ଦେଲେ। ସମାନେେ କବଳେ ସଦାପ୍ରଭୁଙ୍କର ସବୋ କଲେ।

5 ଶାମକ୍ସ୍ଟଯଲେ କହିଲେ, ଇଶ୍ରାୟେଲୀୟମାନେ ତୁମ୍ଭମାନେେ ସମସ୍ତେ ମିସପୀ ରେ ମିଳିତ ହକ୍ସ୍ଟଅ। ମୁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।

6 ଇଶ୍ରାୟେଲୀୟମାନେ ମିସପୀ ରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗ ରେ ତାହା ଢାଳିଲେ। ସମାନେେ ସହେିଦିନ ଉପବାସ ପାଳନ କଲେ। ସମାନେେ କହିଲେ, ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରୁଛକ୍ସ୍ଟ। ଶାମକ୍ସ୍ଟଯଲେ ମିସପୀ ରେ ଇଶ୍ରାୟେଲୀୟମାନଙ୍କର ବିଗ୍ଭର କଲେ।

7 ପଲେଷ୍ଟୀୟମାନେ ଶୁଣିଲେ ଯେ ଇଶ୍ରାୟେଲୀୟମାନେ ମିସ୍ପୀ ରେ ମିଳିତ ହେଉଛନ୍ତି। ତେଣୁ ପଲେଷ୍ଟୀୟର ଶାସକ ଇଶ୍ରାୟେଲୀୟମାନଙ୍କ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଯେତବେେଳେ ଇଶ୍ରାୟେଲୀୟମାନେ ଏହା ଶୁଣିଲେ, ସମାନେେ ଭୟ କଲେ।

8 ଇଶ୍ରାୟେଲୀୟମାନେ ଶାମୁୟେଲଙ୍କୁ କହିଲେ, ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରକ୍ସ୍ଟ ଆମକକ୍ସ୍ଟ ରକ୍ଷା କରିବାକୁ ପରମେଶଓରଙ୍କୁ ଗକ୍ସ୍ଟହାରି କର।

9 ଶାମକ୍ସ୍ଟଯଲେ ଗୋଟିଏ ମେଣ୍ତାଛକ୍ସ୍ଟଆ ନେଲେ ଏବଂ ସଦାପ୍ରଭୁଙ୍କୁ ସଐର୍ଣ୍ଣ ହାମବେଳି ରୂପେ ଏହା ଉତ୍ସର୍ଗ କଲେ। ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ।

10 ଶାମକ୍ସ୍ଟଯଲେ ନବୈେଦ୍ଯକକ୍ସ୍ଟ ଦଗ୍ଧ କରିବା ସମୟରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗ ରେ ଖକ୍ସ୍ଟବ୍ ଜାରେ ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ବନ୍ଦ ରେ ପଡିଗଲେ, ସେଥିପାଇଁ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲେ।

11 ଇଶ୍ରାୟେଲୀୟମାନେ ମିସ୍ପୀର ପଲେଷ୍ଟୀୟଙ୍କକ୍ସ୍ଟ ଅନକ୍ସ୍ଟଧାବନ କଲେ। ସମାନେେ ବୈଥ୍-କର ପର୍ୟ୍ଯନ୍ତ ସମାନଙ୍କେୁ ଅନକ୍ସ୍ଟଧାବନ କଲେ। ସମାନେେ ପଲେଷ୍ଟୀୟ ୈସନ୍ଯମାନଙ୍କୁ ସହେି ରାସ୍ତା ରେ ହତ୍ଯା କଲେ।

12 ଶାମକ୍ସ୍ଟଯଲେ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ଯ ଲୋକମାନଙ୍କୁ ସାହାୟ୍ଯ କରିବା ଏବଂ ସଦାପ୍ରଭୁଙ୍କର ସାହାୟ୍ଯ ମନେ ରଖିବା, ସେ ଏହି ପଥରକକ୍ସ୍ଟ ମିସ୍ଫୀ ଓ ଶନେ ମଧିଅରେ ପ୍ରତିଷ୍ଠା କଲେ ଏହାର ନାମ ସାହାୟ୍ଯକାରୀ ପଥର ରଖିଲେ। ଶାମକ୍ସ୍ଟଯଲେ କହିଲେ, ସଦାପ୍ରଭୁ ଆମ୍ଭକକ୍ସ୍ଟ ଏ ସ୍ଥାନ ରେ ସବୁ ପ୍ରକାର ସାହାୟ୍ଯ କରିଛନ୍ତି।

13 ପଲେଷ୍ଟୀୟମାନେ ପରାସ୍ତ ହେଲେ। ସମାନେେ ପକ୍ସ୍ଟଣି ଇଶ୍ରାୟେଲ ରେ ପ୍ରବେଶ କଲେ ନାହିଁ। ସଦାପ୍ରଭୁ ଶାମୁୟେଲଙ୍କ ଅବଶିଷ୍ଟ ଜୀବନ କାଳ ରେ ପଲେଷ୍ଟୀୟଙ୍କ ବିରକ୍ସ୍ଟଦ୍ଧ ରେ ଗଲେ।

14 ପଲେଷ୍ଟୀୟମାନେ ଇଶ୍ରାୟେଲଠାରକ୍ସ୍ଟ ଇକ୍ରୋଣଠାରକ୍ସ୍ଟ ଗାଥ୍ ପର୍ୟ୍ଯନ୍ତ ସହର ଛଡାଇ ନଇେଥିଲେ?

15 ଶାମକ୍ସ୍ଟଯଲେ ତାଙ୍କର ଜୀବନସାରା ଇଶ୍ରାୟେଲର ନତେୃତ୍ବ ନେଲେ।

16 ସେ ପ୍ରତିବର୍ଷ ଦେଶର ଚତକ୍ସ୍ଟର୍ଦ୍ଦିଗ ୟାତ୍ରା କରନ୍ତି। ସେ ବୈଥେଲ୍, ଗିଲ୍ଗିଲ୍ ଓ ମିସଫୀ ପ୍ରଭକ୍ସ୍ଟତି ସ୍ଥାନକକ୍ସ୍ଟ ୟାତ୍ରା କଲେ। ସେ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରି ଶାସନ ଚଳାଇଲେ।

17 ଶାମକ୍ସ୍ଟଯଲେ ଘର ରାମା, ତେଣୁ ସେ ସଠାେକକ୍ସ୍ଟ ଫରେି ଆସକ୍ସ୍ଟଥିଲେ। ସେ ରାମାଠାରକ୍ସ୍ଟ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରୁଥିଲେ ଓ ସଠାେରକ୍ସ୍ଟ ଶାସନ କରୁଥିଲେ। ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପାଇଁ ରାମା ରେ ୟଜ୍ଞବଦେୀ ନିର୍ମାଣ କରିଥିଲେ।

1 And the men of Kirjath-jearim came, and fetched up the ark of the Lord, and brought it into the house of Abinadab in the hill, and sanctified Eleazar his son to keep the ark of the Lord.

2 And it came to pass, while the ark abode in Kirjath-jearim, that the time was long; for it was twenty years: and all the house of Israel lamented after the Lord.

3 And Samuel spake unto all the house of Israel, saying, If ye do return unto the Lord with all your hearts, then put away the strange gods and Ashtaroth from among you, and prepare your hearts unto the Lord, and serve him only: and he will deliver you out of the hand of the Philistines.

4 Then the children of Israel did put away Baalim and Ashtaroth, and served the Lord only.

5 And Samuel said, Gather all Israel to Mizpeh, and I will pray for you unto the Lord.

6 And they gathered together to Mizpeh, and drew water, and poured it out before the Lord, and fasted on that day, and said there, We have sinned against the Lord. And Samuel judged the children of Israel in Mizpeh.

7 And when the Philistines heard that the children of Israel were gathered together to Mizpeh, the lords of the Philistines went up against Israel. And when the children of Israel heard it, they were afraid of the Philistines.

8 And the children of Israel said to Samuel, Cease not to cry unto the Lord our God for us, that he will save us out of the hand of the Philistines.

9 And Samuel took a sucking lamb, and offered it for a burnt offering wholly unto the Lord: and Samuel cried unto the Lord for Israel; and the Lord heard him.

10 And as Samuel was offering up the burnt offering, the Philistines drew near to battle against Israel: but the Lord thundered with a great thunder on that day upon the Philistines, and discomfited them; and they were smitten before Israel.

11 And the men of Israel went out of Mizpeh, and pursued the Philistines, and smote them, until they came under Beth-car.

12 Then Samuel took a stone, and set it between Mizpeh and Shen, and called the name of it Eben-ezer, saying, Hitherto hath the Lord helped us.

13 So the Philistines were subdued, and they came no more into the coast of Israel: and the hand of the Lord was against the Philistines all the days of Samuel.

14 And the cities which the Philistines had taken from Israel were restored to Israel, from Ekron even unto Gath; and the coasts thereof did Israel deliver out of the hands of the Philistines. And there was peace between Israel and the Amorites.

15 And Samuel judged Israel all the days of his life.

16 And he went from year to year in circuit to Beth-el, and Gilgal, and Mizpeh, and judged Israel in all those places.

17 And his return was to Ramah; for there was his house; and there he judged Israel; and there he built an altar unto the Lord.

Tamil Indian Revised Version
அவளால் அவன் ஆபிராமுக்குத் தயவு செய்தான்; அவனுக்கு ஆடுமாடுகளும், ஆண் கழுதைகளும், பெண் கழுதைகளும், வேலைக்காரர்களும், வேலைக்காரிகளும், ஒட்டகங்களும் கிடைத்தன.

Tamil Easy Reading Version
ஆபிராமைச் சாராயின் சகோதரனாக எண்ணிப் பார்வோனும் ஆபிராமிடம் அன்பாக இருந்தான். பார்வோன் அவனுக்கு ஆடுகள், மாடுகள், பெண் வேலையாட்கள், கழுதைகள், ஒட்டகங்கள் என்று பலவற்றைக் கொடுத்தான்.

Thiru Viviliam
அவர் பொருட்டு ஆபிராமுக்குப் பார்வோன் நன்மை செய்தான்; ஆடு மாடுகளையும் கழுதைகளையும், வேலைக்காரரையும், வேலைக்காரிகளையும், பெண் கழுதைகளையும் ஒட்டகங்களையும் அவருக்குக் கொடுத்தான்.⒫

Genesis 12:15Genesis 12Genesis 12:17

King James Version (KJV)
And he entreated Abram well for her sake: and he had sheep, and oxen, and he asses, and menservants, and maidservants, and she asses, and camels.

American Standard Version (ASV)
And he dealt well with Abram for her sake: and he had sheep, and oxen, and he-asses, and men-servants, and maid-servants, and she-asses, and camels.

Bible in Basic English (BBE)
And because of her, he was good to Abram, and he had sheep and oxen and asses, and men-servants and women-servants, and camels.

Darby English Bible (DBY)
And he treated Abram well on her account; and he had sheep, and oxen, and he-asses, and bondmen, and bondwomen, and she-asses, and camels.

Webster’s Bible (WBT)
And he treated Abram well for her sake: and he had sheep, and oxen, and he-asses, and men-servants, and maid-servants, and she-asses, and camels.

World English Bible (WEB)
He dealt well with Abram for her sake. He had sheep, and oxen, and male donkeys, and men-servants, and maid-servants, and female donkeys, and camels.

Young’s Literal Translation (YLT)
and to Abram he hath done good because of her, and he hath sheep and oxen, and he-asses, and men-servants, and handmaids, and she-asses, and camels.

ஆதியாகமம் Genesis 12:16
அவள் நிமித்தம் அவன் ஆபிராமுக்குத் தயைபாராட்டினான்; அவனுக்கு ஆடுமாடுகளும், கழுதைகளும், வேலைக்காரரும், வேலைக்காரிகளும், கோளிகைக் கழுதைகளும், ஒட்டகங்களும் கிடைத்தது.
And he entreated Abram well for her sake: and he had sheep, and oxen, and he asses, and menservants, and maidservants, and she asses, and camels.

And
he
entreated
Abram
וּלְאַבְרָ֥םûlĕʾabrāmoo-leh-av-RAHM
well
הֵיטִ֖יבhêṭîbhay-TEEV
sake:
her
for
בַּֽעֲבוּרָ֑הּbaʿăbûrāhba-uh-voo-RA
and
he
had
וַֽיְהִיwayhîVA-hee
sheep,
ל֤וֹloh
oxen,
and
צֹאןṣōntsone
and
he
asses,
וּבָקָר֙ûbāqāroo-va-KAHR
and
menservants,
וַֽחֲמֹרִ֔יםwaḥămōrîmva-huh-moh-REEM
maidservants,
and
וַֽעֲבָדִים֙waʿăbādîmva-uh-va-DEEM
and
she
asses,
וּשְׁפָחֹ֔תûšĕpāḥōtoo-sheh-fa-HOTE
and
camels.
וַֽאֲתֹנֹ֖תwaʾătōnōtva-uh-toh-NOTE
וּגְמַלִּֽים׃ûgĕmallîmoo-ɡeh-ma-LEEM