1 Samuel 24:20
ମୁ ଜାଣେ ତୁମ୍ଭେ ଇଶ୍ରାୟେଲର ରାଜା ହବେ। ତୁମ୍ଭେ ଇଶ୍ରାୟେଲକକ୍ସ୍ଟ ଶାସନ କରିବ।
1 Samuel 24:20 in Other Translations
King James Version (KJV)
And now, behold, I know well that thou shalt surely be king, and that the kingdom of Israel shall be established in thine hand.
American Standard Version (ASV)
And now, behold, I know that thou shalt surely be king, and that the kingdom of Israel shall be established in thy hand.
Bible in Basic English (BBE)
If a man comes across his hater, will he let him get away safe? so may you be rewarded by the Lord for what you have done for me today.
Darby English Bible (DBY)
And now behold, I know that thou shalt certainly be king, and that the kingdom of Israel shall be established in thy hand.
Webster's Bible (WBT)
For if a man findeth his enemy, will he let him go away well? wherefore the LORD reward thee with good, for what thou hast done to me this day.
World English Bible (WEB)
Now, behold, I know that you shall surely be king, and that the kingdom of Israel shall be established in your hand.
Young's Literal Translation (YLT)
`And, now, lo, I have known that thou dost certainly reign, and the kingdom of Israel hath stood in thy hand;
| And now, | וְעַתָּה֙ | wĕʿattāh | veh-ah-TA |
| behold, | הִנֵּ֣ה | hinnē | hee-NAY |
| I know well | יָדַ֔עְתִּי | yādaʿtî | ya-DA-tee |
| that | כִּ֥י | kî | kee |
| surely shalt thou | מָלֹ֖ךְ | mālōk | ma-LOKE |
| be king, | תִּמְל֑וֹךְ | timlôk | teem-LOKE |
| kingdom the that and | וְקָ֙מָה֙ | wĕqāmāh | veh-KA-MA |
| of Israel | בְּיָ֣דְךָ֔ | bĕyādĕkā | beh-YA-deh-HA |
| established be shall | מַמְלֶ֖כֶת | mamleket | mahm-LEH-het |
| in thine hand. | יִשְׂרָאֵֽל׃ | yiśrāʾēl | yees-ra-ALE |
Cross Reference
ପ୍ରଥମ ଶାମୁୟେଲ 23:17
ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଭୟ କର ନାହିଁ। ମାରେ ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇଶ୍ରାୟେଲର ରାଜା ହବେ। ଏବଂ ମୁ ତୁମ୍ଭର ଦ୍ବିତୀୟ ହବେି। ଏହା ମଧ୍ଯ ମାରେ ବାପା ଶାଉଲ ଜାଣନ୍ତି।
ପ୍ରଥମ ଶାମୁୟେଲ 13:14
ମାତ୍ର ଏବେ ତକ୍ସ୍ଟମ୍ଭ ରାଜ୍ଯ ଆଗକକ୍ସ୍ଟ ୟିବ ନାହିଁ, ପରମେଶ୍ବର ଏଭଳି ଲୋକ ଗ୍ଭହାଁନ୍ତି ୟିଏ ତାଙ୍କ ଆଜ୍ଞା ପାଳନ କରୁଥିବା। ପରମେଶ୍ବର ସହେି ବ୍ଯକ୍ତିକକ୍ସ୍ଟ ବାଛିଛନ୍ତି ୟିଏକି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହବେେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରକ୍ସ୍ଟ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।
ପ୍ରଥମ ଶାମୁୟେଲ 20:30
ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କକ୍ସ୍ଟ କହିଲେ, ତକ୍ସ୍ଟ ହେଉଛକ୍ସ୍ଟ ଜଣେ ଦାସୀ ସ୍ତ୍ରୀ ଲୋକର ପକ୍ସ୍ଟତ୍ର। ୟିଏକି ମାନିବା ପାଇଁ ମନାକରେ। ତକ୍ସ୍ଟବି ଠିକ୍ ତା'ପରି, ମୁ ଜାଣେ ତକ୍ସ୍ଟ ଦାଉଦର ପକ୍ଷ ନଇେଛକ୍ସ୍ଟ। ତକ୍ସ୍ଟ ନିଜ ପାଇଁ ଓ ତୋର ମାଆ ପାଇଁ ଅପମାନ ଆଣକ୍ସ୍ଟଛକ୍ସ୍ଟ।
ଦିତୀୟ ଶାମୁୟେଲ 3:17
ଅବ୍ନର ଏହି ବାର୍ତ୍ତା ଇଶ୍ରାୟେଲର ନେତାଙ୍କ ପାଖକକ୍ସ୍ଟ ପଠାଇଲେ। ସେ କହିଲେ, ତୁମ୍ଭମାନେେ ଦାଉଦଙ୍କକ୍ସ୍ଟ ରାଜା କରିବା ପାଇଁ ଅପେକ୍ଷା କରି ଆସକ୍ସ୍ଟଅଛି।
ଆୟୁବ ପୁସ୍ତକ 15:25
କାହିଁକି ? କାରଣ ଦୁଷ୍ଟ ବ୍ଯକ୍ତି ପରମେଶ୍ବରଙ୍କ ଆଦେଶକୁ ପ୍ରତ୍ଯାଖ୍ଯାନ କରେ। ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପରାସ୍ତ କରିବାକୁ ପ୍ରଯାସ କରେ।
ମାଥିଉଲିଖିତ ସୁସମାଚାର 2:3
ରାଜା ହରେୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ। ସେଥିପାଇଁ ସେ ଉଦ୍ ବିଗ୍ନ ହେଲେ। ୟିରୂଶାଲମର ସବୁ ଲୋକେ ମଧ୍ଯ ଚିନ୍ତିତ ହାଇେ ପଡିଲେ।
ମାଥିଉଲିଖିତ ସୁସମାଚାର 2:13
ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।
ମାଥିଉଲିଖିତ ସୁସମାଚାର 2:16
ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।