ପ୍ରଥମ ଶାମୁୟେଲ 18
1 ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରିସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃତ ବନ୍ଧକ୍ସ୍ଟତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣପରି ତାଙ୍କୁ ସ୍ନହେ କଲା।
2 ଶାଉଲ ସହେିଦିନ ଦାଉଦଙ୍କକ୍ସ୍ଟ ତାଙ୍କ ସହିତ ରଖିଲେ ଓ ଘରକକ୍ସ୍ଟ ୟିବାକକ୍ସ୍ଟ ଦେଲେ ନାହିଁ।
3 ଯୋନାଥନ ଦାଉଦଙ୍କକ୍ସ୍ଟ ଆପଣା ପ୍ରାଣପରି ସ୍ନହେ କରିବାରକ୍ସ୍ଟ ସମାନେେ ଏହି ନିଯମ କଲେ।
4 ଯୋନାଥନ ଆପଣା ଦହରେକ୍ସ୍ଟ କୋଟ୍ କାଢି ଦାଉଦଙ୍କକ୍ସ୍ଟ ଦଲୋ। ଆପଣା ବସ୍ତ୍ର, ଖଡ୍ଗ, ଧନକ୍ସ୍ଟ ଓ କଟିବନ୍ଧନ ପର୍ୟ୍ଯନ୍ତ ତାହାଙ୍କକ୍ସ୍ଟ ଦଲୋ।
5 ଶାଉଲ ଦାଉଦଙ୍କକ୍ସ୍ଟ ବହକ୍ସ୍ଟତ ୟକ୍ସ୍ଟଦ୍ଧକକ୍ସ୍ଟ ପଠାଇଲେ ଓ ସେ କୃତକାର୍ୟ୍ଯ ହେଲ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିୟକ୍ସ୍ଟକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମତେ ସମସ୍ତଙ୍କକ୍ସ୍ଟ ଖକ୍ସ୍ଟସି କଲା।
6 ଏପରି ହେଲା ଯେ, ଯେତବେେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫରେିଲେ। ଇଶ୍ରାୟେଲର ସମସ୍ତ ନଗରର ସ୍ତ୍ରୀ ଲୋକମାନେ ରାଜା ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତକ୍ସ୍ଟମ୍ଭକ୍ସ୍ଟ୍ବରା ବଜାଇ ଆନନ୍ଦ ରେ ନାଚିଲେ ଓ ଗାଇଲେ।
7 ଆଉ ସହେି ସ୍ତ୍ରୀମାନେ ନୃତ୍ଯ କରୁକରୁ ଗାଇଲେ,
8 ଏଥି ରେ ଶାଉଲ ଅତି ରାଗିଗଲେ ଓ ବ୍ଯତିବ୍ଯସ୍ତ ହାଇେ ପଡିଲେ। ଏଣୁ ସେ ଚିନ୍ତା କଲେ, ସମାନେେ ଦାଉଦଙ୍କକ୍ସ୍ଟ ଅଯକ୍ସ୍ଟତ ଅଯକ୍ସ୍ଟତର ଜଯୀ ଓ ଆମ୍ଭକକ୍ସ୍ଟ କବଳେ ସହସ୍ର ସହସ୍ର ଜଯୀ ବୋଲି କହିଲେ। ରାଜ୍ଯ ପାଇବା ଛଡା ତା'ର ଆଉ କ'ଣ ପାଇବାର ବାକି ଅଛି?
9 ସହେିଦିନଠାରକ୍ସ୍ଟ ଶାଉଲ ଦାଉଦଙ୍କ ପ୍ରତି ଦୃଷ୍ଟି ରଖିଲେ। ସେ ଇର୍ଷା ଓ ଘୃଣା ରେ ତାଙ୍କୁ ଦକ୍ସ୍ଟଷ୍ଟି ପକାଇଲେ।
10 ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।
11 ତେଣୁ ଶାଉଲ ବର୍ଚ୍ଛା ଫିଙ୍ଗିଲେ, କାରଣ ସେ ଭାବିଲେ, ମୁ ଦାଉଦକକ୍ସ୍ଟ କାନ୍ଥ ରେ ଫୋଡିବି। ମାତ୍ର ଦାଉଦ ତାଙ୍କ ନିକଟରକ୍ସ୍ଟ ଦକ୍ସ୍ଟଇଥର ଘକ୍ସ୍ଟଞ୍ଚିଗଲେ।
12 ପକ୍ସ୍ଟଣି ଶାଉଲ ଦାଉଦଙ୍କକ୍ସ୍ଟ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗ ରେ ଥିଲେ ଓ ଶାଉଲଙ୍କକ୍ସ୍ଟ ତ୍ଯାଗ କଲେ।
13 ଶାଉଲ ଆପଣା ନିକଟରକ୍ସ୍ଟ ଦାଉଦଙ୍କକ୍ସ୍ଟ ଦୂରକକ୍ସ୍ଟ ପଠଇେ ଦେଲେ ଓ ତାଙ୍କୁ 1,000 ସୈନ୍ଯ ଉପରେ ଆପଣାର ସନୋପତି କଲେ। ୟକ୍ସ୍ଟଦ୍ଧ ରେ ସେ ସୈନ୍ଯମାନଙ୍କର ନତେୃତ୍ବ ନେଲେ।
14 ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରେତ୍ୟକକ କ୍ଷେତ୍ର ରେ ବିଜଯୀ ହେଲେ।
15 ଶାଉଲ ଦେଖିଲେ ଦାଉଦ ସବୁ କ୍ଷେତ୍ର ରେ ବିଜଯୀ ହେଉଛନ୍ତି। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଭୟ କରିବାକୁ ଲାଗିଲେ।
16 କିନ୍ତୁ ଇଶ୍ରାୟେଲର ସମସ୍ତ ଲୋକ ଓ ୟିହକ୍ସ୍ଟଦାର ସମସ୍ତେ ଦାଉଦଙ୍କକ୍ସ୍ଟ ଭଲ ପାଇଲେ। ସମାନେେ ତାଙ୍କୁ ଭଲ ପାଇଲେ, କାରଣ ସେ ୟକ୍ସ୍ଟଦ୍ଧ ରେ ସମାନଙ୍କେର ନତେୃତ୍ବ ନଇେଛନ୍ତି ଓ ସମାନଙ୍କେ ସକାେଶ ୟକ୍ସ୍ଟଦ୍ଧ କରିଛନ୍ତି।
17 କିନ୍ତୁ ଶାଉଲ ଦାଉଦଙ୍କକ୍ସ୍ଟ ମାରିଦବୋ ପାଇଁ ଚାହିଁଲେ ଏବଂ ଶାଉଲ ଏକ ଉପାଯ ଚିନ୍ତା କଲେ। ଶାଉଲ କହିଲେ, ଦାଉଦ ମରେବ୍ ନାମକ ମାରେଜେଷ୍ଠ କନ୍ଯାକକ୍ସ୍ଟ ଦେଖ। ମୁ ତାକକ୍ସ୍ଟ ତୁମ୍ଭକୁ ବିବାହ ଦବେି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହବେ। ତୁମ୍ଭେ ମାରେ ସନ୍ତାନପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ୟକ୍ସ୍ଟଦ୍ଧ କର। ଶାଉଲ ଚିନ୍ତାକଲେ, ମୁ ତାକକ୍ସ୍ଟ ହତ୍ଯା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହକ୍ସ୍ଟଏତ ତାକକ୍ସ୍ଟ ହତ୍ଯା କରି ପାରନ୍ତି।
18 କିନ୍ତୁ ଦାଉଦ ଉତ୍ତର ଦେଲେ, ମୁ ଏକ ଉଚ୍ଚ ପରିବାରର ନକ୍ସ୍ଟ ହେଁ କି ଜଣେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ ବ୍ଯକ୍ତି ନକ୍ସ୍ଟ ହେଁ, ମୁ କିପରି ରାଜାଙ୍କର ଝିଅକକ୍ସ୍ଟ ବିବାହ କରିପାରିବି।
19 ତେଣୁ ଦାଉଦ ମରବେକକ୍ସ୍ଟ ବିବାହ ପାଇଁ ସମୟ ଆସିଲା। ଶାଉଲ ଏହି ସମୟରେ ମହୋଲାତୀଯ ଅଦ୍ରୀଯଲକେକ୍ସ୍ଟ ସ୍ତ୍ରୀରୂପେ ଦତ୍ତ ହେଲା।
20 ଶାଉଲଙ୍କର କନ୍ଯା ମୀଖଲ ଦାଉଦଙ୍କକ୍ସ୍ଟ ପ୍ ରମେ କଲା ଓ ଲୋକମାନେ ଶାଉଲଙ୍କକ୍ସ୍ଟ ଏ କଥା କକ୍ସ୍ଟହନ୍ତେ ଯେ ମୀଖଲ ଦାଉଦଙ୍କକ୍ସ୍ଟ ପ୍ ରମେ କରୁଛି ଶାଉଲ ଏକଥା ଶକ୍ସ୍ଟଣି ଖକ୍ସ୍ଟସି ହେଲେ।
21 ଶାଉଲ ଭାବିଲେ, ମୁ ମୀଖଲ ମାଧ୍ଯମ ରେ ଦାଉଦକକ୍ସ୍ଟ ଫାସ ରେ ପକାଇ ଦବେି। ମୁ ମୀଖଲକକ୍ସ୍ଟ ଦାଉଦଙ୍କ ସହିତ ବିବାହ ଦବେି। ଏବଂ ତା'ପରେ ପଲେଷ୍ଟୀୟମାନେ ତାଙ୍କୁ ମାରି ଦବେେ। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଦ୍ବିତୀୟ ଥର ପାଇଁ କହିଲେ, ତୁମ୍ଭେ ଆଜି ମାରେ କନ୍ଯାକକ୍ସ୍ଟ ବିବାହ କରିପାର।
22 ଶାଉଲ ତାଙ୍କ ଦାସମାନଙ୍କୁ ଡାକି କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ବ୍ଯକ୍ତିଗତ ଭାବରେ କକ୍ସ୍ଟହ ଯେ, 'ରାଜା ତୁମ୍ଭକୁ ଅତି ଭଲ ପାଉଛନ୍ତି। ସମାନଙ୍କେର ଅଧିକାରୀଗଣ ମଧ୍ଯ ତୁମ୍ଭକୁ ଭଲ ପାଉଛନ୍ତି। ବର୍ତ୍ତମାନ ତକ୍ସ୍ଟମ୍ଭ ତାଙ୍କର କନ୍ଯାଙ୍କକ୍ସ୍ଟ ବିବାହ କରିବା ଉଚିତ୍।'
23 ଶାଉଲ ଦାସମାନେ ଏକଥା ଦାଉଦଙ୍କକ୍ସ୍ଟ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, ତୁମ୍ଭେ କ'ଣ ଭାବକ୍ସ୍ଟଛ ରାଜାଙ୍କର ଜ୍ବାଇଁ ହବୋ ଅତି ସହଜ? ମାରେ ଏତେ ଅର୍ଥ ନାହିଁ ଯାହାକି ମୁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରିପାରିବି। ମୁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମାରେଅଳ୍ପ ମାନ୍ଯ।
24 ଶାଉଲର ଦାସମାନେ ଦାଉଦ କ'ଣ କହିଲା ତାହା ଶାଉଲଙ୍କକ୍ସ୍ଟ କହିଲେ।
25 ଶାଉଲ ସମାନଙ୍କେୁ କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ଏକଥା କକ୍ସ୍ଟହ, 'ରାଜା ଗ୍ଭହାଁନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ପ୍ରତିଶୋଧ ନବୋକକ୍ସ୍ଟ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସକ୍ସ୍ଟନ୍ନତ ଚର୍ମ ଗ୍ଭହାଁନ୍ତି।' ପଲେଷ୍ଟୀୟମାନଙ୍କ ଦ୍ବାରା ଦାଉଦକକ୍ସ୍ଟ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।
26 ଶାଉଲଙ୍କର ଦାସମାନେ ଦାଉଦଙ୍କକ୍ସ୍ଟ ଏପରି ଶକ୍ସ୍ଟଣାନ୍ତେ ଦାଉଦ ରାଜି ହାଇଗେଲେ। ଦାଉଦ ବହକ୍ସ୍ଟତ ଖକ୍ସ୍ଟସି ହେଲେ ଯେ ତାଙ୍କୁ ଏକ ରାଜାଙ୍କର ଜ୍ବାଇଁ ହବୋପାଇଁ ସକ୍ସ୍ଟୟୋଗ ମିଳିଛି। ତେଣୁ ସେ ହଠାତ୍ ଯଥାକାର୍ୟ୍ଯ କଲା।
27 ଦାଉଦ ଓ ତା'ର ଲୋକମାନେ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ବାହାରିଲେ। ସମାନେେ ଦକ୍ସ୍ଟଇଶହ ପଲିଷ୍ଟୀଯମାନଙ୍କୁ ବଧ କଲେ। ଦାଉଦ 200 ପଲିଷ୍ଟୀଯମାନଙ୍କର ସକ୍ସ୍ଟନ୍ନତ ଚର୍ମ ଆଣିଲେ ଏବଂ ଶାଉଲଙ୍କକ୍ସ୍ଟ ଦେଲେ। ଦାଉଦ ଏପରି କଲେ କାରଣ ସେ ଗ୍ଭହିଁଥିଲେ ରାଜାଙ୍କର ଜ୍ବାଇଁ ହବୋପାଇଁ। ଶାଉଲ ତାଙ୍କର କନ୍ଯା ମୀଖାଲକକ୍ସ୍ଟ ଦାଉଦ ସହ ବିବାହ ଦେଲେ।
28 ଶାଉଲ ଦେଖିଲେ ସଦାପ୍ରଭୁ ଦାଉଦଙ୍କ ସହିତ ଅଛନ୍ତି। ଶାଉଲ ମଧ୍ଯ ଦେଖିଲେ ଯେ ତାଙ୍କର କନ୍ଯା ମୀଖଲ ଦାଉଦଙ୍କକ୍ସ୍ଟ ପ୍ ରମେ କରୁଅଛି।
29 ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଅଧିକ ଭୟ କଲେ। ଶାଉଲ ସର୍ବଦା ଦାଉଦଙ୍କର ବିରୋଧି ହାଇେ ରହିଲେ।
30 ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇଶ୍ରାୟେଲୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରେତ୍ୟକକ ଥର ଦାଉଦ ସମାନଙ୍କେୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ଯ ପାଇଲେ।
1 And it came to pass, when he had made an end of speaking unto Saul, that the soul of Jonathan was knit with the soul of David, and Jonathan loved him as his own soul.
2 And Saul took him that day, and would let him go no more home to his father’s house.
3 Then Jonathan and David made a covenant, because he loved him as his own soul.
4 And Jonathan stripped himself of the robe that was upon him, and gave it to David, and his garments, even to his sword, and to his bow, and to his girdle.
5 And David went out whithersoever Saul sent him, and behaved himself wisely: and Saul set him over the men of war, and he was accepted in the sight of all the people, and also in the sight of Saul’s servants.
6 And it came to pass as they came, when David was returned from the slaughter of the Philistine, that the women came out of all cities of Israel, singing and dancing, to meet king Saul, with tabrets, with joy, and with instruments of musick.
7 And the women answered one another as they played, and said, Saul hath slain his thousands, and David his ten thousands.
8 And Saul was very wroth, and the saying displeased him; and he said, They have ascribed unto David ten thousands, and to me they have ascribed but thousands: and what can he have more but the kingdom?
9 And Saul eyed David from that day and forward.
10 And it came to pass on the morrow, that the evil spirit from God came upon Saul, and he prophesied in the midst of the house: and David played with his hand, as at other times: and there was a javelin in Saul’s hand.
11 And Saul cast the javelin; for he said, I will smite David even to the wall with it. And David avoided out of his presence twice.
12 And Saul was afraid of David, because the Lord was with him, and was departed from Saul.
13 Therefore Saul removed him from him, and made him his captain over a thousand; and he went out and came in before the people.
14 And David behaved himself wisely in all his ways; and the Lord was with him.
15 Wherefore when Saul saw that he behaved himself very wisely, he was afraid of him.
16 But all Israel and Judah loved David, because he went out and came in before them.
17 And Saul said to David, Behold my elder daughter Merab, her will I give thee to wife: only be thou valiant for me, and fight the Lord’s battles. For Saul said, Let not mine hand be upon him, but let the hand of the Philistines be upon him.
18 And David said unto Saul, Who am I? and what is my life, or my father’s family in Israel, that I should be son in law to the king?
19 But it came to pass at the time when Merab Saul’s daughter should have been given to David, that she was given unto Adriel the Meholathite to wife.
20 And Michal Saul’s daughter loved David: and they told Saul, and the thing pleased him.
21 And Saul said, I will give him her, that she may be a snare to him, and that the hand of the Philistines may be against him. Wherefore Saul said to David, Thou shalt this day be my son in law in the one of the twain.
22 And Saul commanded his servants, saying, Commune with David secretly, and say, Behold, the king hath delight in thee, and all his servants love thee: now therefore be the king’s son in law.
23 And Saul’s servants spake those words in the ears of David. And David said, Seemeth it to you a light thing to be a king’s son in law, seeing that I am a poor man, and lightly esteemed?
24 And the servants of Saul told him, saying, On this manner spake David.
25 And Saul said, Thus shall ye say to David, The king desireth not any dowry, but an hundred foreskins of the Philistines, to be avenged of the king’s enemies. But Saul thought to make David fall by the hand of the Philistines.
26 And when his servants told David these words, it pleased David well to be the king’s son in law: and the days were not expired.
27 Wherefore David arose and went, he and his men, and slew of the Philistines two hundred men; and David brought their foreskins, and they gave them in full tale to the king, that he might be the king’s son in law. And Saul gave him Michal his daughter to wife.
28 And Saul saw and knew that the Lord was with David, and that Michal Saul’s daughter loved him.
29 And Saul was yet the more afraid of David; and Saul became David’s enemy continually.
30 Then the princes of the Philistines went forth: and it came to pass, after they went forth, that David behaved himself more wisely than all the servants of Saul; so that his name was much set by.