1 Samuel 12:25
କିନ୍ତୁ ଯଦି ତୁମ୍ଭମାନେେ କ୍ରମାଗତ କକ୍ସ୍ଟକର୍ମ କରିବା ରେ ଆଗ୍ରହ ପ୍ରକାଶ କର, ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କ ରାଜା ଧ୍ବଂସ ହବେ।
1 Samuel 12:25 in Other Translations
King James Version (KJV)
But if ye shall still do wickedly, ye shall be consumed, both ye and your king.
American Standard Version (ASV)
But if ye shall still do wickedly, ye shall be consumed, both ye and your king.
Bible in Basic English (BBE)
But if you still do evil, destruction will overtake you and your king.
Darby English Bible (DBY)
But if ye do wickedly, ye shall perish, both ye and your king.
Webster's Bible (WBT)
But if ye shall still do wickedly, ye will be consumed, both ye and your king.
World English Bible (WEB)
But if you shall still do wickedly, you shall be consumed, both you and your king."
Young's Literal Translation (YLT)
and if ye really do evil, both ye and your king are consumed.'
| But if | וְאִם | wĕʾim | veh-EEM |
| ye shall still | הָרֵ֖עַ | hārēaʿ | ha-RAY-ah |
| do wickedly, | תָּרֵ֑עוּ | tārēʿû | ta-RAY-oo |
| consumed, be shall ye | גַּם | gam | ɡahm |
| both | אַתֶּ֥ם | ʾattem | ah-TEM |
| ye | גַּֽם | gam | ɡahm |
| and | מַלְכְּכֶ֖ם | malkĕkem | mahl-keh-HEM |
| your king. | תִּסָּפֽוּ׃ | tissāpû | tee-sa-FOO |
Cross Reference
ଯିହୋଶୂୟ 24:20
ତକ୍ସ୍ଟମ୍ଭମାନେ ଯଦି ସଦାପ୍ରଭୁଙ୍କୁ ପରିତ୍ଯାଗ କରି ବିଦେଶୀଯ ଦବେତାମାନଙ୍କୁ ସବୋ କର, ତବେେ ସଦାପ୍ରଭୁ ତୁମ୍ଭର ଅମଙ୍ଗଳ କରିବେ। ସେ ତୁମ୍ଭର ମଙ୍ଗଳ କରିଥିଲେ ହେଁ ସେ ତୁମ୍ଭକୁ ସଂହାର କରିବେ।
ପ୍ରଥମ ଶାମୁୟେଲ 31:1
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଇଶ୍ରାୟେଲୀୟମାନେ ଭୟ ରେ ସଠାେରକ୍ସ୍ଟ ଦୌଡି ପଳାଯନ କଲେ। ଗିଲବୋଯ ପର୍ବତ ଉପରେ ବହକ୍ସ୍ଟତ ଇଶ୍ରାୟେଲୀୟମାନଙ୍କୁ ମାରି ଦିଆଗଲା।
ଦିତୀୟ ବିବରଣ 28:36
ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକକ୍ସ୍ଟ ଆପଣା ଉପରେ ନିୟକ୍ସ୍ଟକ୍ତ କଲ ତୁମ୍ଭର ସହେି ରାଜାକକ୍ସ୍ଟ ତୁମ୍ଭର ଓ ତକ୍ସ୍ଟମ୍ଭ ପୂର୍ବପୁରୁଷ ଅଜ୍ଞାତ ଏକ ଗୋଷ୍ଠୀଯ ଲୋକଙ୍କ ନିକଟକକ୍ସ୍ଟ ନିର୍ବାସିତ କରିବେ। ଏବଂ ସଠାେରେ ତୁମ୍ଭମାନେେ କାଠ ପଥର ଦବେତାମାନଙ୍କର ସବୋ କରିବ।
ଯିଶାଇୟ 3:11
ମାତ୍ର ଦୁରାଚାରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହବେ। ସମାନଙ୍କେୁ ବହୁକଷ୍ଟ ଆସିବ। ସମାନେେ ସମାନଙ୍କେର କୁକର୍ମ ଯୋଗୁଁ ଦଣ୍ଡିତ ହବେେ।
ହୋଶେୟ 10:3
ବର୍ତ୍ତମାନ ଇଶ୍ରାୟେଲୀୟମାନେ କୁହନ୍ତି, ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରିପାରିବେ ନାହିଁ।
ଦିତୀୟ ବିବରଣ 32:15
କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।