ପ୍ରଥମ ଶାମୁୟେଲ 10:27 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ଶାମୁୟେଲ ପ୍ରଥମ ଶାମୁୟେଲ 10 ପ୍ରଥମ ଶାମୁୟେଲ 10:27

1 Samuel 10:27
କିନ୍ତୁ କେତେ ଖଳ ବ୍ଯକ୍ତି କହିଲେ, କମେିତି ଏ ଲୋକ ଆମକକ୍ସ୍ଟ ରକ୍ଷା କରିବ? ସମାନେେ ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକକ୍ସ୍ଟ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ।

1 Samuel 10:261 Samuel 10

1 Samuel 10:27 in Other Translations

King James Version (KJV)
But the children of Belial said, How shall this man save us? And they despised him, and brought no presents. But he held his peace.

American Standard Version (ASV)
But certain worthless fellows said, How shall this man save us? And they despised him, and brought him no present. But he held his peace.

Bible in Basic English (BBE)
But certain good-for-nothing persons said, How is this man to be our saviour? And having no respect for him, they gave him no offering.

Darby English Bible (DBY)
But the children of Belial said, How should this man save us? And they despised him, and brought him no gifts. But he was as one deaf.

Webster's Bible (WBT)
But the children of Belial said, How shall this man save us? And they despised him, and brought him no presents. But he held his peace.

World English Bible (WEB)
But certain worthless fellows said, How shall this man save us? They despised him, and brought him no present. But he held his peace.

Young's Literal Translation (YLT)
and the sons of worthlessness have said, `What! this one doth save us!' and they despise him, and have not brought to him a present; and he is as one deaf.

But
the
children
וּבְנֵ֧יûbĕnêoo-veh-NAY
of
Belial
בְלִיַּ֣עַלbĕliyyaʿalveh-lee-YA-al
said,
אָֽמְר֗וּʾāmĕrûah-meh-ROO
How
מַהmama
shall
this
יֹּֽשִׁעֵ֙נוּ֙yōšiʿēnûyoh-shee-A-NOO
man
save
זֶ֔הzezeh
despised
they
And
us?
וַיִּבְזֻ֕הוּwayyibzuhûva-yeev-ZOO-hoo
him,
and
brought
וְלֹֽאwĕlōʾveh-LOH
no
him
הֵבִ֥יאוּhēbîʾûhay-VEE-oo
presents.
ל֖וֹloh
But
he
held
his
peace.
מִנְחָ֑הminḥâmeen-HA
וַיְהִ֖יwayhîvai-HEE
כְּמַֽחֲרִֽישׁ׃kĕmaḥărîškeh-MA-huh-REESH

Cross Reference

ଦିତୀୟ ବିବରଣ 13:13
କେତକେ ମନ୍ଦ ଲୋକ କହି ପାରନ୍ତି, 'ଆସ ଆମ୍ଭେ ଅନ୍ୟ ଦବେତାମାନଙ୍କର ସବୋ କରିବା।' ଏହା କହି ସମାନେେ ସମାନଙ୍କେ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦବେତାମାନଙ୍କୁ ତୁମ୍ଭମାନେେ କବେେ ଜାଣି ନ ଥିଲ)।

ଦିତୀୟ ବଂଶାବଳୀ 17:5
ସଦାପ୍ରଭୁ ଯିହାଶାଫେଟ୍ଙ୍କୁ ଯିହୁଦାର ଏକ ଅତି ଶକ୍ତିଶାଳୀ ରାଜା କଲେ। ଯିହୁଦାର ସମସ୍ତ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ଉପହାରମାନ ଆଣିଲେ। ତେଣୁ ୟିହୋଶାଫଟଙ୍କର ଧନସମ୍ପଦ ଓ ସମ୍ମାନ ପ୍ରଚୁର ହେଲା।

ପ୍ରଥମ ରାଜାବଳୀ 10:25
ପ୍ରତିବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭଟେି ଆଣି ରାଜାଙ୍କୁ ଦଖାେ କରୁଥିଲେ। ସମାନେେ ରୂପାପାତ୍ର, ସୁନାପାତ୍ର , ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ଯ, ଅଶ୍ବ ଓ ଖଚର ଭଟେି ଆଣୁଥିଲେ।

ପ୍ରଥମ ଶାମୁୟେଲ 2:12
ଏଲିଙ୍କର ପକ୍ସ୍ଟତ୍ରମାନେ ପାପୀ ଥିଲେ ଏବଂ ସମାନେେ ସଦାପ୍ରଭଙ୍କକ୍ସ୍ଟ ଜାଣନ୍ତି ନାହିଁ

ରେରିତମାନଙ୍କ କାର୍ଯ୍ୟର ବିବରଣ 7:51
ସ୍ତିଫାନ କହିଲେ, ହେ ଯିହୂଦୀ ଲୋକମାନେ, ତୁମ୍ଭମାନେେ କଡ଼େେ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ବରଙ୍କର ନୁହେଁ। ତୁମ୍ଭମାନେେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭମାନେେ ସର୍ବଦା ପବିତ୍ର ଆତ୍ମାଙ୍କର ବି ରୋଧ କରିଛ। ତୁମ୍ଭମାନେେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:35
ଯେଉଁ ମାଶାଙ୍କେୁ ସମାନେେ ଅବଜ୍ଞା କରି କହିଥିଲେ, 'କିଏ ତୁମ୍ଭକୁ ଶାସକ ଓ ବିଚ଼ାରକ କଲା?' ସହେି ମାଶାଙ୍କେୁ ହିଁ ବର୍ତ୍ତମାନ ପରମେଶ୍ବର ସମାନଙ୍କେର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ବର୍ଗଦୂତ ମାଶାଙ୍କେୁ ବୁଦା ଭିତ ରେ ଦର୍ଶନ ଦଇେଥିଲେ ସହେି ସ୍ବର୍ଗଦୂତଙ୍କ ସାହାୟ୍ଯ ରେ ପରମେଶ୍ପ ମାଶାଙ୍କେୁ ପଠାଇଲେ।

ମାଥିଉଲିଖିତ ସୁସମାଚାର 27:12
କିନ୍ତୁ ଯେତବେେଳେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ତାହାଙ୍କୁ ଅଭିୟୁକ୍ତ କଲେ ସେ କିଛି ଉତ୍ତର ଦେଲନୋହିଁ।

ମାଥିଉଲିଖିତ ସୁସମାଚାର 2:11
ସମାନେେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖ ରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା'ପରେ ସମାନେେ ଶିଶୁ ପାଇଁ ଆଣିଥିବା ଉପହାର ପଡେିଟି ଖାଲିେଲେ। ସମାନେେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।

ଯିଶାଇୟ 36:21
ମାତ୍ର ୟିରୁଶାଲମର ଲୋକମାନେ ନୀରବ ରହିଲେ। ତାହାକୁ ପଦମାେତ୍ର ଉତ୍ତର କଲେ ନାହିଁ। କାରଣ ରାଜା ହିଜକିଯ ଉତ୍ତର ନ ଦବୋପାଇଁ ଆଦେଶ ଦଇେଥିଲେ।

ଗୀତସଂହିତା 72:10
ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।

ଗୀତସଂହିତା 38:13
ମୁଁ ଏକ ବଧୀର ବ୍ଯକ୍ତି ତୁଲ୍ଯ, ୟିଏ ଶୁଣିପାରେ ନାହିଁ। ମୁଁ ଏକ ମୂକ ବ୍ଯକ୍ତି ତୁଲ୍ଯ, ୟିଏ କଥା କହିପାରେ ନାହିଁ।

ଦିତୀୟ ବଂଶାବଳୀ 13:7
ଏହାପରେ ନିହାତି ଅ ଯୋଗ୍ଯ, ମନ୍ଦ ଲୋକମାନେ ୟାରବିଯାମ୍ର ସାଙ୍ଗୀ ହେଲେ। ଆଉ ୟାରବିଯାମ୍ ଓ ସହେି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିଯାମ୍ଙ୍କର ବିପକ୍ଷ ରେ ଉଠିଲେ। ରିହବିଯାମ୍ ଅଳ୍ପବଯସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିଯାମ୍, ୟାରବିଯାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ।

ପ୍ରଥମ ରାଜାବଳୀ 4:21
ଶଲୋମନ ଇଉଫ୍ ରଟେିଶ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ୟ୍ଯନ୍ତ ସମସ୍ତ ରାଜ୍ଯ ଉପରେ ଶାସନ କଲେ। ଏହି ଦେଶଗୁଡିକ ଶ ଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହାଇେ ରହିଲେ।

ଦିତୀୟ ଶାମୁୟେଲ 20:1
ସେ ସମୟରେ ବିନ୍ଯାମୀନୀଯ ବିଖ୍ରିର ପକ୍ସ୍ଟତ୍ର ଶବେଃ ନାମ ରେ ଜଣେ ପାପଧମ ଲୋକ ସଠାେରେ ଥିଲା, ପକ୍ସ୍ଟଣି ସେ ତୂରୀ ବଜାଇ କହିଲା,

ଦିତୀୟ ଶାମୁୟେଲ 8:2
ଦାଉଦ ମଧ୍ଯ ମାୟୋବକକ୍ସ୍ଟ ପରାସ୍ତ କଲେ। ସେ ସମାନଙ୍କେୁ ଭୂମିରେ ପଡି ରହିବା ପାଇଁ ବାଧ୍ଯ କଲେ, ସେ ସମାନଙ୍କେୁ ଏକ ଦଉଡି ଦ୍ବାରା ଦକ୍ସ୍ଟଇ ଦଳ ରେ ବିଭକ୍ତ କଲେ। ଦକ୍ସ୍ଟଇ ଧାଡିରକ୍ସ୍ଟ ପୁରୁଷ ଲୋକମାନଙ୍କୁ ହତ୍ଯା କରାଗଲା, କିନ୍ତୁ ତୃତୀୟ ଧାଡିଟିକକ୍ସ୍ଟ ଜୀବନ୍ତ ଛାଡି ଦିଆଗଲା। ତା'ପରେ ମାୟୋବୀଯମାନେ ଦାଉଦଙ୍କର ସବେକ ହେଲ ଓ ତାକକ୍ସ୍ଟ କର ଦେଲେ।

ପ୍ରଥମ ଶାମୁୟେଲ 11:12
ତା'ପରେ ଲୋକମାନେ ଶାମୁୟେଲଙ୍କୁ ପଚାରିଲେ, ଯେଉଁମାନେ ଶାଉଲଙ୍କକ୍ସ୍ଟ ବିରକ୍ସ୍ଟଦ୍ଧ କରୁଥିଲେ ସମାନେେ କେଉଁଠି ଅଛନ୍ତି। ସେ ଲୋକମାନଙ୍କୁ ଆମ୍ଭେ ହତ୍ଯା କରିବକ୍ସ୍ଟ।