ପିତରଙ୍କ ପ୍ରଥମ ପତ୍ 5:12 in Oriya

ଓଡିଆ ଓଡିଆ ବାଇବେଲ ପିତରଙ୍କ ପ୍ରଥମ ପତ୍ ପିତରଙ୍କ ପ୍ରଥମ ପତ୍ 5 ପିତରଙ୍କ ପ୍ରଥମ ପତ୍ 5:12

1 Peter 5:12
ସିଲାନ୍ ସାହାୟ୍ଯ ରେ ମୁଁ ଏହି େଛାଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟ ରେ ଜଣେ ବିଶ୍ବସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ବନା ଦବୋ ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଚାହିଁଥିଲି ଯେ ଏହା ହେଉଛି ପରମେଶ୍ବରଙ୍କ ଅନୁଗ୍ରହ। ସହେି ଅନୁଗ୍ରହ ରେ ଦୃଢ଼ ହାଇେ ରୁହ।

1 Peter 5:111 Peter 51 Peter 5:13

1 Peter 5:12 in Other Translations

King James Version (KJV)
By Silvanus, a faithful brother unto you, as I suppose, I have written briefly, exhorting, and testifying that this is the true grace of God wherein ye stand.

American Standard Version (ASV)
By Silvanus, our faithful brother, as I account `him', I have written unto you briefly, exhorting, and testifying that this is the true grace of God. Stand ye fast therein.

Bible in Basic English (BBE)
I have sent you this short letter by Silvanus, a true brother, in my opinion; comforting you and witnessing that this is the true grace of God; keep to it.

Darby English Bible (DBY)
By Silvanus, the faithful brother, as I suppose, I have written to you briefly; exhorting and testifying that this is [the] true grace of God in which ye stand.

World English Bible (WEB)
Through Silvanus, our faithful brother, as I consider him, I have written to you briefly, exhorting, and testifying that this is the true grace of God in which you stand.

Young's Literal Translation (YLT)
Through Silvanus, to you the faithful brother, as I reckon, through few `words' I did write, exhorting and testifying this to be the true grace of God in which ye have stood.

By
Διὰdiathee-AH
Silvanus,
Σιλουανοῦsilouanousee-loo-ah-NOO
a
ὑμῖνhyminyoo-MEEN
faithful
τοῦtoutoo
brother
πιστοῦpistoupee-STOO
unto
you,
ἀδελφοῦadelphouah-thale-FOO
as
ὡςhōsose
I
suppose,
λογίζομαιlogizomailoh-GEE-zoh-may
I
have
written
δι'dithee
briefly,
ὀλίγωνoligōnoh-LEE-gone

ἔγραψαegrapsaA-gra-psa
exhorting,
παρακαλῶνparakalōnpa-ra-ka-LONE
and
καὶkaikay
testifying
ἐπιμαρτυρῶνepimartyrōnay-pee-mahr-tyoo-RONE
that
this
ταύτηνtautēnTAF-tane
is
εἶναιeinaiEE-nay
the
true
ἀληθῆalēthēah-lay-THAY
grace
χάρινcharinHA-reen
of

τοῦtoutoo
God
θεοῦtheouthay-OO
wherein
εἰςeisees

ἣνhēnane
ye
stand.
ἑστήκατεhestēkateay-STAY-ka-tay

Cross Reference

ଏବ୍ରୀମାନଙ୍କ ନିକଟକୁ ପତ୍ର 13:22
ମାେ ଭାଇ ଓ ଭଉଣୀମାନେ !ମୁଁ କହିଥିବା କଥାଗୁଡ଼ିକୁ ର୍ଧୈୟ୍ଯପୂର୍ବକ ଶୁଣ ବୋଲି ମୁଁ ଅନୁ ରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:19
ମୁଁ ଏବଂ ସିଲ୍ବାନ୍ ଓ ତୀମଥିଙ୍କ ଦ୍ବାରା ପ୍ରଚାରିତ ପରମେଶ୍ବରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଉଭୟ ହଁ' ଓ ନା' ଏକ ସମୟରେ କହନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠା ରେ ସର୍ବଦା ହଁ କଥା ହଁ ହୁଏ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:1
ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦବୋକୁ ଇଚ୍ଛା କରେ। ତୁମ୍ଭମାନେେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:23
ବର୍ଣ୍ଣବ୍ବା ସଠାେରେ ପହଞ୍ଚି ସହେି ଲୋକମାନଙ୍କୁ ପରମେଶ୍ବର ଦଇେଥିବା ଆଶୀର୍ବାଦ ଦେଖି ବହୁତ ଖୁସି ହେଲେ। ସେ ସମାନଙ୍କେୁ ଆହୁରି ଉତ୍ସାହିତ କଲେ। ସେ ସମାନଙ୍କେୁ କହିଲେ, ତୁମ୍ଭର ବିଶ୍ବାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣ ରେ ପ୍ରଭୁଙ୍କର ବାଧ୍ଯ ହୁଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:24
କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:1
ପାଉଲ, ସିଲ୍ବାନ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:1
ପାଉଲ, ସିଲ୍ବାନ୍ ଓ ତୀମଥିଙ୍କଠାରୁ ଥସେଲନୀକୀୟ ମଣ୍ଡଳୀ ନିକଟକୁ ଏହି ପତ୍ର। ତୁମ୍ଭମାନେେ ସମସ୍ତେ ପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ରହିଛ।

ଯିହୂଦାଙ୍କ ପତ୍ର 1:3
ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହାଇେଥିବା ପରିତ୍ରାଣ ସମ୍ବନ୍ଧ ରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳ ରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ଯକ ଇଚ୍ଛା କଲି ; ମୁଁ ତୁମ୍ଭକୁ ବିଶ୍ବାସ ସକାେଶ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଚା ହେଁ। ପରମେଶ୍ବର ତାହାଙ୍କର ପବିତ୍ର ଲୋକମାନଙ୍କୁ ସହେି ବିଶ୍ବାସ ଦଇେଥିଲେ। ପରମେଶ୍ବର ଏକାଥରକେ ଏହି ବିଶ୍ବାସ ଦଇେଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।

ଯୋହନଙ୍କ ତୃତୀୟ ପତ୍ର 1:12
ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।

ଯୋହନଙ୍କ ପ୍ରଥମ ପତ୍ର 5:9
ଯେ ତବେଳେ ଲୋକମାନେ ସତ୍ଯକଥା କହନ୍ତି, ଆମ୍ଭେ ତାହା ବିଶ୍ବାସ କରିଥାଉ। କିନ୍ତୁ ପରମେଶ୍ବର ଯାହା କହନ୍ତି, ତାହା ତ ଅଧିକ ବିଶ୍ବାସ ୟୋଗ୍ଯ। ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ ସତ୍ଯ ସାକ୍ଷ୍ଯ ଦିଅନ୍ତି।

ପିତରଙ୍କ ଦିତୀୟ ପତ୍ର 2:15
ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦଇେଛନ୍ତି ଓ ବିଯୋରର ପୁତ୍ର ବିଲିଯାମର ଭୁଲ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା।

ପିତରଙ୍କ ଦିତୀୟ ପତ୍ର 1:12
ତୁମ୍ଭେ ଏହି କଥା ଜାଣ। ତୁମ୍ଭଠା ରେ ବର୍ତ୍ତମାନ ଥିବା ସତ୍ଯ ରେ, ତୁମ୍ଭେ ଅତି ଦୃଢ଼ ଅଟ। କିନ୍ତୁ ମୁଁ ସବୁବେଳେ ଏହି କଥାଗୁଡ଼ିକ ମନେ ପକାଇବା ପାଇଁ ସାହାୟ୍ଯ କରୁଥିବି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:2
ଏବେ ଆମ୍ଭେ ଏହି ଅନୁଗ୍ରହ ରେ ରହିଛୁ ଓ ଆମ୍ଭେ ପରମେଶ୍ବରଙ୍କ ଏହି ମହିମା ରେ ଭାଗୀଦର ହାଇେଥିବା ଆଶା ରେ ଆନନ୍ଦିତ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:24
ପରମେଶ୍ବର ଏଥିର ସାକ୍ଷୀ। ମାେ କହିବା ଉଦ୍ଦେଶ୍ଯ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ବାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭମାନେେ ବିଶ୍ବାସ ରେ ଦୃଢ଼ କିନ୍ତୁ ଆମ୍ଭମାନେେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:8
କିନ୍ତୁ ଆମ୍ଭେ ବା ଅନ୍ୟ କୌଣସି ସ୍ବର୍ଗଦୂତ ଯଦି ଆମ୍ଭଦ୍ବାରା ପ୍ରଚାରିତ ସୁସମାଚାରଠାରୁ ଭିନ୍ନ ଅନ୍ୟ କୌଣସି ସୁସମାଚାର ପ୍ରଚାର କରେ, ତା' ହେଲେ ସମାନେେ ଦଣ୍ଡ ଓ ନିନ୍ଦାର ପାତ୍ର।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:3
ପରମେଶ୍ବର ମାେ' ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମାେତେ ଯାହା ଦଖାଇେଛନ୍ତି, ସେ ବିଷୟ ରେ ମୁଁ ଅଳ୍ପ କିଛି ଲେଖି ସାରିଛି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:21
ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମ ରେ ଜଣେ ବିଶ୍ବସ୍ତ ସବେକ। ମାେ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ'ଣ କରୁଛି।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:7
ତୁମ୍ଭମାନେେ ପରମେଶ୍ବରଙ୍କ ଅନୁଗ୍ରହ ବିଷୟ ରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭମାନେେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ବାସୀ ସବେକ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:7
ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମାରେ ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ବାସୀ ସବେକ ଓ ମାେ ସହିତ ପ୍ରଭୁଙ୍କର ଜଣେ ସବେକ ଅଟନ୍ତି। ମାେ ସହିତ ଏଠା ରେ ଯାହା କିଛି ଘଟୁଛି, ସହେି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:9
ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠା ରେ ଥିବା ଜଣେ ବିଶ୍ବାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠା ରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।

ଯୋହନଲିଖିତ ସୁସମାଚାର 21:21
ସହେି ଶିଷ୍ଯଙ୍କୁ ପଛ ରେ ଆସୁଥିବା ଦେଖି ପିତର ପଚାରିଲେ, ପ୍ରଭୁ, ତାହାଙ୍କ ବିଷୟ ରେ କ'ଣ ହବେ?