ପିତରଙ୍କ ପ୍ରଥମ ପତ୍ 2:19 in Oriya

ଓଡିଆ ଓଡିଆ ବାଇବେଲ ପିତରଙ୍କ ପ୍ରଥମ ପତ୍ ପିତରଙ୍କ ପ୍ରଥମ ପତ୍ 2 ପିତରଙ୍କ ପ୍ରଥମ ପତ୍ 2:19

1 Peter 2:19
ଜଣେ ଲୋକ ଭୁଲ ନ କରିଥିଲେ ମଧ୍ଯ ସେ ଦୁଃଖ ପାଇ ପା ରେ। ଯଦି ସେ ଲୋକ ପରମେଶ୍ବରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା ହେଲେ ପରମେଶ୍ବର ପ୍ରସନ୍ନ ହୁଅନ୍ତି।

1 Peter 2:181 Peter 21 Peter 2:20

1 Peter 2:19 in Other Translations

King James Version (KJV)
For this is thankworthy, if a man for conscience toward God endure grief, suffering wrongfully.

American Standard Version (ASV)
For this is acceptable, if for conscience toward God a man endureth griefs, suffering wrongfully.

Bible in Basic English (BBE)
For it is a sign of grace if a man, desiring to do right in the eyes of God, undergoes pain as punishment for something which he has not done.

Darby English Bible (DBY)
For this [is] acceptable, if one, for conscience sake towards God, endure griefs, suffering unjustly.

World English Bible (WEB)
For it is commendable if someone endures pain, suffering unjustly, because of conscience toward God.

Young's Literal Translation (YLT)
for this `is' gracious, if because of conscience toward God any one doth endure sorrows, suffering unrighteously;

For
τοῦτοtoutoTOO-toh
this
γὰρgargahr
is
thankworthy,
χάριςcharisHA-rees
if
εἰeiee
a
man
διὰdiathee-AH
for
συνείδησινsyneidēsinsyoon-EE-thay-seen
conscience
θεοῦtheouthay-OO
toward
God
ὑποφέρειhypophereiyoo-poh-FAY-ree
endure
τιςtistees
grief,
λύπαςlypasLYOO-pahs
suffering
πάσχωνpaschōnPA-skone
wrongfully.
ἀδίκωςadikōsah-THEE-kose

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:5
ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ଯ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହବେ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଯାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।

ପିତରଙ୍କ ପ୍ରଥମ ପତ୍ 3:14
କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସମାନଙ୍କେୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।339

ପିତରଙ୍କ ପ୍ରଥମ ପତ୍ 2:20
କିନ୍ତୁ ଯଦି ତୁମ୍ଭେ ଭୁଲ କରିଥିବାରୁ ଦଣ୍ଡିତ ହୁଅ, ତା' ହେଲେ ସହେି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ର୍ଧୈୟ୍ଯବାନ ରୁହ, ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:12
ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:1
ଭାଇ ଓ ଭଉଣୀମାନେ! ପରମେଶ୍ବର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସହେି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:12
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:10
କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:23
ବର୍ଣ୍ଣବ୍ବା ସଠାେରେ ପହଞ୍ଚି ସହେି ଲୋକମାନଙ୍କୁ ପରମେଶ୍ବର ଦଇେଥିବା ଆଶୀର୍ବାଦ ଦେଖି ବହୁତ ଖୁସି ହେଲେ। ସେ ସମାନଙ୍କେୁ ଆହୁରି ଉତ୍ସାହିତ କଲେ। ସେ ସମାନଙ୍କେୁ କହିଲେ, ତୁମ୍ଭର ବିଶ୍ବାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣ ରେ ପ୍ରଭୁଙ୍କର ବାଧ୍ଯ ହୁଅ।

ଯୋହନଲିଖିତ ସୁସମାଚାର 15:21
ଲୋକମାନେ ମାେ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ଯବହାର କରିବେ। କାରଣ ସମାନେେ ମାରେ ପ୍ ରରଣୋକର୍ତ୍ତାଙ୍କୁ ଜାଣନ୍ତି ନାହିଁ।

ଲୂକଲିଖିତ ସୁସମାଚାର 6:32
ଯେଉଁମାନେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି, ତୁମ୍ଭମାନେେ ଯଦି କବଳେ ସହେି ଲୋକମାନଙ୍କୁ ପ୍ ରମେ କରୁଛ, ତବେେ ତୁମ୍ଭମାନେେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ଯ? କାରଣ ପାପୀମାନେ ମାଧ୍ଯ ସହେିମାନଙ୍କୁ ପ୍ ରମେ କରନ୍ତି, ଯେଉଁମାନେ ସମାନଙ୍କେୁ ପ୍ ରମେ କରନ୍ତି।

ମାଥିଉଲିଖିତ ସୁସମାଚାର 5:10
ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ୟ୍ଯ କରି କଷ୍ଟ ସହୁଥିବା ଲୋକମାନେ ଧନ୍ଯ; କାରଣ ସ୍ବର୍ଗରାଜ୍ଯ ସହେିମାନଙ୍କର।

ଗୀତସଂହିତା 119:86
ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ବାସନୀଯ। ସମାନେେ ଅନ୍ଯାଯରେ ମାେତେ ତାଡ଼ନା କରନ୍ତି। ମାେତେ ସାହାୟ୍ଯ କର !

ଗୀତସଂହିତା 69:4
ମାରେ ଶତ୍ରୁ,ମାରେ ମୁଣ୍ଡବାଳଠାରୁ ଅଧିକ। ସମାନେେ ବୃଥାରେ ମାେ ସହିତ ଶତ୍ରୁତା କରନ୍ତି। ସମାନେେ ମାରେ ବିନାଶର କାମନା ବହୁତ କରୁଛନ୍ତି। ମାରେ ଅନକେ ଶତ୍ରୁଗଣ ମାେ ବିଷଯରେ ମିଛ କଥା କହନ୍ତି। ସମାନେେ ମିଛରେ ମାେତେ ଚୋର କହିଲେ ଏବଂ ସହେି ବସ୍ତୁଗୁଡ଼ିକ ମାେତେ ଦବୋକୁ କହିଲେ, ୟାହା ମୁଁ ଚେୀରି କରି ନାହିଁ।

ଗୀତସଂହିତା 38:19
ମାରେ ଶତ୍ରୁମାନେ ସତଜେ ଓ ବଳବାନ ଅଟନ୍ତି। ସମାନେେ ଅନକେ ଥର ମିଥ୍ଯା କହିଛନ୍ତି।

ଗୀତସଂହିତା 35:19
ମାରେ ଶତ୍ରୁମାନେ ବିନା କାରଣରେ ମାେ ସହିତ ଆଉ ପରିହାସ କରିବେ ନାହିଁ। ସମାନେେ ନିଶ୍ଚଯ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହବେେ।

ଆୟୁବ ପୁସ୍ତକ 21:27
କିନ୍ତୁ ମୁଁ ଜାଣେ ତୁମ୍ଭେ କ'ଣ ଚିନ୍ତା କରୁଛ ଏବଂ ଏକଥା ଜାଣେ ତୁମ୍ଭେ ମାେତେ ଆଘାତ ଦବୋକୁ ଚାହୁଁଛ।