1 Kings 6:4
ମନ୍ଦିରର ଝରକାଗୁଡିକ ସଂକୀର୍ଣ ଥିଲା। ଏ ଗୁଡିକ ବାହାରକୁ ସଂକୀର୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥି ରେ ଜାଲିକାମ ହାଇେଥିଲା।
1 Kings 6:4 in Other Translations
King James Version (KJV)
And for the house he made windows of narrow lights.
American Standard Version (ASV)
And for the house he made windows of fixed lattice-work.
Bible in Basic English (BBE)
And for the house he made windows, with network across.
Darby English Bible (DBY)
And for the house he made closed windows with fixed lattices.
Webster's Bible (WBT)
And for the house he made windows of narrow lights.
World English Bible (WEB)
For the house he made windows of fixed lattice-work.
Young's Literal Translation (YLT)
and he maketh for the house windows of narrow lights.
| And for the house | וַיַּ֣עַשׂ | wayyaʿaś | va-YA-as |
| made he | לַבָּ֔יִת | labbāyit | la-BA-yeet |
| windows | חַלּוֹנֵ֖י | ḥallônê | ha-loh-NAY |
| of narrow | שְׁקֻפִ֥ים | šĕqupîm | sheh-koo-FEEM |
| lights. | אֲטוּמִֽים׃ | ʾăṭûmîm | uh-too-MEEM |
Cross Reference
ଯିହିଜିକଲ 40:16
ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।
ଯିହିଜିକଲ 41:16
କାଷ୍ଠ ଆଚ୍ଛାଦିତ ଦ୍ବାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ବାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ୟ୍ଯନ୍ତ ସବୁଗୁଡ଼ିକୁ ମାପିଲେ।
ଯିହିଜିକଲ 41:26
ବାରଣ୍ଡାର ପାଶର୍ବ ରେ ଏ ପାଖ ରେ ଓ ସେ ପାଖ ରେ ବନ୍ଦ ଜଳାକବାଟି ଓ ଖଜୁର୍ର ବୃକ୍ଷର ଆକୃତି ଥିଲା। ଆଉ ମନ୍ଦିରସ୍ଥ ପାଶର୍ବ କଠାେରୀ ଓ ମାଟେ କଡ଼ିକାଠସବୁ ଏହି ପ୍ରକାର ଥିଲା।
ପରମଗୀତ 2:9
ମାହେର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। ଦେଖ, ସେ ଝରକା ଦଇେ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ ହାଇେଛନ୍ତି। ସେ ଜାଲି ପରତା ବାଟେ ଆପଣାକୁ ଦଖାେଉ ଅଛନ୍ତି।