1 Kings 3:15
ତା'ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ବର ତାଙ୍କୁ ସ୍ବପ୍ନାଦେଶ କରଛନ୍ତି। ତେଣୁ ସେ ୟିରୁଶାଲମକୁ ୟାଇ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମ୍ମୁଖ ରେ ଦଣ୍ତାଯମାନ ହାଇେ ହାମବେଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।
1 Kings 3:15 in Other Translations
King James Version (KJV)
And Solomon awoke; and, behold, it was a dream. And he came to Jerusalem, and stood before the ark of the covenant of the LORD, and offered up burnt offerings, and offered peace offerings, and made a feast to all his servants.
American Standard Version (ASV)
And Solomon awoke; and, behold, it was a dream: and he came to Jerusalem, and stood before the ark of the covenant of Jehovah, and offered up burnt-offerings, and offered peace-offerings, and made a feast to all his servants.
Bible in Basic English (BBE)
And Solomon, awakening, saw that it was a dream; then he came to Jerusalem, where he went before the ark of the agreement of the Lord, offering burned offerings and peace-offerings; and he made a feast for all his servants.
Darby English Bible (DBY)
And Solomon awoke, and behold, it was a dream. And he came to Jerusalem, and stood before the ark of the covenant of Jehovah, and offered up burnt-offerings, and offered peace-offerings, and made a feast to all his servants.
Webster's Bible (WBT)
And Solomon awoke; and behold, it was a dream. And he came to Jerusalem, and stood before the ark of the covenant of the LORD, and offered up burnt-offerings, and offered peace-offerings, and made a feast to all his servants.
World English Bible (WEB)
Solomon awoke; and, behold, it was a dream: and he came to Jerusalem, and stood before the ark of the covenant of Yahweh, and offered up burnt offerings, and offered peace-offerings, and made a feast to all his servants.
Young's Literal Translation (YLT)
And Solomon awaketh, and lo, a dream; and he cometh in to Jerusalem, and standeth before the ark of the covenant of Jehovah, and causeth to ascend burnt-offerings, and maketh peace-offerings. And he maketh a banquet for all his servants,
| And Solomon | וַיִּקַ֥ץ | wayyiqaṣ | va-yee-KAHTS |
| awoke; | שְׁלֹמֹ֖ה | šĕlōmō | sheh-loh-MOH |
| and, behold, | וְהִנֵּ֣ה | wĕhinnē | veh-hee-NAY |
| dream. a was it | חֲל֑וֹם | ḥălôm | huh-LOME |
| came he And | וַיָּב֨וֹא | wayyābôʾ | va-ya-VOH |
| to Jerusalem, | יְרֽוּשָׁלִַ֜ם | yĕrûšālaim | yeh-roo-sha-la-EEM |
| and stood | וַֽיַּעֲמֹ֣ד׀ | wayyaʿămōd | va-ya-uh-MODE |
| before | לִפְנֵ֣י׀ | lipnê | leef-NAY |
| the ark | אֲר֣וֹן | ʾărôn | uh-RONE |
| covenant the of | בְּרִית | bĕrît | beh-REET |
| of the Lord, | אֲדֹנָ֗י | ʾădōnāy | uh-doh-NAI |
| up offered and | וַיַּ֤עַל | wayyaʿal | va-YA-al |
| burnt offerings, | עֹלוֹת֙ | ʿōlôt | oh-LOTE |
| offered and | וַיַּ֣עַשׂ | wayyaʿaś | va-YA-as |
| peace offerings, | שְׁלָמִ֔ים | šĕlāmîm | sheh-la-MEEM |
| and made | וַיַּ֥עַשׂ | wayyaʿaś | va-YA-as |
| feast a | מִשְׁתֶּ֖ה | mište | meesh-TEH |
| to all | לְכָל | lĕkāl | leh-HAHL |
| his servants. | עֲבָדָֽיו׃ | ʿăbādāyw | uh-va-DAIV |
Cross Reference
ଆଦି ପୁସ୍ତକ 41:7
ପୁଣି ସହେି ସାତଟି ପରିପୁଷ୍ଠ ଶୀଷାକୁ ଏହି ସାତଟି କ୍ଷୀଣ ଶୀଷାକୁ ଗିଳି ପକାଇଲେ। ଏହି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ ସ୍ବପ୍ନ ମାତ୍ର ଜ୍ଞାନ ହେଲା।
ପ୍ରଥମ ରାଜାବଳୀ 8:65
ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।
ମାର୍କଲିଖିତ ସୁସମାଚାର 6:21
କିଛି ଦିନ ପରେ େ ହରୋଦଙ୍କ ଜନ୍ମ ଦିନ ରେ ଯୋହନଙ୍କ ମୃତ୍ଯୁ ଘଟାଇବା ପାଇଁ ହରେୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସନୋପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ଯକ୍ତିମାନଙ୍କୁ େ ହରୋଦ ରାତ୍ରି ସମୟରେ ଭୋଜି ଦେଉଥାନ୍ତି।
ଦାନିଏଲ 5:1
ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ଯବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧିଅରେ ରାଜା ଦ୍ରାକ୍ଷାରସ ପାନ କଲେ।
ଏଷ୍ଟର ବିବରଣ 1:3
ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ।
ଯିରିମିୟ 31:26
ଏହା ଶୁଣିଲା ଉତ୍ତା ରେ, ମୁଁ ସୁଖଦାୟକ ନିଦ୍ରାରୁ ଜାଗ୍ରତ ହାଇେ ଚାରିଆଡ଼କୁ ଚାହିଁଲି।
ଦିତୀୟ ବଂଶାବଳୀ 30:22
ସଦାପ୍ରଭୁଙ୍କ ସବୋକାର୍ୟ୍ଯ କିପରି କରିବାକୁ ହବେ, ଏହା ଯେଉଁ ଲବେୀୟମାନେ ଜାଣିଥିଲେ, ସମାନଙ୍କେୁ ରାଜା ହିଜକିଯ ଉତ୍ସାହିତ କଲେ। ଲୋକମାନେ ସାତଦିନ ପର୍ୟ୍ଯନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଧନ୍ଯବାଦ ଓ ପ୍ରଶଂସା କଲେ।
ଦିତୀୟ ବଂଶାବଳୀ 7:7
ଶ ଲୋମନ ପ୍ରାଙ୍ଗଣର ମଧ୍ଯଭାଗ ରେ ବଦେୀକୁ ଧାର୍ମିକ କାର୍ୟ୍ଯ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖ ରେ ଥିଲା। ସଠାେରେ ଶଲୋମନ ହାମବେଳି ଓ ସହଭାଗିତାର ନବୈେଦ୍ଯର ଚର୍ବି ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ଯଭାଗକୁ ବ୍ଯବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ୟଜ୍ଞବଦେୀ ନିର୍ମାଣ କରିଥିଲେ, ତାହା ହାମବେଳି, ଶସ୍ଯ ନବୈେଦ୍ଯ ଓ ଚର୍ବିକୁ ଏକା ବେଳେ ଧାରଣ କରିପାରୁ ନ ଥିଲା।
ଦିତୀୟ ବଂଶାବଳୀ 7:5
ରାଜା ଶଲୋମନ 22,000 ବଳଦ ଓ 1,20,000 ମେଣ୍ଢା ଉତ୍ସର୍ଗ କଲେ। ରାଜା ଓ ସମସ୍ତ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ସମର୍ପଣ କଲେ।
ପ୍ରଥମ ବଂଶାବଳୀ 16:1
ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
ପ୍ରଥମ ରାଜାବଳୀ 8:63
ରାଜା ଶଲୋମନ ଓ ଇଶ୍ରାୟେଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 1,20,000 ମଷେ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହି ରୂପେ ରାଜା ଓ ସମଗ୍ର ଇଶ୍ରାୟେଲ ଲୋକେ ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗ କଲେ।
ଦିତୀୟ ଶାମୁୟେଲ 6:17
ଦାଉଦ ପବିତ୍ର ସିନ୍ଦକ୍ସ୍ଟକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ସହେି ତମ୍ବୁ ମଧିଅରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
ଲେବୀୟ ପୁସ୍ତକ 7:11
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ଯବସ୍ଥା ଅଟେ।
ଲେବୀୟ ପୁସ୍ତକ 3:1
ଯବେେ କୌଣସି ବ୍ଯକ୍ତି ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରୁଥାଏ, ତବେେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍।
ଆଦି ପୁସ୍ତକ 40:20
ଏହାପରେ ତୃତୀୟ ଦିନ ରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହବୋରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତ ରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।
ଆଦି ପୁସ୍ତକ 31:54
ଏହାପରେ ସେ ସହେି ପର୍ବତ ରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡ଼ାକିଲା। ତହିଁରେ ସମାନେେ ଭୋଜନ କରି ପର୍ବତ ରେ ରାତ୍ରିସାରା ରହିଲେ।