1 Kings 2:12
ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନ ରେ ଉପବିଷ୍ଟ ହାଇେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ଓ ତାଙ୍କର ରାଜ୍ଯ ଅତୋଶଯ ଦୃଢ ହେଲା।
1 Kings 2:12 in Other Translations
King James Version (KJV)
Then sat Solomon upon the throne of David his father; and his kingdom was established greatly.
American Standard Version (ASV)
And Solomon sat upon the throne of David his father; and his kingdom was established greatly.
Bible in Basic English (BBE)
And Solomon took his place on the seat of David his father, and his kingdom was made safe and strong.
Darby English Bible (DBY)
And Solomon sat on the throne of David his father; and his kingdom was established greatly.
Webster's Bible (WBT)
Then Solomon was seated upon the throne of David his father; and his kingdom was established greatly.
World English Bible (WEB)
Solomon sat on the throne of David his father; and his kingdom was established greatly.
Young's Literal Translation (YLT)
And Solomon hath sat on the throne of David his father, and his kingdom is established greatly,
| Then sat | וּשְׁלֹמֹ֕ה | ûšĕlōmō | oo-sheh-loh-MOH |
| Solomon | יָשַׁ֕ב | yāšab | ya-SHAHV |
| upon | עַל | ʿal | al |
| the throne | כִּסֵּ֖א | kissēʾ | kee-SAY |
| of David | דָּוִ֣ד | dāwid | da-VEED |
| father; his | אָבִ֑יו | ʾābîw | ah-VEEOO |
| and his kingdom | וַתִּכֹּ֥ן | wattikkōn | va-tee-KONE |
| was established | מַלְכֻת֖וֹ | malkutô | mahl-hoo-TOH |
| greatly. | מְאֹֽד׃ | mĕʾōd | meh-ODE |
Cross Reference
ଦିତୀୟ ବଂଶାବଳୀ 1:1
ଯେ ହତେୁ ସଦାପ୍ରଭୁ ପରମେଶ୍ବର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହବୋକୁ ସକ୍ଷମ ହାଇେଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ଯନ୍ତ ମହାନ କରିପାରିଥିଲେ।
ଦିତୀୟ ଶାମୁୟେଲ 7:12
ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।
ଦିତୀୟ ଶାମୁୟେଲ 7:29
ବର୍ତ୍ତମାନ, ମାରେ ପରିବାରକକ୍ସ୍ଟ ଆଶୀର୍ବାଦ କର। ପରମେଶ୍ବର, ସମାନେେ ତୁମ୍ଭର ଚିରଦିନ ସବୋ କରିବା ପାଇଁ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଛିଡା ହବୋ ପାଇଁ ସକ୍ସ୍ଟୟୋଗ ଦିଅନ୍ତକ୍ସ୍ଟ। ହେ ସଦାପ୍ରଭୁ! ମାରେପ୍ରଭକ୍ସ୍ଟ, ତୁମ୍ଭେ ଏହିସବୁ କହିଅଛ। ତୁମ୍ଭେ ମାରେ ପରିବାରକକ୍ସ୍ଟ ଆଶୀର୍ବାଦ କଲ, ତାହା ଚିରଦିନ ପାଇଁ ରହକ୍ସ୍ଟ।
ପ୍ରଥମ ରାଜାବଳୀ 1:46
ଶଲୋମନ ସିଂହାସନ ଉପରେ ବସିଛନ୍ତି, ଏପରିକି ରାଜକର୍ମଗ୍ଭରୀଗଣ ରାଜା ଦାଉଦଙ୍କୁ ଅଭିବାଦନ ଜଣାଉଛନ୍ତି। ସମାନେେ କହୁଛନ୍ତି, 'ରାଜା ଦାଉଦ, ତୁମ୍ଭେ ଜଣେ ମହାନ୍ ରାଜା। ଆମ୍ଭମାନେେ ତୁମ୍ଭର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛୁ, ଶଲୋମନକୁ ତୁମ୍ଭ ଅପେକ୍ଷା କରନ୍ତୁ।
ପ୍ରଥମ ବଂଶାବଳୀ 29:23
ଏହାପରେ ଶଲୋମନ ସଦାପ୍ରଭୁଙ୍କ ସିଂହାସନ ରେ ରାଜାରୂପେ ବସିଲେ। ଶଲୋମନ ତାଙ୍କ ପିତାଙ୍କ ସ୍ଥାନ ନେଲେ। ଶଲୋମନ ଅତ୍ଯନ୍ତ ସଫଳ ହେଲେ। ଇଶ୍ରାୟେଲର ସମସ୍ତ ଲୋକ ଶଲୋମନଙ୍କର ବାଧ୍ଯ ହେଲେ।
ଗୀତସଂହିତା 72:8
ତାଙ୍କର ରାଜ୍ଯ ସମୁଦ୍ରରୁ ସମୁଦ୍ର ପର୍ୟ୍ଯନ୍ତ ଏବଂ ଫରାତ୍ ନଦୀଠାରୁ ଶଷେ ଧରଣୀକୁ ବ୍ଯାପି ଯାଉ।
ଗୀତସଂହିତା 89:36
ଦାଉଦର ବଂଶ ସଦାକାଳ ରହିବ। ଦାଉଦର ସିଂହାସନ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ରହିବ।
ଗୀତସଂହିତା 132:12
ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।