ଓଡ଼ିଆ ଓଡ଼ିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 13 ପ୍ରଥମ ରାଜାବଳୀ 13:33 ପ୍ରଥମ ରାଜାବଳୀ 13:33 ଚିତ୍ର English

ପ୍ରଥମ ରାଜାବଳୀ 13:33 ଚିତ୍ର

ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।
Click consecutive words to select a phrase. Click again to deselect.
ପ୍ରଥମ ରାଜାବଳୀ 13:33

ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।

ପ୍ରଥମ ରାଜାବଳୀ 13:33 Picture in Oriya