କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:19 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:19

1 Corinthians 9:19
ମୁଁ ସ୍ବାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ୟଦ୍ଦ୍ବାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି।

1 Corinthians 9:181 Corinthians 91 Corinthians 9:20

1 Corinthians 9:19 in Other Translations

King James Version (KJV)
For though I be free from all men, yet have I made myself servant unto all, that I might gain the more.

American Standard Version (ASV)
For though I was free from all `men,' I brought myself under bondage to all, that I might gain the more.

Bible in Basic English (BBE)
For though I was free from all men, I made myself a servant to all, so that more might have salvation.

Darby English Bible (DBY)
For being free from all, I have made myself bondman to all, that I might gain the most [possible].

World English Bible (WEB)
For though I was free from all, I brought myself under bondage to all, that I might gain the more.

Young's Literal Translation (YLT)
for being free from all men, to all men I made myself servant, that the more I might gain;

For
Ἐλεύθεροςeleutherosay-LAYF-thay-rose
though
I
be
γὰρgargahr
free
ὢνōnone
from
ἐκekake
all
πάντωνpantōnPAHN-tone
servant
made
I
have
yet
men,
πᾶσινpasinPA-seen
myself
ἐμαυτὸνemautonay-maf-TONE
unto
all,
ἐδούλωσαedoulōsaay-THOO-loh-sa
that
ἵναhinaEE-na
I
might
gain
τοὺςtoustoos
the
πλείοναςpleionasPLEE-oh-nahs
more.
κερδήσω·kerdēsōkare-THAY-soh

Cross Reference

ମାଥିଉଲିଖିତ ସୁସମାଚାର 18:15
ତୁମ୍ଭର କହେି ଭାଇ ଯଦି ତୁମ୍ଭ ବିରୁଦ୍ଧ ରେ ଭୁଲ୍ କାମ କରେ, ତବେେ ସେ ଏକାକୀ ଥିବା ବେଳେ ତା' ନିକଟକୁ ଯାଇ ତାର ଭୁଲ୍ ବିଷୟ ରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତବେେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହାଇେ ରହିବାକୁ ସାହାୟ୍ଯ କଲ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:13
ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।

ପିତରଙ୍କ ପ୍ରଥମ ପତ୍ 3:1
ଠିକ୍ ସହେି ଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା' ହେଲେ, ଯଦି ପତିମାନଙ୍କ ମଧ୍ଯରୁ କେତଜେଣ ପରମେଶ୍ବରଙ୍କ ଶିକ୍ଷା ମାନୁ ନାହାଁନ୍ତି, ସମାନଙ୍କେୁ ବିଶ୍ବାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହବେ ନାହିଁ। ସମାନେେ ସମାନଙ୍କେର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହବେେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:10
ଅତଏବ ମୁଁ ର୍ଧୈୟ୍ଯପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରମେଶ୍ବର ଯେତେ ଲୋକଙ୍କୁ ବାଛିଛନ୍ତି, ସମାନଙ୍କେୁ ସାହାୟ୍ଯ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନବୋର କାରଣ ଯେ, ସହେି ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ପରିତ୍ରାଣ ପାଇ ପାରିବେ। ସହେି ପରିତ୍ରାଣ ଗୋଟିଏ ଅସୀମ ମହିମା ସହିତ ଆ ସେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:5
ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ବରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଚାର କରୁ ନାହୁଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଚାର କରୁଛୁ। ନିଜ ବିଷୟ ରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସବେକ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:33
ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରେତ୍ୟକକଙ୍କୁ ସମସ୍ତ କାର୍ୟ୍ଯ ରେ ସନ୍ତୁଷ୍ଟ କରିବାକୁ ଚା ହେଁ। ମୁଁ ଅନକଙ୍କେର ମଙ୍ଗଳ ଚିନ୍ତାକରେ ୟଦ୍ବାରା ସମାନେେ ପରିତ୍ରାଣ ପାଇ ପାରିବେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:1
ମୁଁ ଜଣେ ସ୍ବାଧୀନ ବ୍ଯକ୍ତି। ମୁଁ ଜଣେ ପ୍ ରରେିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମାେ କାର୍ୟ୍ଯର ଫଳ ସ୍ବରୂପ ତୁମ୍ଭମାନେେ ପରିବର୍ତ୍ତିତ ହାଇେଛ।

ମାଥିଉଲିଖିତ ସୁସମାଚାର 20:26
କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ର ରେ ସହେିଭଳି ହବେନାହିଁ। ତୁମ୍ଭ ଭିତରୁ ଯଦି କହେି ବଡ଼ ହବୋକୁ ଇଚ୍ଛା କରୁଛି, ତବେେ ସେ ଜଣେ ସବେକ ଭଳି ତୁମ୍ଭମାନଙ୍କର ସବୋ କରିବ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:16
ତୁମ୍ଭ ନିଜ ଜୀବନ ସମ୍ବନ୍ଧ ରେ ଓ ତୁମ୍ଭ ବିଷୟ ରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରିପାରିବ।

ଯାକୁବଙ୍କ ପତ୍ 5:19
ମାେ ଭାଇ ଓ ଭଉଣୀମାନେ ! ତୁମ୍ଭ ଭିତରୁ ଯଦି ଜଣେ ସତ୍ଯରୁ ବିଚଳିତ ହାଇଯୋଏ, ତବେେ ଅନ୍ୟ ଜଣେ ତାହାକୁ ସତ୍ଯକୁ ଫରୋଇ ଆଣିବା ପାଇଁ ସାହାୟ୍ଯ କରୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:20
ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ୟିହୁଦୀ ଲୋକମାନଙ୍କ ଭଳି ହଲିେ। ମୁଁ ନିଜେ ବ୍ଯବସ୍ଥାର ଅଧୀନ ନ ହେଲେ ମଧ୍ଯ ଯେପରି ବ୍ଯବସ୍ଥାଧିନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସମାନଙ୍କେ ନିକଟରେ ବ୍ଯବସ୍ଥାଧିନ ଲୋକଙ୍କ ଭଳି ହଲିେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:2
ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ। ସମାନଙ୍କେ ବିଶ୍ବାସକୁ ବଳବାନ କରିବା ଓ ବଢାଇବା ଦୃଷ୍ଟିରୁ ଆମ୍ଭେ ସମାନଙ୍କେ ପାଇଁ କଣ ଭଲ ତାହା ଭାବିବା ଉଚିତ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:14
ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସବୋ କରିବାକୁ ଉଚିତ ମନେ କରେ।

ଯୋହନଲିଖିତ ସୁସମାଚାର 13:14
ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସବେକ ରୂପେ ଧୋଇଲି। ତେଣୁ ତୁମେ ମଧ୍ଯ ପରସ୍ପରର ପାଦ ଧୋଇବା ଉଚିତ।

ହିତୋପଦେଶ 11:30
ଧାର୍ମିକ ବ୍ଯକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ୟିଏ ଜ୍ଞାନୀ ଲୋକମାନଙ୍କର ଜୀବନ ଲାଭ କରେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:1
ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:14
ମୁଁ ଆଶା କରେ ଯେ ନିଜ ଲୋକ ମାନଙ୍କ ଭିତ ରେ ଉଦୟୋଗ ଆଣି ତାହାଙ୍କ ଭିତରୁ କେତକେ ଲୋକଙ୍କୁ ଉଦ୍ଧାର କରି ପାରିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:16
ପତ୍ନୀଗଣା ହୁଏତ ତୁମ୍ଭମାନେେ ନିଜର ରକ୍ଷା କରି ପାରିବ; ପତିଗଣ ! ହୁଏତ ତୁମ୍ଭମାନେେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ଯତ ରେ କ'ଣ ଘଟିବ, ଏହା ତୁମ୍ଭମାନେେ ଏବେ ଜାଣି ନାହଁ।