କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:10 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:10

1 Corinthians 7:10
ଯେଉଁମାନେ ବିବାହିତ ସମାନଙ୍କେୁ ମୁଁ ଏକ ଆଦେଶ ଦେଉଛି - ଏହି ଆଦେଶ ମାେ' ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।

1 Corinthians 7:91 Corinthians 71 Corinthians 7:11

1 Corinthians 7:10 in Other Translations

King James Version (KJV)
And unto the married I command, yet not I, but the Lord, Let not the wife depart from her husband:

American Standard Version (ASV)
But unto the married I give charge, `yea' not I, but the Lord, That the wife depart not from her husband

Bible in Basic English (BBE)
But to the married I give orders, though not I but the Lord, that the wife may not go away from her husband

Darby English Bible (DBY)
But to the married I enjoin, not *I*, but the Lord, Let not wife be separated from husband;

World English Bible (WEB)
But to the married I command--not I, but the Lord--that the wife not leave her husband

Young's Literal Translation (YLT)
and to the married I announce -- not I, but the Lord -- let not a wife separate from a husband:

And
τοῖςtoistoos
unto
the
δὲdethay
married
γεγαμηκόσινgegamēkosingay-ga-may-KOH-seen
command,
I
παραγγέλλωparangellōpa-rahng-GALE-loh
yet
not
οὐκoukook
I,
ἐγὼegōay-GOH
but
ἀλλ'allal
the
hooh
Lord,
κύριοςkyriosKYOO-ree-ose
Let
not
γυναῖκαgynaikagyoo-NAY-ka
the
wife
ἀπὸapoah-POH
depart
ἀνδρὸςandrosan-THROSE
from
μὴmay
her
husband:
χωρισθῆναιchōristhēnaihoh-ree-STHAY-nay

Cross Reference

ମାଥିଉଲିଖିତ ସୁସମାଚାର 5:32
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।

ଲୂକଲିଖିତ ସୁସମାଚାର 16:18
ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ ତବେେ ସହେି ପୁରୁଷଟି ବ୍ଯଭିଚାର ପାପରେ ଦୋଷୀ ସାବ୍ଯସ୍ତ ହବେ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରେ, ସେ ମଧ୍ଯ ବ୍ଯଭିଚାର ପାପରେ ଦୋଷୀ ହବେ।

ମଲାଖୀ 2:14
ତୁମ୍ଭମାନେେ ପଗ୍ଭରିବ, କାହିଁକି ଆମ୍ଭମାନଙ୍କର ଏହି ଭଟେି ଗୃହୀତ ହବେ ନାହିଁ? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ପ୍ରତ୍ଯକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ୟୁବକାବସ୍ଥା ରେ ବିବାହ କରିଛ। ସେ ତୁମ୍ଭର ସାଥି ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପ ରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।

ମାର୍କଲିଖିତ ସୁସମାଚାର 10:11
ଯୀଶୁ କହିଲେ, ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡପତ୍ର ଦଇେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସହେି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ଯଭିଚାର ପାପ ପାଇଁ ଦୋଷୀ ହୁଏ।

ମାଥିଉଲିଖିତ ସୁସମାଚାର 19:3
କେତକେ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଜଣେ ପୁରୁଷ କୌଣସି କାରଣରୁ ତାର ସ୍ତ୍ରୀକୁ ଛାଡି ଦବୋ ନ୍ଯାୟସଙ୍ଗତ କି?

ଯିରିମିୟ 3:20
ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ବାମୀ ପ୍ରତି ବିଶ୍ବାସଘାତକତା କରି ପରିତ୍ଯାଗ କରେ, ତୁମ୍ଭେ ଇଶ୍ରାୟେଲ ସହେିପରି ଆମ୍ଭ ପ୍ରତି ବିଶ୍ବାସଘାତକତା କରିଅଛ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:40
ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା' ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମାରେ ମତ। ମୁଁ ବିଶ୍ବାସ କରେ ଯେ ମାେ ପାଖ ରେ ମଧ୍ଯ ପରମେଶ୍ବରଙ୍କ ଆତ୍ମା ଅଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:25
ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟ ରେ କହୁଛି। ଏ ବିଷୟ ରେ ପ୍ରଭୁଙ୍କଠାରୁ ମାେତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମାେ ପ୍ରତି ଦୟା ଦଖାଇେ ଥିବାରୁ ଓ ମୁଁ ବିଶ୍ବାସଭାଜନ ହାଇେ ଥିବାରୁ, ମୁଁ ମାରେ ମତାମତ ଦେଉଛି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:15
ତଥାପି ଯଦି ଜଣେ ଅବିଶ୍ବାସୀ, ଜଣେ ବିଶ୍ବାସୀଠାରୁ ଅଲଗା ହବୋକୁ ଇଚ୍ଛା କରେ, ତା' ହେଲେ ସେ ଅଲଗା ହାଇପୋ ରେ। ଯେତବେେଳେ ଏପରି ଘଟିବ, ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହବେେ। ପରମେଶ୍ବର ତୁମ୍ଭମାନଙ୍କୁ ଶାନ୍ତି ରେ ରହିବାକୁ ଆହ୍ବାନ ଦଇେଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:12
ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କ ହେ (ଏହା ମାରେ କଥା, ପ୍ରଭୁଙ୍କର ନୁହେଁ) : ଯଦି କୌଣସି ଖ୍ରୀଷ୍ଟୀୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ବାସୀନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା' ହେଲେ ପତି ତାକୁ ତ୍ଯାଗ କରିବା ଉଚିତ୍ ନୁହେଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:6
ମାରେ ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି।