1 Corinthians 4:19
କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ଓ ଅହଂକାର କରୁଥିବା ଲୋକମାନେ କଣ ଅଧିକ କାର୍ୟ୍ଯକ କରୁଛନ୍ତି ତାହା ମୁଁ ଦେଖିବାକୁ ଚା ହେଁ।
1 Corinthians 4:19 in Other Translations
King James Version (KJV)
But I will come to you shortly, if the Lord will, and will know, not the speech of them which are puffed up, but the power.
American Standard Version (ASV)
But I will come to you shortly, if the Lord will; and I will know, not the word of them that are puffed up, but the power.
Bible in Basic English (BBE)
But I will come to you in a short time, if it is pleasing to the Lord, and I will take note, not of the word of those who are full of pride, but of the power.
Darby English Bible (DBY)
but I will come quickly to you, if the Lord will; and I will know, not the word of those that are puffed up, but the power.
World English Bible (WEB)
But I will come to you shortly, if the Lord is willing. And I will know, not the word of those who are puffed up, but the power.
Young's Literal Translation (YLT)
but I will come quickly unto you, if the Lord may will, and I will know not the word of those puffed up, but the power;
| But | ἐλεύσομαι | eleusomai | ay-LAYF-soh-may |
| I will come | δὲ | de | thay |
| to | ταχέως | tacheōs | ta-HAY-ose |
| you | πρὸς | pros | prose |
| shortly, | ὑμᾶς | hymas | yoo-MAHS |
| if | ἐὰν | ean | ay-AN |
| the | ὁ | ho | oh |
| Lord | κύριος | kyrios | KYOO-ree-ose |
| will, | θελήσῃ | thelēsē | thay-LAY-say |
| and | καὶ | kai | kay |
| know, will | γνώσομαι | gnōsomai | GNOH-soh-may |
| not | οὐ | ou | oo |
| the | τὸν | ton | tone |
| speech | λόγον | logon | LOH-gone |
| which them of | τῶν | tōn | tone |
| are puffed up, | πεφυσιωμένων | pephysiōmenōn | pay-fyoo-see-oh-MAY-none |
| but | ἀλλὰ | alla | al-LA |
| the | τὴν | tēn | tane |
| power. | δύναμιν· | dynamin | THYOO-na-meen |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 19:21
ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାଯା ବାଟ ଦଇେ ୟିରୁଶାଲମ ୟିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, ୟିରୁଶାଲମ ଗଲାପରେ ମୁଁ ରୋମକୁ ୟିବା କଥା।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:21
ସେ ଗଲା ବେଳେ କହିଲେ, ଯଦି ପରମେଶ୍ବର ଚ଼ାହାଁନ୍ତି, ତବେେ ମୁଁ ପୁଣି ତୁମ୍ଭମାନଙ୍କ ପାଖକୁ ଆସିବି। ତା'ପରେ ସେ ଜଳପଥରେ ଏଫିସରୁ ବିଦାୟ ନେଲେ।
ଯାକୁବଙ୍କ ପତ୍ 4:15
ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:3
ହଁ ଯଦି ପରମେଶ୍ବର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:1
ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେ ରଖ : ପ୍ରେତ୍ୟକକ ଅଭିଯୋଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ ଦବୋ ଦରମାର ଯେ ସମାନେେ ତାହାର ସତ୍ଯତା ବିଷୟ ରେ ଜାଣିଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:1
ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:23
ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦବୋକୁ ଇଚ୍ଛା କରୁ ନ ଥିଲି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:15
ମାହେର ଏହି ବିଶ୍ବାସ ଥିବାରୁ ମୁଁ ପ୍ରଥମ ରେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଠିକ୍ କଲି। ଏହା ଦ୍ବାରା ତୁମ୍ଭମାନେେ ଦୁଇଥର ଆଶୀର୍ବାଦ ଲାଭ କରିବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:5
ମାରେ ମାକିଦନିଆ ବାଟ ଦଇେ ୟିବା କାର୍ୟ୍ଯକ୍ରମ ଅଛି। ମାକିଦନିଆ ବାଟ ଦଇେ ଗଲା ପରେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:5
ତୁମ୍ଭମାନେେ ସମସ୍ତେ ଅନକେ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭମାନେେ ଯେ ଭାବବାଣୀ କୁହ, ଏହା ମାହେର ଅଧିକ ଇଚ୍ଛା। ଯେଉଁଲୋକ ଭାବବାଣୀ କ ହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ ରେଷ୍ଠ। କିନ୍ତୁ ସେ ଯଦି ସହେି ଭାଷାଗୁଡ଼ିକର ଅର୍ଥ କରିପାରୁଥିବ ତବେେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହାଦ୍ବାରା ମଣ୍ଡଳୀକୁ ସାହାୟ୍ଯ ହବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:34
ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘ ରେ ଖାଇ ଦବୋ ଉଚିତ, ୟଦ୍ଦ୍ବାରା ପ୍ରଭୁଭୋଜ ସଭା ରେ ତୁମ୍ଭମାନଙ୍କ ଆଚରଣ ହତେୁ ପ୍ରଭୁଙ୍କ ଦ୍ବାରା ବିଚାରିତ ହବେ ନାହିଁ। ମୁଁ ଯବେେ ଆସିବି, ଅବଶିଷ୍ଟ ବିଷୟ ରେ କ'ଣ କରିବାକୁ ହବେ କହିବି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:18
ତୁମ୍ଭମାନଙ୍କ ଭିତରୁ ଅନକେ ଅହଂକାରୀ ହାଇଯୋଇଛ। ଏହାଭାବି ତୁମ୍ଭମାନେେ ଗର୍ବ କର ଯେ ମୁଁ ତୁମ୍ଭମାନଙ୍କ ପାଖକୁ ଆଉ କବେେ ୟିବି ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:6
ଯେଉଁମାନେ ଅଭିଜ୍ଞ ଆମ୍ଭେ ସହେିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ୟୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:32
ତା'ପରେ ଯଦି ପରମେଶ୍ବର ଇଚ୍ଛା କରନ୍ତି ତା' ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନବେି।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:2
ସହେି ଅଞ୍ଚଳ ଦଇେ ୟିବା ବେଳେ ଯୀଶୁଙ୍କ ଅନୁଗାମୀ ଲୋକମାନଙ୍କୁ ବଳ ପ୍ରଦାନ କରିବା ପାଇଁ ସେ ସମାନଙ୍କେୁ ଉତ୍ସାହଜନକ କଥା କହିଲେ। ତାପରେ ସେ ଗ୍ରୀସ ରେ ପହନ୍ଚିଲେ।