ଓଡ଼ିଆ ଓଡ଼ିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 28 ପ୍ରଥମ ବଂଶାବଳୀ 28:8 ପ୍ରଥମ ବଂଶାବଳୀ 28:8 ଚିତ୍ର English

ପ୍ରଥମ ବଂଶାବଳୀ 28:8 ଚିତ୍ର

ଦାଉଦ କହିଲେ, ବର୍ତ୍ତମାନ, ସମଗ୍ର ଇଶ୍ରାୟେଲ ପରମେଶ୍ବରଙ୍କ ସାକ୍ଷାତ ରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି : ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ଯ ହବୋ ନିମନ୍ତେ ଅତ୍ଯନ୍ତ ଯତ୍ନଶୀଳ ହୁଅ। ତବେେ ତୁମ୍ଭମାନେେ ଏହି ଉତ୍ତମ ଦେଶକୁ ରକ୍ଷା କରିପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦଇପୋରିବ।
Click consecutive words to select a phrase. Click again to deselect.
ପ୍ରଥମ ବଂଶାବଳୀ 28:8

ଦାଉଦ କହିଲେ, ବର୍ତ୍ତମାନ, ସମଗ୍ର ଇଶ୍ରାୟେଲ ଓ ପରମେଶ୍ବରଙ୍କ ସାକ୍ଷାତ ରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି : ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ଯ ହବୋ ନିମନ୍ତେ ଅତ୍ଯନ୍ତ ଯତ୍ନଶୀଳ ହୁଅ। ତବେେ ତୁମ୍ଭମାନେେ ଏହି ଉତ୍ତମ ଦେଶକୁ ରକ୍ଷା କରିପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦଇପୋରିବ।

ପ୍ରଥମ ବଂଶାବଳୀ 28:8 Picture in Oriya