English
ପ୍ରଥମ ବଂଶାବଳୀ 26:30 ଚିତ୍ର
ହିବ୍ରୋଣଙ୍କର ପରିବାରରୁ ହଷବିଯ ଓ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ଓ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।